General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି। ଅନୁରୂପ ଭାବେ ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ,ଅତାବିରା- ନିହାର ମହାନନ୍ଦ, ଭଟଲୀ- ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ, ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁର- ନରସିଂହ ମିଞ୍ଜ , ବଣାଇ- ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ, ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ଼- ସୁବାସ ପାଣିଗ୍ରାହୀ,ଆନନ୍ଦପୁର- ଆଲୋକ ସେଠୀ, କେନ୍ଦୁଝର- ମୋହନ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି। ଅନୁରୂପ ଭାବେ ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ,ଉଦଳା- ଭାସ୍କର ମଢ଼େଇ, ବଡ଼ସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ, ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର ,ଜଳେଶ୍ବର- ବ୍ରଜ ପ୍ରଧାନ, ବାଲେଶ୍ବର- ମାନସ ଦତ୍ତ, ରେମୁଣା- ଗୋବିନ୍ଦ ଦାସ,ସୋର- ରାଜେନ୍ଦ୍ର ଦାସ,ସିମୁଳିଆ- ପଦ୍ମଲୋଚନ ପଣ୍ଡା, ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର, ଧାମନଗର- ସୂର୍ଯ୍ୟବଂଶୀ ସୂରଜ, ବିଂଝାରପୁର- ବବିତା ମଲ୍ଲିକ,ବଡ଼ଚଣା- ଅମର ନାୟକ, ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରାୟ,ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତୃଘ୍ନ ଜେନା, ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ା- ଅଶୋକ ମହାନ୍ତି, ତାଳଚେର- କାଳିନ୍ଦୀ ସାମଲ,ଛେଣ୍ଡିପଦା- ଅଗସ୍ତୀ ବେହେରା, ଆଠମଲ୍ଲିକ- ସଂଜୀବ ସାହୁ,ବୀରମହାରାଜପୁର- ରଘୁନାଥ ଜଗଦଳା,ସୋନପୁର- ପ୍ରମୋଦ ମହାପାତ୍ର, ଲୋଇସିଂହା- ମୁକେଶ ମହାଲିଙ୍ଗ ପ୍ରାର୍ଥୀ କରାଯାଇଛି।
ଠିକ୍ ସେହିପରି ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼- ନବୀନ ଜୈନ,କଣ୍ଟାବାଂଜି- ଲକ୍ଷ୍ମଣ ବାଗ,ନୂଆପଡ଼ା- ଅଭିନନ୍ଦନ ପଣ୍ଡା,ଖଡ଼ିଆଳ- ହିତେଶ ବଗର୍ତ୍ତୀ,ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ,ନବରଙ୍ଗପୁର- ଗୌରୀଶଙ୍କର ମାଝୀ,ଲାଞ୍ଜିଗଡ଼- ରମେଶ ମାଝୀ, ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ, ନର୍ଲା- ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ା- କଳ୍ପନା କହଁର, ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ- ଉମାଚରଣ ମଲ୍ଲିକ, ଅନୁଗୋଳ- ପ୍ରତାପ ପ୍ରଧାନ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ,ବଡ଼ମ୍ବା- ସମ୍ବିତ ତ୍ରିପାଠୀ, ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼- ଅଭୟ ବାରିକ,ଚୌଦ୍ୱାର- ନୟନ କିଶୋର ମହାନ୍ତି, ନିଆଳି- ଛବି ମଲ୍ଲିକ, କଟକ ସଦର- ପ୍ରକାଶ ସେଠୀ, ମାହାଙ୍ଗା- ସୁମନ୍ତ ଘଡ଼େଇ, ପାଟକୁରା- ତେଜେଶ୍ବର ପରିଡ଼ା,ଆଳି- କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ, ପାରାଦୀପ- ସଂପଦ ସ୍ୱାଇଁ, ତିର୍ତ୍ତୋଲ- ରାଜକିଶୋର ବେହେରା, ନିମାପଡ଼ା- ପ୍ରଭାତି ପରିଡ଼ା, ପୁରୀ- ଜୟନ୍ତ ଷଡ଼ଙ୍ଗୀ, ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର, ପିପିଲି- ଆଶ୍ରିତ ପଟ୍ଟନାୟକ, ଜୟଦେବ- ଅରବିନ୍ଦ ଢାଲି, ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର,ଏକାମ୍ର- ବାବୁ ସିଂହ,ଜଟଣୀ- ବିଶ୍ୱରଂଜନ ବଡ଼ଜେନା, ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ, ରଣପୁର- ତାପସ ମାର୍ଥା, ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ, ଦଶପଲ୍ଲା- ରାଘବ ମଲ୍ଲିକ, ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଭଂଜନଗର- ପ୍ରଦ୍ୟୁମ୍ନ ନାଏକ, ପୋଲସରା- ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର- ପ୍ରତାପ ନାୟକ,ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ, ଆସିକା- ସରୋଜ ପାଢ଼ୀ, ସୋରଡ଼ା- ନୀଳମଣି ବିଷୋୟୀ, ହିଂଜିଳି- ଶିଶିର ମିଶ୍ର, ଗୋପାଳପୁର- ବିଭୂତି ଜେନା, ବ୍ରହ୍ମପୁର- କେ. ଅନୀଲ କୁମାର, ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର, ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡି- କେ. ନାରାୟଣ ରାଓ, ଗୁଣପୁର- ତ୍ରିନାଥ ଗମାଙ୍ଗ, କୋରାପୁଟ- ରଘୁରାମ ମାଛ,
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ ଏବଂ ମାଲକାନଗିରି- ନରସିଂହ ମାଡ଼କାମୀ ବିଜେପି ପ୍ରାର୍ଥୀ ହୋଇଛନ୍ତି।
ସେହିପରି କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ବରଗଡ଼ରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼:ଜନାର୍ଦ୍ଧନ ଦେହୁରୀ, ବଲାଙ୍ଗିର: ମନୋଜ ମିଶ୍ର,
କଳାହାଣ୍ଡି: ଦ୍ରୌପଦୀ ମାଝୀ, ନବରଙ୍ଗପୁର: ଭୁଜବଳ ମାଝୀ, କନ୍ଧମାଳ: ଅମିର ଚାନ୍ଦ ନାୟକ, ବ୍ରହ୍ମପୁର:ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ କୋରାପୁଟରୁ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରାଯାଇଛି। ଅନୁରୂପ ଦୁଇଟି ବିଧାନସଭା ସିପିଏମ୍ ଏବଂ ଜେଏମଏମ୍ ପାଇଁ ଛଡାଯାଇଛି। ବିଧାନସଭା ପ୍ରାର୍ଥୀ ଭାବେ ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ପଦ୍ମପୁର: ଟଙ୍କଧର ସାହୁ, ବିଜେପୁର: କିଶୋର ଦଫାଦାର, ବରଗଡ଼: ନିପନ ଦାସ, ଭଟଲୀ: ବ୍ରହ୍ମା ମହାକୁଡ଼,ବ୍ରଜରାଜନଗର: କିଶୋର ପଟେଲ, ତଳସରା: ପ୍ରବୋଧ ତିର୍କୀ, ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀ: ଗୋପାଳ ଦାସ, ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ, ରାଜଗାଙ୍ଗପୁର: ରାଜନ ଏକ୍କା, ଲୋଇସିଂହା – ଓମ୍ ପ୍ରକାଶ କୁମ୍ଭାର, ପାଟଣାଗଡ଼ – ଅନୀଲ ମେହେର, ବଲାଙ୍ଗୀର – ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି – ସନ୍ତୋଷ ସିଂହ ସାଲୁଜା, ଉମରକୋଟ- ସନରାଜ ଗଣ୍ଡ, ଝରିଗାଁ – ହାରାବତୀ ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି। ସେହିପରି ନବରଙ୍ଗପୁର – ଦିଲ୍ଲୀପ ପ୍ରଧାନ, ଡାବୁଗାଁ – ଲିପିକା ମାଝୀ, ଲାଞ୍ଜିଗଡ଼ – ବଳଭଦ୍ର ମାଝୀ, ଗୁନାଗଡ଼ – ତୁଳେଶ୍ୱର ନାଏକ, ଧର୍ମଗଡ଼- ରଶ୍ମୀରେଖା ରାଉତ, ଭବାନୀପାଟଣା – ସାଗର ଦାସ, ନର୍ଲା- ଭକ୍ତ ଚରଣ ଦାସ, ବାଲିଗୁଡ଼ା- ସୁରଦ ପ୍ରଧାନ, ଜି. ଉଦୟଗିରି – ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀ – ପ୍ରତିଭା କହଁର, କଣ୍ଟାମଳ- ମନୋଜ ଆଚାର୍ଯ୍ୟ, ବୌଦ୍ଧ- ନବ ମିଶ୍ର, ଭଞ୍ଜନଗର – ପ୍ରଶାନ୍ତ ବିଶୋଇ, ପୋଲସରା- ଅଗସ୍ତୀ ବରଦା, କବି ସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ, ସୋରଡ଼ା- ହିରିକ୍ରିଷ୍ଠା ରଥ, ସାନଖେମୁଣ୍ଡି – ରମେଶ ଜେନା, ଚିକିଟି- ରବିନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନା- ଦାଶରଥି ଗମାଙ୍ଗ,ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ, ଗୁଣୁପୁର – ସତ୍ୟଜିତ ଗମାଙ୍ଗ, ବିଷମକଟକ- ନୀଳମାଧବ ହିକକା, ରାୟଗଡ଼ା- ଆପଲସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁର – ପବିତ୍ର ସାଉଁନ୍ତା, କୋଟପାଡ଼- ଅନାମ ଦିଆନ, ଜୟପୁର – ତାରା ପ୍ରସାଦ ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ, ମାଲକାନଗିରି : ମାଲା ମାଢ଼ୀ ଏବଂ ଚିତ୍ରକୋଣ୍ଡା – ମଙ୍ଗୁ ଖିଲଙ୍କୁ ପ୍ରାର୍ଥୀ କରାଯାଇଛି।
