ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହାତରେ ହତ୍ୟା ହେଉଛି ବେଦ
ଭୁବନେଶ୍ୱର : (ଯୋଗାଚାର୍ଯ୍ୟ ପ୍ରମୋଦ କୁମାର)- ହୟଗ୍ରୀବର କାମ ବେଦ/ଜ୍ଞାନକୁ ନଷ୍ଟ କରିବା, ବେଦର ପ୍ରକୃତ ମାର୍ଗକୁ ପଥ ଭ୍ରଷ୍ଟ କରିବା। କିନ୍ତୁ ଯେତେବେଳେ ବି ସନାତନୀ ବେଦ ଜ୍ଞାନକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ସ୍ୱାର୍ଥରେ ବ୍ୟବହାର କରାଯାଇଛି, ତାହା ରାଜନୀତି ହେଉ, ସମାଜ ବ୍ୟବସ୍ଥା ହେଉ କି ଅର୍ଥନୀତି ହେଉ ସେତେବେଳେ ବରାହ, କୃଷ୍ଣ, ବୁଦ୍ଧ, ଦୟାନନ୍ଦ ସରସ୍ୱତୀ, ଗାନ୍ଧୀ ଆଦି ମହାପୁରୁଷମାନେ ଆସିଛନ୍ତି ଆଉ ବେଦର ପ୍ରକୃତ ମାର୍ଗକୁ ଉଦ୍ଧାର କରିଛନ୍ତି। କିନ୍ତୁ…