ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ;୩ ଅଷ୍ଟ୍ରେଲିଆନ ପାବିଲିୟନରେ

ଇଂଲଣ୍ଡର ଓଭାଲ ଠାରେ ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ବିପକ୍ଷ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିର ଖେଳ ଜାରିରଖିଛି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ 76 ରନ୍ ରେ ବହୁମୂଲ୍ୟ 3 ଟି ୱିକେଟ ହରାଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ୍, ଶାମି ଓ ସର୍ଦୁଲ୍ ଠାକୁର ଗୋଟାଏ ଲେଖାଏଁ ୱିକେଟ୍ ପାଇବାରେ ସଫଳ ହୋଇଛନ୍ତି।
ପ୍ରଥମ ଦିନର ଭୋଜନ ବିରତି ଶେଷ ସୁଦ୍ଧା ଅଷ୍ଟ୍ରେଲଆ ତାର ଦୁଇ ଓପନର ୱରନର ଓ କ୍ବଯା ଙ୍କ ରୂପରେ ହରାଇଥିଲା, ଭୋଜନର ପରେ ଲବୁସାନ ମହମ୍ମଦ ସାମୀଙ୍କ ଶିକାର ହୋଇଛନ୍ତି।