ଏହି ତିନି ଖେଳାଳିଙ୍କ ପାଇଁ ଏବେବି ରହିଛି ବିଶ୍ୱକପ୍ ଖେଳିବାର ସୁଯୋଗ….

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ ଅକ୍ଚୋବର ୮ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ତେବେ ନିକଟରେ ବିସିସିଆଇ ଏସୀୟାନ ଗେମ୍ସ ପାଇଁ ତାର ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରେ ଆଶା କରାଯାଉଥିବା କିଛି ଖେଳାଳିଙ୍କୁ ସ୍ଥାନ ମିଳି ନାହିଁ । ତେବେ ଏପରି ପରିସ୍ଥିତିରେ…

Read More