
କିଏ ଏହି ୩ ଖେଳାଳି ? ଯିଏ ହୋଇପାରନ୍ତି ରୋହିତଙ୍କ ମୁଣ୍ଡବିନ୍ଧାର କାରଣ ….. ଜାଣନ୍ତୁ
ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥୱାଇଟ୍ ଦଳର ମଙ୍ଗ ସମ୍ଭାଳିବେ । ଭାରତୀୟ ଦଳ ଗତ ୨୧ ବର୍ଷ ଧରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ପରିଲିଖିତ ହେଉଛି…