ବଜ୍ରପାତର ଜିଲ୍ଲା ପାଲଟିଛି କୋରାପୁଟ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ବଜ୍ରପାତ ବିପଦ ପଡ଼ିଛି। ବିଗତ 4 ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଭୟଙ୍କର ବ୍ରଜପାତ ହେଉଛି। ମାତ୍ର ୭ ମିନିଟ୍ ମଧ୍ୟରେ ଜିଲ୍ଲାରେ ୫୩୯୫ ଥର ବ୍ରଜପାତ ହୋଇଛି। କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ ଦ୍ୱାରା ଏହି ସୂଚନା ସାର୍ବଜନୀନ କରାଯାଇଛି। ଜିଲ୍ଲାର ଜୟପୁର, ସିମିଳିଗୁଡ଼ା, ନନ୍ଦପୁର, ବୈପାରୀଗୁଡ଼ା ଏବଂ ଲମତାପୁଟ ଅଞ୍ଚଳରେ ବ୍ୟାପକ ବଜ୍ରପାତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *