Chidananda Jena

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More

ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା

ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ…

Read More

ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ, ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ  ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର ପ୍ରଶାନିକ ନିର୍ଦ୍ଦେଶ…

Read More

ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ :  ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ  ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍  ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ…

Read More

ବିଦ୍ୟୁତ ଚୋରୀ ନେଇ ମାମଲା ରୁଜୁ

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଦ୍ୟୁତ ବିଲ ବକେୟା ଥିଲା । ଥରେ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି…

Read More

କଂଗ୍ରେସରେ ବିଲୟ ହେବ ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ : ରାଜନୀତିରେ କେତେବେଳେ କଣ ହେବ, ତାହା ସବୁ ସମୟରେ ପୂର୍ବାନୁମାନ କରି ହୁଏ ନାହିଁ। ସେଥିପାଇଁ ରାଜନୀତିକୁ ଶତ ସମ୍ଭାବନାର ତୀର୍ଥ କ୍ଷେତ୍ର ବୋଲି କୁହାଯାଏ। ଆଗାମୀ ଦିନରେ ଦାକ୍ଷିଣତ୍ୟ ରାଜନୀତିରେ କେତେକ ହଟଚମଟ ଦେଖିବାକୁ ମିଳିବ। ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରାଜଶେଖର ରେଡ୍ଡିଙ୍କ ଝିଅ ଓ୍ୱାଇଏସ୍ ଶର୍ମିଲା ନିଜର ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ବିଲୟ କରିବାକୁ ଯାଉଛନ୍ତି। ଏକଥା ଆର୍ଶ୍ଚଯ୍ୟ ଲାଗୁଥିଲେ ବି ସତ ହେବାକୁ ଯାଉଛି।…

Read More

କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି । ଆଗାମୀ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବାର ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଖୁସିରେ ରଖିବା ପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଇଛି।        ନୂତନ ନିଷ୍ପତ୍ତି ଅନୁଯାୟୀ ଦାୟିତ୍ୱ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ…

Read More

ଧୋନୀଙ୍କ ପତ୍ନୀ ସାକ୍ଷୀ ଓ ବିରାଟଙ୍କ ଅନୁଷ୍କା ଗୋଟିଏ ସ୍କୁଲରେ ପଢୁଥିଲେ, ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲୀ । ଭାରତୀୟ କ୍ରିକେଟ ଜଗତର ଦୁଇ ବୃହତ ନାମ। ଦୁଇ ଜଣଙ୍କ ବନ୍ଧୁତା ମଧ୍ୟ ପଡିଆ ବାହାରେ ବେଶ୍ ଚର୍ଚ୍ଚାର କାରଣ ହୋଇଥାଏ। ହେଲେ ଏପରି ଏକ ସଂଯୋଗ ଉଭୟଙ୍କ ବ୍ୟକ୍ତିଗତ ଜୀବନରେ ରହିଛି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି କରିପାରେ। ମାହି ତଥା ଧୋନୀଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ଏବଂ ବିରାଟ କୋହଲୀଙ୍କ ପତ୍ନୀ ଅନୁଷ୍କା ପିଲାଦିନର ସାଙ୍ଗ। ପିଲାଦିନେ ସ୍କୁଲ…

Read More

ମୋଦି ଏବଂ ତାଙ୍କ ବଚସ୍କରଙ୍କ  କଥା ଶୁଣିଲେ ଇଶ୍ୱରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ : ରାହୁଲ ଗାନ୍ଧୀ

ୱାଶିଂଟନ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ନିକଟରେ ଶେଷ ହୋଇଛି। ଅପରପକ୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଏମପି ରାହୁଲ ଗାନ୍ଧୀଙ୍କର ବିଦେଶ ଗସ୍ତ ଆରମ୍ଭ ହୋଇଛି। ରାହୁଲ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବା ସହ ସେଠାରେ 3ଟି ସହରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଭାରତୀୟଙ୍କୁ ଭେଟିବା ସହ ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ଦେଇଛନ୍ତି। ଗୋଟିଏ ସଭାରେ ରାହୁଲ ଗାନ୍ଧୀ…

Read More