Chandrayaan-3 ପରେ ଗଗନାଯାନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତ କରିବ ସିଟିଟିସି

ଭୁବନେଶ୍ୱର : ଚନ୍ଦ୍ରଯାନ-୩ର ସଫଳତାର ଶ୍ରେୟ କିଛି ମାତ୍ରାରେ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଯାଉଛି। ରାଜଧାନୀରେ ଥିବା ଏହି ଅନୁଷ୍ଠାନ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ସମୟରେ ଡେନମାର୍କ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତତ୍କାଳୀନ କଟକ ଏମପି ତଥା ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନାଙ୍କ ପ୍ରସ୍ତାବ କ୍ରମେ ଏହାକୁ ବିକଶିତ କରାଯାଇଥିଲା।…

Read More