Chidananda Jena

ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଦୋକାନୀକୁ ସ୍ଥାୟୀ ଜମି କେବେ…

ଭୁବନେଶ୍ୱର : କିଛି ଦିନ ତଳେ ଶହୀଦ ନଗର ହାଟ ପାଇଁ ରାଜ୍ୟ ସରକାର ଜମି ମଞ୍ଜୁର କରିଛନ୍ତି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ମାତ୍ର ବହୁଚର୍ଚ୍ଚିତ ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଏଯାଏଁ ସରକାର ଚୁପ୍ ରହିଛନ୍ତି। ଶହୀଦ ନଗର ମୂଳ ହାଟ ଉଚ୍ଛେଦ ପରେ ଏକ ଅସ୍ଥାୟୀ ସ୍ଥାନରେ ଦୋକାନୀ ମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ସ୍ଥାୟୀ ଜମି ମିଳିସାରିଛି। ହେଲେ ଝାରପଡ଼ାରେ ପୂର୍ବ…

Read More

ପଦୋନ୍ନତିରେ ସଂରକ୍ଷଣ : ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାରସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ

ଭୁବନେଶ୍ୱର, ୨/୩ : ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ । ଚଳିତବର୍ଷ ଫେବୃୟାରୀ…

Read More

KIIT ମାମଲା : ଦୁଇ ଦିନ ସମୟ ନେଲେ ସରକାର

ଭୁବନେଶ୍ୱର : କିଟ ବିଶ୍ୱ ବିଦ୍ୟାଳୟ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ l ସରକାର ପ୍ରତିଶ୍ରୁତି ପୁରଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି lବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିଲା । ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ…

Read More

ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ଟ୍ରମ୍ପଙ୍କ ନୀତି ଦେଖି ମନେ ପଡିଲେ ବିଜୁ ବାବୁ ଓ ତାଙ୍କ ସ୍ବପ୍ନ

ଭୁବନେଶ୍ୱର : (ବିଜୟ ସାହୁ )- ସେଦିନ ବିଜୁ ବାବୁ ଦ୍ଵିତୀୟ ପାରିରେ ବିଶାଳ ବିଧାୟକଙ୍କୁ ଜିତେଇ ମୁଖ୍ୟମନ୍ତ୍ରୀ ହେଇଥାନ୍ତି । ପ୍ରଥମେ ନିଜେ କେବଳ ଶପଥ ନେଇ ମୁଖ୍ୟମନ୍ତ୍ରୀ ଚେମ୍ବର ରେ ବସିଥାନ୍ତି । ଖୁବ ଚିନ୍ତିତ ଥାଆନ୍ତି । ମୁଁ ଓ ଏସ ୟୁ ସି ଆଇର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକ ତାଙ୍କ ଚେମ୍ବରକୁ ଗଲୁ, ଏକ ବିଶେଷ ଦରଖାସ୍ତ ନେଇ ।ଦରଖାସ୍ତକୁ APPROVED କରି ପ୍ରାଇଭେଟ ସେକ୍ରେଟାରୀ ଙ୍କୁ ପଠେଇ…

Read More

ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା। ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି। ୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ।…

Read More

ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…

Read More

Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର…

Read More