୧୩ ଦଫା ଦାବି : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ବିଧାନସଭା ସମ୍ମୁଖରେ ଧାରଣା
ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟ ସଂଘର ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ୮୦ ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାନକୁ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଏହି ସମସ୍ୟାଗୁଡିକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷଙ୍କ ସ୍ୱର ଆଜି ଗୋଟିଏ ସ୍ବର ପାଲଟିଛି, “ଆମର ଦାବି ସରକାର ମାନି ନିଅନ୍ତୁ” । ସୂଚନା ଯୋଗ୍ୟ ଯେ, ଓଡ଼ିଶାର…
