ମୋଦି ଏବଂ ତାଙ୍କ ବଚସ୍କରଙ୍କ  କଥା ଶୁଣିଲେ ଇଶ୍ୱରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ : ରାହୁଲ ଗାନ୍ଧୀ

ୱାଶିଂଟନ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ନିକଟରେ ଶେଷ ହୋଇଛି। ଅପରପକ୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଏମପି ରାହୁଲ ଗାନ୍ଧୀଙ୍କର ବିଦେଶ ଗସ୍ତ ଆରମ୍ଭ ହୋଇଛି। ରାହୁଲ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବା ସହ ସେଠାରେ 3ଟି ସହରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଭାରତୀୟଙ୍କୁ ଭେଟିବା ସହ ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ଦେଇଛନ୍ତି। ଗୋଟିଏ ସଭାରେ ରାହୁଲ ଗାନ୍ଧୀ…

Read More

ବଢୁଛି ରାହୁଲଙ୍କ ଲୋକପ୍ରିୟତା, ତାଙ୍କ ଆମେରିକା ଗସ୍ତ ଉପରେ ଲାଗିବ କି ପ୍ରତିବନ୍ଧକ

ନୂଆଦିଲ୍ଲୀ : ଭାରତ ଯୋଡ଼ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଦେଶ, ବିଦେଶରେ ରାହୁଲ ପୂର୍ବାପେକ୍ଷା ଅଧିକ ଗ୍ରହଣୀୟ ହେବାରେ ଲାଗିଛନ୍ତି। ହେଲେ ନିକଟରେ ତାଙ୍କୁ ଏକ ମାମଲାରେ ଦୋଷୀ କରାଯିବା ସହ 2 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି କ୍ରମରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଛି।         ଆସନ୍ତା 28 ତାରିଖରେ ରାହୁଲ ଗାନ୍ଧୀ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି।…

Read More