Chidananda Jena

UGCର ନୂଆ ନିୟମ ଓ ଭାଲଚନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)-ୟୁଜିସିର ନୂଆ ନିୟମାବଳୀ ଶିକ୍ଷାୟତନରେ କେବଳ ଜାତିଗତ ନୁହେଁ ବରଂ ଧର୍ମ, ଜାତି, ଭାଷା, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଉପରେ ଆଧାରିତ ସମସ୍ତ ପ୍ରକାରର ବିଦ୍ଵେଷ ବିରୁଦ୍ଧରେ ଉଦ୍ଦିଷ୍ଟ । ଅତଏବ କେବଳ ଉଚ୍ଚ ଜାତିର ଲୋକଙ୍କୁ ହିଁ ବିଦ୍ଵେଷକାରୀ ବୋଲି ଦର୍ଶାଇ ଏହି ନିୟମ ଅଣାଯାଇଛି ବୋଲି ଯାହା ପ୍ରଚାର କରାଯାଉଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ମୂଳକ ଅଟେ । ଯଦି ଜଣେ ଏସସି ଛାତ୍ର ଆଉ…

Read More

ଏମିତି ବି ଯୋଡ଼ି ହୁଏ…

ଭୁବନେଶ୍ୱର : (ଲିଜାରାଣୀ ନାୟକ)-ଉପରେ ହସ ହସ ଚେହେରା, କିନ୍ତୁ ପଛରେ ଏମାନଙ୍କ ଭୟଙ୍କର ରୂପ। ଦୁଇଜଣ ଯାକ ହେଉଛନ୍ତି ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିବା ଅପରାଧୀ। ଏବେ ଏହି ଦୁଇ କଏଦୀ ପ୍ରିୟା ସେଠ୍ ଏବଂ ହନୁମାନ ପ୍ରସାଦଙ୍କ ଜେଲ୍ ଭିତରେ ପ୍ରେମ ଓ ପୋଲିସର ସୁରକ୍ଷା ବଳୟ ଭିତରେ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା।#ପ୍ରିୟା ୨୦୧୮ ମସିହାରେ ନିଜ ପ୍ରେମିକ ଦୀକ୍ଷାନ୍ତ କାମରାର ଋଣ ଶୁଝିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲେ।ଡେଟିଂ…

Read More

ଡୋଭାସ ସମ୍ମିଳନୀ ସେଦିନ ରୁ ଏଯାବତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଏକଥା ଠିକ World Economic Forum ର ଜନ୍ମଦାତା ଜଣେ ଜର୍ମାନୀ ଇଞ୍ଜିନିୟର କ୍ଲାଉଜ ଶୋଆବ ( Klaus Schwab ) ଓ 1971 ମସିହା ଜାନୁଆରୀ 24 ରେ ସୁଇଜରଲାଣ୍ଡର ପର୍ବତ ଶୀତନିବାସରେ ଗୋଟିଏ ବେସରକାରୀ ଥିଙ୍କ ଟ୍ୟାଙ୍କ କ୍ଲବ ଭାବରେ ପ୍ରତିଷ୍ଠା କରିଥିଲେ । ଏହାର ଘୋଷିତ ନୀତି ଥିଲା ବାଣିଜ୍ୟ, ରାଜନୀତି, ଏକାଡେମୀ ଓ ଅନ୍ୟାନ୍ୟ ନେତାମାନଙ୍କୁ ପେଇଙ୍ଗ ଗେଷ୍ଟ ଭାବରେ ନିମନ୍ତ୍ରଣ କରି ବିଶ୍ୱ, ଆଞ୍ଚଳିକ…

Read More

ପଦୋନ୍ନତି ସମ୍ପର୍କିତ ବିବାଦୀୟ ସର୍କୁଲାରକୁ ରଦ୍ଦକଲେ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଗତ ୧୧, ସେପ୍ଟେମ୍ବର ୨୦୨୪ରେ ଏକ ସର୍କୁଲାର ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରି କରିଥିବା  ଜନଜାତି ଓ ଜାତି ବର୍ଗର କର୍ମଚାରୀ, ଅଣ ସଂରକ୍ଷିତ ପଦବୀକୁ ମଧ୍ୟ  ପଦୋନ୍ନତି ପାଇ ପାରିବେ। ଏ ବିବାଦୀୟ ସର୍କୁଲାର କୁ ଆଜି…

Read More

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା
– ୨୩ ଜାନୁଆରୀକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଇମ୍ଫାଲ: ଆମର ମହାନ ପରମ୍ପରା ଓ ଦେଶ ଭକ୍ତିର ଚମତ୍କାର ସଂଗମର ନିଦର୍ଶନ ସ୍ୱରୂପ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା ଦୁଇଟି ଐତିହାସିକ ନ୍ୟାୟିକ ନିଷ୍ପତ୍ତିର ବାର୍ଷିକୀକୁ ସ୍ମରଣ କରାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ସେହି ଐତିହାସିକ ନିର୍ଣ୍ଣୟର ୩୦ ବର୍ଷ, ଯାହା ବଳରେ ସାଧାରଣ ନାଗରିକଙ୍କୁ ସସମ୍ମାନେ ଜାତୀୟ…

Read More

ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନ୍‌ଗୋଙ୍କ ପରଲୋକ

ଭୁବନେଶ୍ୱର : ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନଗୋଙ୍କର ପରଲୋକ ହୋଇଯାଇଛି  । ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି  । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସ୍ୱନ୍ତଦୀପ୍ତି କାନୁନଗୋ, ବିଭୂଦତ୍ତ କାନୁନ୍‌ଗୋ, ବୋହୂ କାନନ ମହାନ୍ତି, ଝିଅ ସଂଘମିତ୍ରା ମହାନ୍ତି, ପ୍ରଜ୍ଞା ପଟ୍ଟନାୟକ ଓ ଶାସ୍ୱତୀ କାନୁନଗୋ ଉପସ୍ଥିତ ଥିଲେ  ।୧୯୪୪ ଅପ୍ରେଲ ୨୦ରେ ଜନ୍ମିତ ସ୍ୱର୍ଗତ କାନୁନ୍‌ଗୋ ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଚାକିରୀ କରିଥିଲେ …

Read More

ଭୁବନେଶ୍ୱର : (ବିଜୟ ସାହୁ)-ବର୍ତ୍ତମାନ ଆମ ଓଡ଼ିଶାରେ ଯେମିତି ରାଜନୀତିରେ ଘମାସନ ଚାଲିଛି ତାର ଶ୍ରେୟ ଆମେ ମିଡ଼ିଆକୁ ଦେବା ଉଚିତ । ଏବଂ ଏହାର ସମସ୍ତ ଶ୍ରେୟ ଡ ହରେକୃଷ୍ଣ ମହତାବ ପାଇବା ପାଇଁ ଯୋଗ୍ୟ ।ମୁଁ କିଛି କଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆତ୍ମଜୀବନୀରୁ ଉଲ୍ଲେଖ କରିବି । ଅବଶ୍ୟ ମୋ ଭାଷାରେ । ବନ୍ଧୁମାନେ ଫାଙ୍କ ସୂତାଗୁଡିକୁ ଯୋଡ଼ି ଦେବେ । 1964-65 ବେଳେ ଆମେରିକାର ୱାଲକଟ ନାମକ ଜଣେ…

Read More

Jharkhand Reporter – Redefining Digital Journalism in Jharkhand

Bhubaneswar :In an era where sensationalism, paid narratives, and commercial pressure often dominate the media landscape, Jharkhand Reporter has established itself as a trustworthy and independent digital news platform for the people of Jharkhand. Founded in 2017, Jharkhand Reporter was created with a clear mission—to collect, verify, and publish important news and ground reports from…

Read More

USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ

New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି…

Read More

କଳା ଆମକୁ ସୃଜନଶୀଳ କରାଏ… ହେଲେ ଏବେ ମାନସିକ ଅସୁସ୍ଥ କରାଉଛି…

Bhubaneswar: (ବିଶ୍ୱରାଜ ନାୟକ)-“ଧୂରନ୍ଧର” ଦେଖିଲି। ବ୍ୟସ୍ତ ଥିବା କାରଣରୁ ଓ ଚଳଚ୍ଚିତ୍ରଟି ଦୀର୍ଘ ହୋଇଥିବା କାରଣରୁ ଏ ଯାଏଁ ଦେଖି ପାରି ନ ଥିଲି। ଚଳଚିତ୍ରଟିର ବ୍ୟବସାୟିକ ସଫଳତା ପରେ ମୋତେ କିପରି ଲାଗିଲା, ତାହା କୌଣସି ଗୁରୁତ୍ଵ ରଖେ ନାହିଁ। କିନ୍ତୁ ଜଣେ ବାପା ହିସାବରେ ମୁଁ ଏହାର ଆଲୋଚନା କରିବି। ହିଂସାକୁ ଅତିରଞ୍ଜିତ ( Exaggerated), ପୁଙ୍ଖାନୁପୁଙ୍ଖ ( Indetail) ଓ ଅସମ୍ବେଦନଶୀଳ ( Insensitive) ଭାବେ ଚିତ୍ରଣ କରିଥିବା ଇଏ ଆଉ ଏକ…

Read More