Chidananda Jena

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଲିଆତି ନିଯୁକ୍ତି, ସିଡିଏମଓ ଘଣ୍ଟ ଘୋଡାଉଛନ୍ତି

କେନ୍ଦୁଝର,5/1- (ଦିଲ୍ଲୀପ କୁମାର ସାହୁ )-କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ଅନେକ ସମୟରେ ଉତ୍ତେଜନା ପ୍ରକାଶ ପାଏ କିଛି ନିରୀହ ଭଲ ଡାକ୍ତର ଅକାରଣରେ ଆକ୍ରୋଶର ଶିକାର ହୁଅନ୍ତି। ସେହିପରି ଟିବି ୱାର୍ଡରେ ବ୍ୟାପକ ଅନିୟମିତତା କଥା ଖବର ଆସେ । ତେବେ ଏହି ଡାକ୍ତରଖାନାରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ମିଳିବା କଥା ଆଗରୁ ଅଭିଯୋଗ ହୋଇଥିଲା ମାମଲା କୋର୍ଟରେ ଚାଲିଥିଲା ହେଲେ ଏବେ ଯକ୍ଷ୍ମା ବିଭାଗରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର…

Read More

Donald Trumpଙ୍କ ଆଗାମୀ ରଣନୀତି କିପରି ରହିବ.. USA & World Politics

ନୂଆଦିଲ୍ଲୀ : (ବିଜୟ ସାହୁ )- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ 1947 ମସିହାରେ ଜେ ଭି ଏସ ଷ୍ଟାଲିନ ଙ୍କ ନେତୃତ୍ୱାଧୀନ ସୋଭିଏତ ୟୁନିୟନ ମୋଲତଭ ପ୍ଲାନ ଘୋଷଣା । ସୋଭିଏତ ୟୁନିୟନ ବୈଦେଶିକ ମନ୍ତ୍ରୀ ଭି. ମୋଲତଭ । ଅଫିସିଆଲି ଏହାର ନାମ Economic Recovery Programme , ERP.ସୋଭିଏତ ୟୁନିୟନ ସହ ରାଜନୈତିକ ଓ ଅର୍ଥନୈତିକ ଭାବରେ ଗୋଷ୍ଠୀଭୁକ୍ତ ହେଇଥିବା ଇଉରୋପ ଓ ଏସିଆର ଦେଶମାନଙ୍କର ପୁନର୍ଗଠନ ପାଇଁ ଏହା ସୃଷ୍ଟି କରାଯାଇଥିଲା ।…

Read More

ସମୟ କୌଣସି ଅପରାଧକୁ ବେଶିଦିନ ଗୁପ୍ତ ରଖେନି,

ଭୁବନେଶ୍ୱର : (ବିଜୟ ସାହୁ)-ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ ନିଜକୁ ପ୍ରୋଜେକ୍ଟ କରିବାକୁ ଯାଇ ଯେଉଁ ନାଟକ ରଚିଲେ ସେଇ ନାଟକ ହିଁ ଲୋକଙ୍କୁ ଅତୀତର କଥା କୁ ତାଙ୍କ ଆଗରେ ଦର୍ପଣ ଭଳି ଥୋଇଦେଲା । ଅବଶ୍ୟ 2014ରେ ମୋଦୀ ଯେତେବେଳେ ବହୁମତ ନେଇ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରତାପ ସାରଙ୍ଗୀଙ୍କୁ କ୍ୟାବିନେଟରେ ନେବାକୁ ମାନବ ଅଧିକାର ସଙ୍ଗଠକ ମାନେ ଦିଲ୍ଲୀର କିଛିଟା ବିରୋଧ କରିଥିଲେ, କିନ୍ତୁ ତାହା ବହୁଳ ପ୍ରଚାରିତ ହେଲା ନାହିଁ। ମୋଦୀଙ୍କପ୍ରଧାନମନ୍ତ୍ରୀ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

ମହାରାଷ୍ଟ୍ର ରାଜନୀତିର ଐତିହାସିକ ପଟ୍ଟ ପରିବର୍ତ୍ତନ ଓ କଂଗ୍ରେସ ରାଜନୀତି ଏହାର ଜନ୍ମଦାତା

ମୁମ୍ବାଇ: (ବିଜୟ ସାହୁ)- ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ଓ ନାଗରିକ ସମାଜ ଯେଉଁ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ତାହା ଏକ ବୃଥା ଅରଣ୍ୟ ରୋଦନ । ଏକଦା ଭାରତୀୟ ଜାତୀୟ କଂଗ୍ରେସ ମହାରାଷ୍ଟ୍ରରୁ କମ୍ୟୁନିଷ୍ଟ ମାନଙ୍କୁ ଓ କଂଗ୍ରେସ-ସମାଜ ବାଦୀ ଗୋଷ୍ଠୀଙ୍କୁ ମୂଳୋତ୍ପାଟନ କରିବା ପାଇଁ ଓ ମହାରାଷ୍ଟ୍ରର ଶ୍ରମଜୀବୀ ସଂଗଠନଗୁଡିକୁ ଧ୍ୱଂସ କରିବା ପାଇଁ ବାଲ ଥାକ୍କରେଙ୍କୁ ଅସ୍ତ୍ର କରିଥିଲା , ଚଳିତ ନିର୍ବାଚନରେ ସମାନ ରଣ କୌଶଳ ପ୍ରୟୋଗ କରି ବିଜେପି…

Read More

*୩୩ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର * ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରକୁ ୩ ବର୍ଗରେ ପୁରସ୍କାର

ଭୁବନେଶ୍ୱର, ୧୫/୧୧- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖ ଦିନ ଘୋଷଣା କରାଯାଇଥିବା ୩୩ ତମ ରାଜ୍ୟ ଚଳଚିତ୍ର ପୁରସ୍କାର – ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରଟିକୁ ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ବିଶ୍ୱାସ ଚଳଚିତ୍ରର ନିର୍ଦେଶକ, ଚିତ୍ରନାଟ୍ୟ, ଗୀତିକାର ଓ ସଂଳାପକାର ଶ୍ରୀ ଚିନ୍ମୟ…

Read More

ସମଗ୍ର ବିଶ୍ଵର ଯୁଦ୍ଧ ଓ ଅସ୍ତ୍ର କାରବାର ରାଜନୀତିରେ କ’ଣ ରୋକ୍ ଲାଗିବ!!!

ନୂଆଦିଲ୍ଲୀ: (ବିଜୟ ସାହୁ)- Sydney Blumenthal ଜଣେ ଆମେରିକୀୟ ଲେଖକ । ସେ ଆବ୍ରାହାମ ଲିଙ୍କନଙ୍କ ଜୀବନୀ ଉପରେ ପାଞ୍ଚ ଖଣ୍ଡରେ 3ଟି ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକଗୁଡିକ ହେଲା – A self made-man , Wrestling With His Angel and All The Powers Of Earth .ସେ ଆମେରିକାରେ Guardian ପତ୍ରିକାର ସ୍ତମ୍ଭକାର । ପୂର୍ବରୁ ବିଲ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ସିନିୟର ଉପଦେଷ୍ଟା ଥିଲେ ।ମାସକ ତଳେ…

Read More

୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେଉଲଗୁଲାନ୍‌ର ମହାନାୟକ, ବିର୍ସା ମୁଣ୍ଡା !

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)- ଚଳିତ ନଭେମ୍ବର ୧୫ ତାରିଖ ହେଉଛି ବ୍ରିଟିଶ ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମର ମହାନ୍ ଯୋଦ୍ଧା ତଥା ଆଦିବାସୀଙ୍କ ଐତିହାସିକ ସଶସ୍ତ୍ର ବିଦ୍ରୋହ ‘ଉଲଗୁଲାନ୍‌’ର ମହାନାୟକ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ। ୧୮୭୫ ମସିହାରେ ତତ୍କାଳୀନ ରାଞ୍ôଚ ବା ବର୍ତ୍ତମାନର ଖୁଣ୍ଟି ଜିଲ୍ଲାର ଉଲିହାତୁ ଗାଁର ଏକ ମୁଣ୍ଡା ଆଦିବାସୀ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ମାତ୍ର ୨୫ ବର୍ଷର ନିଜର ଜୀବନ କାଳ ମଧ୍ୟରେ ସେ ନିଜର…

Read More

ଯାତ୍ରା ଦୁନିଆ କଥା: କମିଟି, ରେକର୍ଡ ଡାନ୍ସ ଓ ଆମେ

ଭୁବନେଶ୍ୱର: (ହର ପ୍ରସାଦ ବାରିକ)- ଯାତ୍ରା ଯେତେବେଳେ ତୀବ୍ର ବ୍ୟବସାୟିକ ପ୍ରତିଯୋଗିତାକୁ ସାମ୍ନା କଲା, ସେତେବେଳେ ଧୀରେ ଧୀରେ କମିଟିର ଅକ୍ତିଆରକୁ ଚାଲିଗଲା | କମିଟି ଖୋଜିଲା କାହା ରେକର୍ଡ ଡ୍ୟାନ୍ସ ଭଲ, ମାଲିକ ତତ୍ପର ହେଲେ | ଟିପିଟିପି ବର୍ଷା ପାଣି ଗୀତ,ମଟର ଲାଗି ପାଣି ପଡିବ ପିଲା ଓଦା ହେବେ | ହିରୋ ବା ହିରୋଇନ ଅସୁସ୍ଥ ନାଟ କେମିତି ହେବ, ଯେତିକି ବ୍ୟସ୍ତ ନୁହେଁ ମଟର ଖରାପ ଟିପି ଟିପି ବର୍ଷା ପାଣି…

Read More

ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରହୁ : ନବୀନ

ଭୁବନେଶ୍ୱର :  ଦେଶର ପଡୋଶୀ ରାଷ୍ଟ୍ରର ଶାସକର ପରିବର୍ତ୍ତନ। ଏହାର ପ୍ରଭାବରେ ପୂର୍ବ ଭାରତର ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭଳି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏକ ବାର୍ତ୍ତା ମାଧ୍ୟମରେ ସ୍ୱାଧିନତା ଦିବସ ପୂର୍ବରୁ ସେ କହିଛନ୍ତି ଯେ,  ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି…

Read More