ମୁହାଁମୁହିଁ ହେବେ Virat Kohli – Rohit Sharma….ଘରୋଇ କ୍ରିକେଟ ଖେଳିବେ….

ନୂଆଦିଲ୍ଲୀ: ଜାନୁଆରୀ ୩୦ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଲୱେ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ବିରାଟ କୋହଲି । ଶେଷ ଥର ପାଇଁ କୋହଲି ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ୨୦୧୨ ନଭେମ୍ବରରେ ଉତ୍ତର ପ୍ରଦେଶ ବିପକ୍ଷରେ ଗାଜିଆବାଦରେ ଖେଳିଥିଲେ।ତେବେ ଏନେଇ ଦିଲ୍ଲୀ କ୍ରିକେଟର ସଭାପତି ରୋହନ ଜେଠଲି ସୂଚନା ଦେଇଛନ୍ତି । ବିସିସିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାତୀୟ ଚୟନ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଖେଳାଳିମାନଙ୍କୁ…

Read More

ରୋହିତ କୋହଲିଙ୍କ ପାଇଁ ଚମ୍ପିୟାନ ଟ୍ରଫି ହେବ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଏବେ ସଂକଟରେ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ହେତୁ ସେ ସାରା ବିଶ୍ୱରୁ ସମାଲୋଚନା ଛଡା ଆଉ କିଛି ପାଇ ନାହାଁନ୍ତି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ- ୮ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏହି ଆଇସିସି ଟୁର୍ନାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହେବ, ଯେଉଁଥିପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ…

Read More

କେବଳ କ୍ରିକେଟ ପଡିଆରେ ନୁହେଁ ବରଂ ଟଙ୍କା କମେଇବାରେ ମଧ୍ୟ କୋହଲି ଆଗରେ

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ ଏବଂ ସେ ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି । କ୍ରିକେଟ୍ ପିଚରେ ନିଜ ବ୍ୟାଟ୍ ସହିତ ହଇଚଇ ସୃଷ୍ଟି କରୁଥିବା ବିରାଟ ମଧ୍ୟ ରୋଜଗାର କ୍ଷେତ୍ରରେ ଶୀର୍ଷରେ ଅଛନ୍ତି। ନିକଟରେ ଫର୍ଚୁନ୍ ଇଣ୍ଡିଆ ବିରାଟ କୋହଲିଙ୍କୁ ଦେଶର ସବୁଠାରୁ ଧନୀ ଭାରତୀୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ବିଳାସପୂର୍ଣ୍ଣ ଜୀବନ ଜାପନ କରୁଥିବା କୋହଲିଙ୍କ ସଂପତ୍ତି ପ୍ରାୟ ୧ ହଜାର କୋଟିରୁ ଅଧିକ ହେବ…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More

ଟି-୨୦ ରେ କୋହଲିଙ୍କ ଏହି ରେକର୍ଡ ପାଇଁ ବିସିସିଆଇ ତାଙ୍କୁ ଦଳରୁ କାଢିବା ପାଇଁ ସାହସ କଲାନି …

କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ସ୍ଲୋ ଷ୍ଟ୍ରାଇକ୍ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। କୋହଲି ଯିଏକି ନିକଟରେ ଆଇପିଏଲରେ ୬୭ ଟି ବଲରେ ଆଇପିଏଲ ଇତିହାସରେ ସବୁଠାରୁ ଥିମା ଶତକ ହାସଲ କରିଥିଲେ । ଏସବୁ ଦିଗ ସତ୍ତ୍ୱେ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ କୋହଲିଙ୍କ ଆବଶ୍ୟକତା ଅନୁଭବ କରିଛି | ହାରାହାରି ୭୧ ରୁ ଅଧିକରେ ଚଳିତ ଆଇପିଏଲରେ ୫୦୦ ରନ୍ କରିଥିବାରୁ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି।…

Read More

ଚୁଟି କାଟିବା ପାଇଁ କୋହଲି ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭାରତୀୟ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିରାଟ କୋହଲି । ଆଜିର ଯୁବପିଢି ତାଙ୍କର ପ୍ରତ୍ୟେକଟି ଜୀବନ ଶୈଳିକୁ ଅନୁସରଣ କରୁଛନ୍ତି ।  ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ସେ ତାଙ୍କ ଖେଳ ବ୍ୟତୀତ ଷ୍ଟାଇଲ ଓ ଲୁକ୍ କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଇଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।…

Read More

ଲୋଗୋ ଏବଂ ନାମ ପରିବର୍ତ୍ତନ କରିଥିବା ଆରସିବି କ’ଣ ଏଥର ଭାଗ୍ୟ ପରିବର୍ତ୍ତନ କରିପାରିବ ?

ପୁର୍ବରୁ ଦିଲ୍ଲୀ, ପଞ୍ଜାବ ନାମ ପରିବର୍ତ୍ତନ କରିଥିବା ବେଳେ ଆଇପିଏଲର ୧୭ତମ ସଂସ୍କରଣରେ ଆରସିବି ବା ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜର ନାମ ପରିବର୍ତ୍ତନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମିତ କରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ,…

Read More

ଧରମଶାଳାରେ ଭାଙ୍ଗି ପାରେ କୋହଲିଙ୍କ ଏହି ତିନି ରେକର୍ଡ …

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ ରୁ ଧରମଶାଳାରେ ଖେଳାଯିବ | ଏହି ସିରିଜରେ ଭଲ ଫର୍ମରେ ଥିବା ଯଶସ୍ୱୀ ଜସୱାଲଙ୍କ ଉପରେ ଲୋକଙ୍କ ନଜର ରହିବ ଏବଂ ଜୟସୱାଲ ବିରାଟ କୋହଲିଙ୍କ ତିନୋଟି ବଡ ରେକର୍ଡ ଉପରେ ନଜର ରଖିବେ। ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଥିବା ଜୟସୱାଲ ଧରମଶାଲାରେ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଜୟସୱାଲ ଏପର୍ଯ୍ୟନ୍ତ ୯୩.୫୭ ରେ ସିରିଜର…

Read More

ପ୍ରଥମ, ଦ୍ୱିତୀୟ ପରେ ଏବେ ତୃତୀୟ ଟେଷ୍ଟରେ ନଜର ଆସିବେନି କୋହଲି…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ 15 ରୁ ରାଜକୋଟରେ ଖେଳାଯିବ |ତେବେ ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଖୁବ୍ ଶୀଘ୍ର ଏହି ଏହି ଟେଷ୍ଟ ପାଇଁ ଦଳ ଚୟନ କରିବ। ସମ୍ପ୍ରତି ବିରାଟ କୋହଲିଙ୍କ ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କୋହଲି ତୃତୀୟ ଟେଷ୍ଟରେ ମଧ୍ୟ ପଡିଆରେ ନଜ ଆସିବେନି |ଏକ ଜାତୀୟ ଗଣମାଧ୍ୟମ ପ୍ରକାଶିତ…

Read More

ଏଥର ବିରାଟ କି ରୋହିତ ନୁହେଁ , ଭାରତୀୟ ଦଳର ନୂଆ ସଂକଟ ମୋଚକ ଏହି ଖେଳାଳି …

ଚିମ ଇଣ୍ଡିଆର ହୃଦୟ ଏବଂ ସ୍ପଦନ ହେଉଛନ୍ତି ରୋହିତ ଏବଂ ବିରାଟ କୋହଲି । ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ଦଳ ପାଇଁ ସର୍ବଦା ସଂକଟ ମୋଚକ ସାଜିଥାନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ଏମିତି ଜଣେ ଖେଳାଳି ରହିଛି । ଯାହା ପାଖରେ ଟିମର ଖରାପ ପରିସ୍ଥିତିକୁ ସାମ୍ନା କରିବାର ଦକ୍ଷତା ରହିଛି । ଏବଂ ଲଗାତାର ସେ…

Read More