
ଆଜି ସଂଧ୍ୟାରେ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ଶ୍ରମିକ…
ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ୨ଟି ପାଇପ୍ ଏପର୍ଯ୍ୟନ୍ତ ଭିତରକୁ ଯିବା ନେଇ ଆଶା କରାଯାଉଛି । ଗୁରୁବାର ରାତିରୁ ସିଲ୍କିୟାରା ଟନେଲରେ ଖନନ କରୁଥିବା ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏବେ ସେହି ପ୍ରତିବନ୍ଧକ ଦୂର ହୋଇଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପିଏମଓର…