ଓଡିଶାହାତୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟରତ ଟିପିଏସ୍ଓଡିଏଲ କର୍ମଚାରୀ Odisha PatrikaApril 29, 2023April 29, 202301 mins ଘମୁସର ବନଖଣ୍ଡ ହାତୀମାନଙ୍କ ଅଞ୍ଚଳ ଭାବେ ଜଣାଶୁଣା। ସେଠାରେ ହାତୀ ଚଳପ୍ରଚଳ ସବୁ ସମୟରେ ଲାଗି ରହିଥାଏ। ହାତୀଙ୍କ ଯିବାଆସିବାକୁ ଆଖି ଆଗରେ ରଖି ଯୋଗାଣ ଯାଞ୍ଚ କରୁଥିବା ଜଣେ କର୍ମଚାରୀ। ନିୟମିତ ଯାଞ୍ଚ ଫଳରେ ହାତୀମାନଙ୍କ ଚଲାପଥରେ କୌଣସି ବାଧା ନ ଆସିବା ଦିଗରେ ଟିପିଏସ୍ଓଡିଏଲ ପଦକ୍ଷେପ ନେଉଛି। Post navigation Previous: ନବୀନ ନିବାସରୁ ଆସିଲାନି ଡାକରା,ଚିନ୍ତାରେ ଅନୁଗୁଳ ରାଜନୀତିର ପିତା-ପୁତ୍ର….ନୂଆ ମୁହଁ ଖୋଜୁଛି ଦଳ….Next: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ ; ଜୁନ ୪ ତାରିଖରେ ଜେଇଇ ଆଡଭାନ୍ସଡ୍ ପରିକ୍ଷା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ
Cart Festival ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚୟ କରିବାକୁ ପ୍ରକୃଷ୍ଟ ସମୟ Chidananda JenaJuly 19, 2026July 19, 2026 0
ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ ହିଂସା: ଜନ ଆୟୋଗ – ନାଗରିକ ସମାଜ ଚେତାଇଲା Chidananda JenaMay 7, 2026May 7, 2026 0