Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ  Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି…

Read More

USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ

New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି…

Read More

ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ? ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦…

Read More

ସବୁରି ଉପରେ ଇତିହାସ : ଆତ୍ମ ଅଧିକାର ଗଣତନ୍ତ୍ରର ପୂଜାରୀ ସ୍ବେଚ୍ଛାଚାରୀ ହେଲା କାହିଁକି ?

ନ୍ୟୁୟର୍କ : (ବିଜୟ ସାହୁ)- ଦିନ ଥିଲା ଆମେରିକା ମଧ୍ୟ ପ୍ରାଚ୍ୟ ଜଗତର ପ୍ରିୟ ଓ ବିଶ୍ୱସ୍ତ ବନ୍ଧୁ ଥିଲା । ସେମାନେ ଆମେରିକାକୁ ପୂର୍ଣ ମାତ୍ରାରେ ଶ୍ରଦ୍ଧା କରୁଥିଲେ । କିନ୍ତୁ ଆଜି କାହିଁକି ମଧ୍ୟପ୍ରାଚ୍ୟ ଘୃଣା କରୁଛି ଓ ଆମେରିକା ମଧ୍ୟପ୍ରାଚ୍ୟକୁ ମଧ୍ୟ ଘୃଣା କରୁଛି ? ଏକଥା ବୁଝିବାକୁ ହେଲେ ପ୍ରାୟ ୨୦୦ ବର୍ଷ ତଳର ଆମେରିକା – ଆରବ ଜଗତର ସମ୍ପର୍କର ଇତିହାସକୁ ଐତିହାସିକ ପୃଷ୍ଠଭୂମିରେ ଭୂମିରେ ବିଚାର ଜରୁରୀ। ପ୍ରଥମ…

Read More

Donald Trump ଏପରି କରିବାର ନଥିଲା

ନୂଆଦିଲ୍ଲୀ : (ବିଜୟ ସାହୁ)-ସତ ହେଉ କି ମିଛ ହେଉ ଟ୍ରମ୍ପ ପାକିସ୍ତାନ ଭାରତ ମଧ୍ୟରେCeasefire କରିବା ପାଇଁ ମଧ୍ୟସ୍ତି କରିବା ଉଚିତ ନଥିଲା । କିମ୍ବା ଆମେ ସେଥିରେ ପଶିବାର ନ ଥିଲା ।ପାକିସ୍ତାନ ଯଦି ନେହୁରା ହେବାରୁ Ceasefire ହେଲା ତାହେଲେ ତାର ଏତେ ବହପ ଯେ ଆମର ଶ୍ୱାସ ରୋକିଦେଵ ।ଏହାର ଜବାବ ଯଦି ତୁରନ୍ତ ସରକାର ନ ଦିଅନ୍ତି ତାହେଲେ ଧାରଣା ହେଇପାରେ ଟ୍ରମ୍ପ ନିଶ୍ଚୟ ମଧ୍ୟସ୍ତି ହେଇଛନ୍ତି ।ଏହା ହେଉଛି…

Read More

Donald Trumpଙ୍କ ଆଗାମୀ ରଣନୀତି କିପରି ରହିବ.. USA & World Politics

ନୂଆଦିଲ୍ଲୀ : (ବିଜୟ ସାହୁ )- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ 1947 ମସିହାରେ ଜେ ଭି ଏସ ଷ୍ଟାଲିନ ଙ୍କ ନେତୃତ୍ୱାଧୀନ ସୋଭିଏତ ୟୁନିୟନ ମୋଲତଭ ପ୍ଲାନ ଘୋଷଣା । ସୋଭିଏତ ୟୁନିୟନ ବୈଦେଶିକ ମନ୍ତ୍ରୀ ଭି. ମୋଲତଭ । ଅଫିସିଆଲି ଏହାର ନାମ Economic Recovery Programme , ERP.ସୋଭିଏତ ୟୁନିୟନ ସହ ରାଜନୈତିକ ଓ ଅର୍ଥନୈତିକ ଭାବରେ ଗୋଷ୍ଠୀଭୁକ୍ତ ହେଇଥିବା ଇଉରୋପ ଓ ଏସିଆର ଦେଶମାନଙ୍କର ପୁନର୍ଗଠନ ପାଇଁ ଏହା ସୃଷ୍ଟି କରାଯାଇଥିଲା ।…

Read More

ଜିତିଗଲେ ଟ୍ରମ୍ପ, ଆହୁରି ମାଲାମାଲ ହୋଇ ଯିବେ କି ଆଦାନୀ…..

ଭୁବନେଶ୍ୱର : (ବିଜୟ ସାହୁ)  — ଏହି ବିଷୟଟି ବୁଝିବାକୁ ହେଲେ ପ୍ରଥମେ ଆମେରିକା ରାଜନୈତିକ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କୁ ବୁଝିବାକୁ ହେବ ।  ଆମେ ସମସ୍ତେ ଜାଣିଲେ ଟ୍ରମ୍ପ ସୁପ୍ରିମକୋର୍ଟ ଉପରେ ରାଜନୈତିକ ଚାପ ପକେଇ ଭ୍ରଷ୍ଟାଚାରରେ ଦୋଷୀ ବୋଲି ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ଦୋଷ ଘୋଷଣା ହେଲେ । ବର୍ତ୍ତମାନ 20 ଜାନୁଆରୀ ପରେ Make America Great America ( MAGA ) ନୀତି ଉପରେ କାର୍ଯ୍ୟ କରିବେ ।…

Read More

ଏକାଠି ରହିବା ତ…..ବଞ୍ଚିବା…. ନଚେତ୍…………

ବିଜୟ ସାହୁ – ସମସ୍ତେ ଏକ ହେଲେ ଓ ସେଫ ହେଲେ ! କିନ୍ତୁ ଏହାପରେ ସମସ୍ତେ ଏକ ହେଇ ଆଦାନୀଙ୍କୁ ସେଫ କରିବେ ତ ?ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚା ମହାରାଷ୍ଟ୍ରରେ ଆଦାନୀ ସାମ୍ରାଜ୍ୟର 2200 କୋଟି ଲାଞ୍ଚ କାରବାର ବୁମେରାଙ୍ଗ ହେଇ ଇଣ୍ଡିଆ ମେଣ୍ଟକୁଚୁର ଚୁର କରିଦେଲା । କାରଣ କେନ୍ଦ୍ର ସରକାର ଏହି ଲାଞ୍ଚ କାରବାରରେ ନିଜ ହାତକୁ ସଫା କରି ନୀରବ ହେଇଗଲେ ଓ ବଚସ୍କର ମିଡିଆ ମାଧ୍ୟମରେ ପ୍ରଚାର କଲେ…

Read More

ଟି-୨୦ ବିଶ୍ଵକପ ଜିତିବାରେ ଭାରତ ରହିଛି ଆଗରେ, ଏମିତି କିଛି କହିଲେ ଏହି ବିଦେଶୀ ଖେଳାଳି…

ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚଛନ୍ତି । ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା…

Read More

ଭାରତ ପ୍ରତି ଆମେରିକା କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ…. କାହିଁକି ଏପରି କହିଲେ କୁପର

ନୂଆଦିଲ୍ଲୀ : ଧାର୍ମିକ ଭେଦଭାବ ପ୍ରସଙ୍ଗରେ ପୁଣି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ହେବାକୁ ପଡିଛି। ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଏହି ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏପରିକି ଭାରତକୁ ଆଫଗାନିସ୍ତାନ ଓ ସିରିଆ ଭଳି ଦେଶ ସହ ତୁଳନା କରିଛନ୍ତି।କୁପର ଦାବି କରିଛନ୍ତି ଯେ, ସମଗ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ ଭେଦଭାବ ଭୟଙ୍କର ସ୍ତରରେ ପହଞ୍ଚିଛି। ଯଦି ଭାରତରେ ସାମ୍ପ୍ରତିକ…

Read More