Chidananda Jena

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ଓଡ଼ିଶାର ୮୯୦ଟି ଏସବିଆଇ ଶାଖାରେ ୨୦୦୦ ଟଙ୍କିଆ ବଦଳ କରିହେବ

ଭୁବନେଶ୍ୱର : ରାଜ୍ୟର ମୋଟ ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଓଡ଼ିଶା ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ବଦଳ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛିl ତେଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ…

Read More

ଚେନ୍ନାଇ: ଆଜି ଜିତିବ ଯିଏ, ସିଧା ଫାଇନାଲ ଖେଳିବ ସିଏ l

ଭୁବନେଶ୍ୱର : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚରେ ପରାଜିତ ଦଳ ପ୍ଲେ ଅଫ୍‌-୨ରେ ଖେଳିବ। ଚେନ୍ନାଇର ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଫର୍ମରେ ଅଛନ୍ତି । ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ଭଲ ଖେଳୁଛନ୍ତି l ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇ ପାରିବେ l ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ରୁ…

Read More

ଆରସିବିକୁ କାଳ ହାଇଦ୍ରାବାଦ୍ ଦଳ

ନୂଆଦିଲ୍ଲୀ,୨୨/୦୫ : ଆଇପିଏଲ୍ 16ଟି ସଂସ୍କରଣ ହେଲା ଜାରି ରହିଛି। ମାତ୍ର ବହୁତ ନାମୀଦାମୀ ଖେଳାଳି ଥିବା ଆରସିବି ଏ ଯାଏଁ ଥରେ ହେଲେ ଚମ୍ପିୟାନ ହୋଇପାରି ନାହିଁ। ଏକାଧିକ ଥର ଫାଇନାଲକୁ ଯାଇ ଦଳକୁ ରନର୍ସଅପରେ ସନ୍ତୁଷ୍ଟି ହେବାକୁ ପଡିଛି। ଏହି କ୍ରମରେ ହାଇଦ୍ରାବାଦର 2 ଦଳ ଡେକାନ ଚାର୍ଜସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ଆରସିବି ପାଇଁ କାଳ ଭାବେ ଉଭା ହୋଇଛି। ଏକଥା ଏକ ଛୋଟ ପରିସଂଖ୍ୟନ ସମୀକ୍ଷାରୁ ଜଣାପଡିଛି। ପ୍ରଥମ ସିଜନ୍ ବିପର୍ଯ୍ୟୟ…

Read More

ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କରନ୍ତୁ, ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ

ଭୁବନେଶ୍ୱର-:  ଚଳିତ ମାସ ୨୮ ତାରିଖ ଦିନ ନୂତନ ସଂସଦ ଭବନ ଉଦଘାଟନ ହେବ।କୁ ଯାଉଛି। ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମ୍ମୁ ଉଦଘାଟନ କରିବା ପାଇଁ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ମତ ରଖିଛନ୍ତି ତାହାକୁ ହୃଦୟତାର ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକ ସମର୍ଥନ କରିଛନ୍ତି।      ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ ଦାବି ରଖିବା ଉଚିତ। କାରଣ ପ୍ରତ୍ୟେକ କ୍ଷେତ୍ରରେ…

Read More

ଜାତୀୟ ରାଜନୀତିରେ ଗୁରୁତ୍ୱ ହରାଇବାରେ ଲାଗିଛି ବିଜେଡି

ଭୁବନେଶ୍ୱର(ମତାମତ) : ନୂଆଦିଲ୍ଲୀ ତଥା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ବିଜେଡ଼ି ନିଜର ଗୁରୁତ୍ୱ ହରାଉଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବା ପରେ ଏହା ପରଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ଅପଦସ୍ଥ କରିଛି। ସେହିପରି ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 3ରୁ 4 ବର୍ଷ ପରେ  ପୁରୀ ବିମାନବନ୍ଦର ଉଦଘାଟନ କରିବାକୁ କହିବା ବିଜେଡିକୁ ଆହୁରି ଛୋଟ କରି ଦେଇଛି।…

Read More

ରାଜ୍ୟ ସରକାର ଦେବେ ଫସଲ ବୀମା ପ୍ରିମିୟମ୍ ରାଶି

ଭୁବନେଶ୍ୱର:  ଏଣିକି ଓଡ଼ିଆ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ  ଖୋଦ୍ ଓଡ଼ିଶା ସରକାର ବହନ କରିବେ । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ  ବିଭାଗର ସମୀକ୍ଷା କରିବାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି।  ଶ୍ରୀ ନାୟକ କହିଥିଲେ ଯେ,  ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ…

Read More

ଦୁଇ ହଜାର ଟଙ୍କିଆ ନୋଟ ସଚଳ : ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ୨୦୦୦ ଟଙ୍କିଆ ନୋଟ୍‌ ସଚଳ l ଏହାକୁ ବ୍ୟବସାୟ ପ୍ରତିଷ୍ଠାନ ନେବାକୁ ମନା କରିପାରିବେ ନାହିଁ‌ ‌ବୋଲି ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନିଆ ଯାଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ…

Read More

ମନମୋହନଙ୍କ ପ୍ରଥମ କାର୍ଯ୍ୟକାରିଣୀରୁ ନିର୍ଯ୍ୟାସ ଶୂନ , ଉତ୍ସାହିତ ହୋଇପାରିଲେନି ରାଜ୍ୟର ଶୀର୍ଷ ଭାଜପା କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ମାତ୍ର ବର୍ଷେ ସମୟ ରହିଛି। ନୂଆ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିଛି। ହେଲେ ରଣନୀତି ନେଇ ଭାଜପାର କୌଣସି ସ୍ପଷ୍ଚ ସଙ୍କେତ ମିଳିନାହିଁ। ଚିରାଚରିତ ଭାବେ ଭାଜପା କେନ୍ଦ୍ରୀୟ ଯୋଜନାର ଗୁଣଗାନ ଏବଂ ତାହାକୁ ଲୋକଙ୍କ ପାଖକୁ ନେବା ପାଇଁ ସାଧାରଣରେ ଆହ୍ୱାନ କରିଛି। ନିକଟରେ କର୍ନାଟକ ଏବଂ ଝାରସୁଗୁଡ଼ା ପରାଜୟ. ଏକ ପ୍ରକାର କର୍ମୀଙ୍କୁ ହତୋତ୍ସାହିତ କରିଥିବା…

Read More