ଏନ ସି ଆର ଟି ପାସିଭ, ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ତିନିଦିନିଆ କର୍ମଶାଳା
ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏନ ସି ଆର ଟି ପାସିଭ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ତିନିଦିନିଆ ବୁଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ Rajdhani Higher Secondary School , ୟୁନିଟ ୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ୟୁନିଟ ୯ ସରକାରୀ ଉଚ୍ଚ…
