ଅଦାଲତର ଏ କି ମାନସିକତା?

ଭୁବନେଶ୍ୱର : (ନରେନ୍ଦ୍ର ମହାନ୍ତି/ ଗାର୍ଗୀ ଶତପଥି)- ଓଡ଼ିଶା ହାଇକୋର୍ଟର ଜଣେ ମହାନୁଭବ ବିଚାରପତି ଡଃ ସଞ୍ଜିବ କୁମାର ପାଣିଗ୍ରାହୀ !!!ମା’ ମାଟି ମାଳି ସୁରକ୍ଷା ମଞ୍ଚର କୂମେଶ୍ୱର ନାୟକ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଆନ୍ଦୋଳନ କରିବା କାରଣରୁ ପୋଲିସ୍ ବିଭିନ୍ନ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲ୍ ପଠାଇଥିଲା।ତାଙ୍କ ପାଇଁ ଜାମିନ୍ ର ସର୍ତ୍ତ ରଖାଯାଇଛି ସେ ୨ ମାସ ପାଇଁ କାଶୀପୁର ଥାନା ହତା ସଫେଇ କରିବେ ବା ଝାଡ଼ୁ ମାରିବେ?କିନ୍ତୁ…

Read More

ବେଦାନ୍ତ ବିରୋଧୀଙ୍କ ବିଜୟ ଦିବସ ପାଳନ

ପୁରୀ : ଆଜି ବେଲଦଳ ଗାଁରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତି ପକ୍ଷରୁ ଗୌରାଙ୍ଗ ସ୍ୱାଇଁଙ୍କ ସଭାପତିତ୍ୱରେ ବିଜୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ୨୨ ମୌଜାର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା କେବଳ ଚାଷୀମାନଙ୍କର ବିଜୟ ନୁହେଁ, ବରଂ ସମଗ୍ର ସମାଜର ଏକତାର ପ୍ରତୀକ। ଯୁବ ଛାତ୍ର, ମହିଳା, ସେବାୟତ ଓ ସମାଜର ବିଭିନ୍ନ ସ୍ତରର ଲୋକମାନେ ଏହି ଆନ୍ଦୋଳନରେ…

Read More

 ମଲ୍ଲିକାର୍ଜୁନଙ୍କ ମନ କିମ୍ବା ମୁଣ୍ଡରେ ଓଡ଼ିଶା କଂଗ୍ରେସ ନାହିଁ, ତାଙ୍କୁ ଓଡ଼ିଶା ଆଣିବାରେ ବିଫଳ ନେତୃତ୍ୱ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ନଅ ବିଧାୟକ ଅଛନ୍ତି। ଆଗାମୀ ଦିନରେ ଏହା ନବେରେ ପହଞ୍ଚିବ। ବିଜେଡି-ବିଜେପି ଭାଇଭାଇ, କଂଗ୍ରେସ ହିଁ ବିକଳ୍ପ। ଏମିତି କିଛି ସ୍ଲୋଗାନବାଜି ଦେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବର୍ଷକରୁ ଉର୍ଦ୍ଧ୍ୱ ସମୟ ଧରି କହି ଆସୁଛନ୍ତି। ଇତି ମଧ୍ୟରେ ପିସିସି କମିଟି ଘୋଷଣା ହେବା ସହ ଏକାଧିକ ଛୋଟମୋଟ କାର୍ଯ୍ୟକ୍ରମ ନିଆଗଲାଣି। ଅନୁରୂପ ଭାବେ କେନ୍ଦ୍ରରେ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ଦାୟିତ୍ୱ ନେବାର ବର୍ଷେ ମଧ୍ୟ ପୂରିଗଲାଣି। ହେଲେ…

Read More

ନିୟମ ଉଲ୍ଲଘଂନ କରି ଚାଲିଛି ବେଦାନ୍ତ କମ୍ପାନୀ, ବିନା ପରିବେଶ ମଞୁରୀରେ ଲୁଟୁଛି ଖଣି

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ…

Read More