ଡାଲି, ଚାଉଳ ପରେ ପରିବା ବଜାରରେ ଲାଗିଲା ନିଆଁ…

ଭୁବନେଶ୍ବର; ଡାଲି, ଚାଉଳ ଦର ବଢିବା ପରେ ଆଜି କଟକ ଓ ଭୁବନେଶ୍ବରରେ ବଢିଛି ପରିବା ଦର । ପରିବା ଦର ବଢିବା ପରେ ଏବେ ଖାଉଟିଙ୍କ ଛାତିରେ ପସିଲାଣି ଛନକା । ଗତ ୨ ଦିନ ତଳେ ଯେଉଁ ପରିବାର ଦର ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ  ୧୦ ରୁ ୨୦ ଟଙ୍କା ବୃଦ୍ଧି ପାଇଛି  । କଟକ ଛତ୍ର ବଜାରେର ବାଇଁଗଣ ୮୦ ଟଙ୍କା , କଲରା…

Read More