Congress ବିଜେପିକୁ ଶକ୍ତିଶାଳୀ କରିବାରେ କିଛି କମ୍ ଭୂମିକା ଗ୍ରହଣ କରି ନାହିଁ
ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ)-ବିଜେପିକୁ ଶକ୍ତିଶାଳୀ କରିବାରେ ମୁଖ୍ୟ ଭୁମିକା ରାହୁଳ ଗାନ୍ଧୀଙ୍କର । ମୁଁ ରାହୁଳ ଗାନ୍ଧୀଙ୍କର ନିନ୍ଦୁକ ନୁହେଁ କି ସମର୍ଥକ ନୁହେଁ । ଯେଉଁମାନେ କହୁଛନ୍ତି ରାହୁଳ ଗାନ୍ଧୀଙ୍କର ଚାରିପଟେ ଭେଣୁଗୋପାଳ ଆଦି କୁଚକ୍ରୀ ଗୋଷ୍ଠୀ ଅଛନ୍ତି ସେମାନଙ୍କ ସହ ମୁଁ ଏକମତ ନୁହେଁ । ସେମାନେ ହେଉଛନ୍ତି ସେହିଭଳି କ୍ରିକେଟ ଦର୍ଶକ ଯେଉଁମାନେ ଦିନସାରା ମ୍ୟାଚ୍ ଦେଖି ସାରିବା ପରେ ଭାରତ ହାରିବା ପରେ କୁହନ୍ତି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ…
