
କାନାଡ଼ା ଓପନରେ ଲକ୍ଷ ସେନଙ୍କ ଚମତ୍କାର ପଦର୍ଶନ : ଦ୍ୱିତୀୟ ଭାରତୀୟ ଭାବେ ଟାଇଟଲ୍ ଜିତି ରଚିଲେ ଇତିହାସ
ନୂଆଦିଲ୍ଲୀ : କାନାଡା ଓପନରେ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ଲକ୍ଷ ସେନ୍। ବିଳମ୍ବିତ ରାତିରେ କଲଗରୀରେ ଫାଇନାଲରେ ଲକ୍ଷ ଚୀନ୍ର ଅଲ ଇଂଲଣ୍ଡ ଚାମ୍ପିଅନ୍ ଲି ,ଶି ଫାଙ୍ଗଙ୍କୁ ପରାସ୍ତ କରି ଏହି ଟାଇଟେଲ ନିଜ ନାମରେ କରିଛନ୍ତି । ଏକ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତର ଯୁବ ସଟଲର ୨୧-୧୮ ଏବଂ ୨୨-୨୦ ଏହି ମ୍ୟାଚକୁ ବିପକ୍ଷ ପକ୍ଷରୁ ଛଡେଇ ଆଣିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ଆକାନେ ୟାମାଗୁଚି ଚାମ୍ପିଅନ୍…