
କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦ୍ରୁତ ବୋଲର ବରୁଣ ଆରୋନ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ସେ ମାତ୍ର ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପାଇଁ ୯ ଟି ଦିନିକିଆ ଏବଂ ୯ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହିପରି ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି। ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳନ୍ତି। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ସେ ଗୋଆ ବିପକ୍ଷରେ ତାଙ୍କର ଶେଷ…