
‘ଉତ୍କର୍ଷ ଓଡ଼ିଶାର’ ଦ୍ୱିତୀୟ ଦିନରେ ରାଜ୍ୟକୁ ଆସିବ ପ୍ରାୟ ୩ ଲକ୍ଷ କୋଟିର ନିବେଶ
ଭୁବନେଶ୍ୱର: ବୁଧବାର ‘ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ରାଜ୍ୟ ସରକାର ପ୍ରାୟ 3 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଅତି କମରେ 30ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବେ। ନବୀକରଣୀୟ ଶକ୍ତି, ବିଦ୍ୟୁତ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ କୃଷି-ଉଦ୍ୟୋଗ ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ACS) ହେମନ୍ତ ଶର୍ମା । ବୁଧବାର ଦିନ ପ୍ରାୟ 30ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ,…