ସେମିଫାଇନାଲରେ ଭରତ ପାଇଁ ଏହି ଦୁଇ ଖେଳାଳି ହୋଇପାରନ୍ତି ଚିନ୍ତାର କାରଣ …

ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୯ଟି ଯାକ ମ୍ୟାଚ୍ ଜିତିଛି। ଦଳ ଏବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବେ। ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ ରୁ ୫ଟିରେ ବିଜୟୀ ହୋଇଛି। ଲିଗ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ପରାସ୍ତ କରିଥିଲା । କିନ୍ତୁ ସେମିଫାଇନାଲରେ କଡ଼ା ଟକ୍କର ହୋଇପାରେ। ଏହି ମ୍ୟାଚ୍ ରେ ଭାରତକୁ ରାଚିନ୍ ରବୀନ୍ଦ୍ର ଓ ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ। ଏହି ଦୁଇ ଖେଳାଳି…

Read More

ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ବିଶ୍ବ କ୍ରିକେଟର ଲଢେଇ । ବିଶ୍ବର ସର୍ବୋତ୍ତମ ୧୦ଟି ଦେଶ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବା ପାଇଁ ଏହି ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି । ତେବେ ବିଶ୍ବକପରେ ଏମିତି କିଛି ରେକର୍ଡ ରହିଛି ଯାହା ଚଳିତ ବିଶ୍ବକପରେ ଭାଙ୍ଗିବା ନେଇ ଆଶା କରାଯାଉଛି । ଏହି ରେକର୍ଡ ମଧ୍ୟରୁ ଗୋଟେ କିର୍ତ୍ତିମାନ ଏପରି ରହିଛି ଯାହା ଆଜି ଯାଏ ଭାଙ୍ଗି ନାହିଁ । ସଚିନ…

Read More

ବିଶ୍ବକପରେ ଅନ୍ୟ ଦଳ ମାନଙ୍କ ପାଇଁ ବିପଦ ଆଣିପାରନ୍ତି ଏହି ଖେଳାଳି …

ଦିନିକିଆ ବିଶ୍ବକପ ପାଇଁ ଆଉ ବାକି ରହିଲା କିଛି ସପ୍ତାହ । ତେବେ ଏହାରି ଭିତରେ ସବୁ ଦଳର ବୋର୍ଡ ଦଳ ମାନଙ୍କ ଅଭ୍ୟାସ ଜାରି ରଖିବା ପାଇଁ ଜଣେ ଅନ୍ୟ ଜଣଙ୍କ ସହ ଶୃଙ୍ଖଳାର ଆୟୋଜନ କରାଯାଉଛି । ଏହି ସମୟରେ ଭାରତୀୟ ଦଳ ସମେତ ପାଞ୍ଚଟି ଦଳ ଏସିଆ କପ ଖେଳୁଥିବା ବେଳେ ଅନ୍ୟ ବିଦେଶୀ ଦଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଅଛନ୍ତି । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ଏବେ ଇଂଲଣ୍ଡ ଗସ୍ତରେ ୪…

Read More

ବିଶ୍ବକପରେ ବଦଳି ପାରେ ଭାରତ-ପାକିସ୍ତାନର ମ୍ୟାଚ୍ ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଏଥର ଭାରତରେ ୫ ଅକ୍ଟୋବରରୁ ଆୟୋଜିତ ହେବାକୁ ଯାଉଛି । ତେବେ ପୂର୍ବରୁ ଖେଳସୂଚୀ ମୁତାବକ ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଅକ୍ଟୋବର ୧୫ରେ ନବରାତ୍ରୀର ପ୍ରଥମ ଦିନ ପଡୁଥିବାରୁ ଚଳିତ ବିଶ୍ବକପର ଖେଳ ସୂଚୀକୁ ବଦଳା ଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା…

Read More