Odisha Patrika

ବିସିସିଆଇ ବୃଦ୍ଧି କଲା ପାରିଶ୍ରମିକ ; ପୁରୁଷ ଓ ମହିଳାଙ୍କୁ ସମାନ ଦରମା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତାଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ଏହି ବର୍ଷ ବିଜେତା ୨ କୋଟି ଟଙ୍କାର ଚେକ୍‌ ପାଇଥିବା ବେଳେ ଏବେ ଏହାକୁ ୫ କୋଟି କରିଦିଆ ଜାଇଛି । ସେହିପରି ଉପବିଜେତା ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ…

Read More

କାହାଣୀ ଗୁଳିରେ ଆରମ୍ଭ, ଗୁଳିରେ ଶେଷ

ଉତ୍ତରପ୍ରଦେଶର,୧୭/୪; ଉତ୍ତରପ୍ରଦେଶର ଡନ୍‌ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ ଶନିବାର ରାତିରେ ସୁରକ୍ଷା ବଳୟ ମଧ୍ୟରେ ପୁଲିସ୍‌ ମେଡିକାଲ ଚେକଅପ୍‌ ପାଇଁ ନେଉଥିବା ବେଳେ ଉଭୟଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତା’ ଭାଇ ଅଶରଫ ଟଳି ପଡ଼ିଥିଲେ। ଗତକାଲି ରାତିରେ ଉଭୟଙ୍କୁ କବର ଦିଆଯାଇଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି।ସବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅତିକ…

Read More

ଝାରସୁଗୁଡ଼ା ଉପନିର୍ବାଚନରେ ଯଦି ଦୀପାଳି ଜିତନ୍ତି, ତେବେ ….

ଭୁବନେଶ୍ୱର,୧୭/୪(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନବ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତ ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ କରିଛନ୍ତି। ମଙ୍ଗଳବାର ବିଜେଡି ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଯଦି ଦୀପାଳି ଦାସ ଏହି ଉପନିର୍ବାଚନ ବୈତରଣୀ ପାର ହୁଅନ୍ତି, ତେବେ ବରଗଡ଼ ଲୋକସଭାରେ ଏକ ନିଆରା ଦୃଷ୍ଟାନ୍ତ ଦେଖିବାକୁ ମିଳିବ। ଏହି ଲୋକସଭା…

Read More

ହାର୍ଦ୍ଧିକ ପାଣ୍ଡ୍ୟା ୨୦୦ ରନ ଓ ୫୦ ୱିକେଟର ଅଧିକାରୀ।

ଅହମଦାବାଦ, ୧୭/୪:ବାଦରବିବାର ଆଇପିଏଲ ର ୧୬ ତମ ସଂସ୍କରଣ ରେ ଖେଳା ଯାଇଥିବ ୨୩ ତମ ମ୍ୟାଚରେ ଏକ ବଡ ରେକର୍ଡ ର ଅଧିକାରୀ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ୨୦୦୦ ରନ୍ ଏବଂ ୫୦ ଟି ୱିକେଟ ନେଇ ଆଇପିଏଲରେ ଦିତୀୟ ଭାରତିୟ ଖେଳାଳି ଭାବେ ଇଲିଏଟ୍ ଗ୍ରୁପ୍ ତାଲିକାରେ ନିଜର ନାମ ପକ୍କା କରିଛନ୍ତି ପାଣ୍ଡ୍ୟା। ପୁର୍ବରୁ ପ୍ରଥମ ଭାରତୀୟ ଭାବେ ଏହି କିର୍ତ୍ତିମାନ୍ କେବଳ ଚେନ୍ନାଇର ଅଲ୍ ରାଉଣ୍ଡର…

Read More

ମନମୋହନ ଓ ଶରତଙ୍କ କମିିଟି ଉପରେ ରହିବ ନଜର

ଭୁବନେଶ୍ୱର, ୧୭/୪(ବ୍ଯୁରୋ) : ସାଧାରଣ ନିର୍ବାଚନ ୨୦୨୪କୁ ଆହୁରି ବର୍ଷେ ସମୟ ରହିଛି। ମାତ୍ର ରାଜଯର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ଯଥା ସମୟରେ ଅନୁଷ୍ଠିତ ହେବ। ହେଲେ ରାଜ୍ଯ ସରକାର ଆଗୁଆ ବିଧାନସଭା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କେତେକ ମହଲରେ ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖୃ ବିଜେଡି ନିଜର ଜିଲ୍ଲା କମିଟି ଏବଂ ପ୍ରଭାରୀ ତାଲିକା ନିକଟରେ ପୁର୍ନଗଠନ କରିଛି। ଅପରପକ୍ଷରେ ମୁଖ୍ୟ ବିରୋଧି ଦଳ ବିଜେପି…

Read More

କୋଲକାତାକୁ ୫ ୱିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ,୧୬/୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ଖେଳା ଯାଇଥିବା ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ମୁମ୍ବାଇର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ଅଧିନାୟକତ୍ଵ ରେ କୋଲକାତା ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିବାରେ ସକ୍ଷମ ହୋଇଥିଲ। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ…

Read More

ଆଜି ଆଇପିଏଲରେ ଡବଲ ହେଡର : ମୁମ୍ୱାଇ – କୋଲକାତା ଓ ଗୁଜରାଟ – ରାଜସ୍ଥାନ ମୁକାବିଲା

କୋଲ୍‌କାତା/ଅହମଦାବାଦ,୧୬/୪ : ଆଜି ଆଇପିଏଲ୍‌ରେ ଡବଲ୍‌ ହେଡର ମୁକାବିଲା।ପ୍ରଥମେ ଅପରାହ୍ଣ ୩ଟା ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଖେଳା ଯିବ ଏହି ମ୍ୟାଚ୍ । ସେହିପରି ସନ୍ଦ୍ୟା ୭ ଟା ୩୦ ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।ଆଇପିଏଲ୍‌ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍‌…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ୫- ଟି ସଚିବ

ପୁରୀ,୧୫/୪:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ସକାଳୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି।ପ୍ରଥମେ ୫-ଟି ସଚିବ ଭିକେ ପାଣ୍ଡିଆନ ଶ୍ରୀସେତୁ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଦେଇଥିଲେ। ଏହାପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି…

Read More

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ : ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,ଏପ୍ରିଲ୍ ୧୨: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ । ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। ନିକଟରେ ଫିକି ଏବଂ ୟୁଏସ -ଇଣ୍ଡିଆ ଷ୍ଟ୍ରlଟେଜିକ ଫୋରମ ଦ୍ୱାରା ଆୟୋଜିତ ଗୋଲ ଟେବୁଲ ବୈଠକ ‘ ଇନଭେଷ୍ଟିେଙ୍ଗ୍ ଇନ୍ ଇଣ୍ଡିଆ ଡିକେଟ୍ ‘ ଶୀର୍ଷକ ଆଲୋଚନାରେ ଅଂଶ୍ରହଣ କରି ଶ୍ରୀ ପଣ୍ଡା ଉପରୋକ୍ତ ମନ୍ତବ୍ୟ ରଖଛନ୍ତି।…

Read More

ସମ୍ବଲପୁର ହିଂସା : ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ସୁନୀଲ ବଂଶଲ

ସମ୍ବଲପୁର,୧୫/୪(ବ୍ୟୁରୋ ): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶନିବାର ନେଇ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ କହିଛନ୍ତି ଯେ , ଯେଉଁମାନେ ଏହି ଘଟଣା ସହିତ ସଂପୃକ୍ତ ଅଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଛି। ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ…

Read More