
ବିଶ୍ବକପରେ ଭାରତର ଲାଭ ଜାଣିଲେ ଆପଣ ହୋଇଯିବେ ଚକିତ…
ଦିନିକିଆ ବିଶ୍ବକପରେ ଭାରତ ଫାଇନାଲରେ ହାରିଛି ସତ , କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ମଙ୍ଗଳ କାରି ସାବସ୍ତ୍ୟ ହୋଇଛି | ବିଶ୍ବକପ କାରଣରୁ ଭାରତର ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ଆକଳନ ଅନୁଯାୟୀ କ୍ରିକେଟ୍ ବିଶ୍ଵକପ୍ ଲାଗି ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଭାବ ହୋଟେଲଠାରୁ ଆରମ୍ଭ କରି ଟ୍ରାଭେଲ, ରିଟେଲ ଓ…