Anshupa lake Tourism ପର୍ଯ୍ୟଟକଙ୍କ ତିକ୍ତ ଅନୁଭୂତି

ଅଂଶୁପା :(ଇପ୍ସିତା ପ୍ରଧାନ )- ଗତ ୨୨ ତାରିଖରେ ପିକ୍‌ନିକ୍ ଉଦ୍ଦେଶ୍ୟରେ ଅ°ଶୁପା ହ୍ରଦ ଯାଇଥିଲୁ। ଭୋଜି ପାଇଁ ସେଠି ପିଣ୍ଡିରେ ବ୍ୟବସ୍ଥା ରହିଛି। କିନ୍ତୁ ସେଠି ଏତେ ଅବ୍ୟବସ୍ଥା ଦେଖି ମନ ନିଶ୍ଚୟ ଉଣା ହେଲା। ଟିକେଟ୍ କାଉଣ୍ଟର ପାଖରେ ହିଁ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି। ଯେହେତୁ ପିକ୍‌ନିକ୍ ଉଦ୍ଦେଶ୍ୟରେ ଯାଇଥିଲୁ ତେଣୁ ପିଣ୍ଡି ସହ ଉଦ୍ୟାନ ପ୍ରବେଶ ଟିକଟ ଏକାଥରେ ଆଗୁଆ କରାଯାଇଥାଏ। ପହଞ୍ଚିବା ପରେ ଯେତେବେଳେ ଆମେ ଶୌଚାଳୟ ବ୍ୟବହାର…

Read More

Dizitally arrested
& Done ହେଇଗଲେ କି ଆମ ମୁଖିଆ

ନୂଆଦିଲ୍ଲୀ : (ବିଜୟ ସାହୁ)- କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେକି ଟେକି ବେହୋସ ହେଲା,ତେଣୁ ତୁମ୍ଭମାନଙ୍କର ଅବଗତି ନିମନ୍ତେ ନିମ୍ନରେ କିଛି ସୂଚନା ପ୍ରଦାନ କରୁଛି ।ଅନ୍ଧଭକ୍ତ ଚାଙ୍ଗୁମଙ୍ଗୁ ମାନ୍ୟବରଗଣଆମେରିକା ଭାରତରୁ ରପ୍ତାନୀ ହେଉଥିବା ବସ୍ତୁ ଓ ସାମଗ୍ରୀ ଉପରେ ଟାରିଫ 50% ରୁ 18% ହ୍ରାସ କରି ନାହିଁ । ଓଲଟି ଅଧିକ ପରିମାଣରେ ଟାରିଫ ଲାଗୁ କରିଛି ।ଉଦାହରଣ ସ୍ୱରୂପ ଟ୍ରମ୍ପଙ୍କ ଦ୍ଵିତୀୟ ପାଳିରେ 2025 ପୂର୍ବରୁ ଆମେରିକା WTO ନିୟମ ଅନୁଯାୟୀ…

Read More

Economy ଅଭିଜିତ ବାନାର୍ଜୀଙ୍କର ଭାରତ ପାଇଁ ସତର୍କବାଣୀ — ଏବଂ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ

ଭବାନୀପାଟଣା : (ଅନୁବାଦ -ଶୈଳେନ୍ଦ୍ର ରାଜ )-ଆଜି ଭାରତ ଦୁନିଆ ପାଇଁ “ରହସ୍ୟ” ହେଉଛି ଏହିକାରଣରୁ ନୁହେଁ ଯେ ଦେଶ ବହୁତ ଜଟିଳ, ବରଂ ଏହିକାରଣରୁ ଯେ ସରକାରୀ ଦାବିଗୁଡ଼ିକ ଭୂମିସ୍ତରର ସତ୍ୟତା ସହିତ ମେଳ ଖାଉନାହିଁ।• ଉଚ୍ଚ GDP ବୃଦ୍ଧିକୁ ଢାଲ କରି ବେରୋଜଗାରି, ଖରାପ ଶିକ୍ଷା ପ୍ରଣାଳୀ ଓ ବଢୁଥିବା ଅସମାନତା ପରି ମୁଖ୍ୟ ସମସ୍ୟାଗୁଡ଼ିକୁ ଅନଦେଖା କରାଯାଉଛି।• ପାରଦର୍ଶିତାକୁ ଜାଣିଶୁଣି ଦୁର୍ବଳ କରାଯାଇଛି। ଯେତେବେଳେ ସରକାରୀ ଆଙ୍କଡ଼ା ଉପରେ ପ୍ରଶ୍ନ ଉଠେ ଓ…

Read More

କେନ୍ଦ୍ରୀୟ ବଜେଟ୍ ମହିଳା ମାନଙ୍କ ପାଇଁଁ ସମ୍ପୂର୍ଣ୍ଣ ନିରାଶାଜନକ

ଭୁବନେଶ୍ୱର -( ଛବି ମହାନ୍ତି )- ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହେଉଥିବା ମହିଳାମାନଙ୍କ ପାଇଁ ଏହି ବଜେଟ୍ ଅତ୍ୟନ୍ତ ନିରାଶାଜନକ। ପୂର୍ବ ବଜେଟ୍ ଗୁଡ଼ିକ ପରି ଏହି ବଜେଟରେ ମଧ୍ୟ ମହିଳାମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ବଜେଟ୍ ବ୍ୟବସ୍ଥାରେ ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ସମାଜର ନିଷ୍ପେସିତ ବର୍ଗର ପ୍ରକୃତ ସମସ୍ୟାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।  ସମାଜର ସମସ୍ତ ବର୍ଗର ମହିଳା ମାନଙ୍କର କଲ୍ୟାଣ, ସାମାଜିକ…

Read More

କେନ୍ଦ୍ରୀୟ ବଜେଟ୍ ମହିଳା ମାନଙ୍କ ପାଇଁଁ ସମ୍ପୂର୍ଣ୍ଣ- ନିରାଶାଜନକ

ଭୁବନେଶ୍ୱର – ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହେଉଥିବା ମହିଳାମାନଙ୍କ ପାଇଁ ଏହି ବଜେଟ୍ ଅତ୍ୟନ୍ତ ନିରାଶାଜନକ। ପୂର୍ବ ବଜେଟ୍ ଗୁଡ଼ିକ ପରି ଏହି ବଜେଟରେ ମଧ୍ୟ ମହିଳାମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ବଜେଟ୍ ବ୍ୟବସ୍ଥାରେ ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ସମାଜର ନିଷ୍ପେସିତ ବର୍ଗର ପ୍ରକୃତ ସମସ୍ୟାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।  ସମାଜର ସମସ୍ତ ବର୍ଗର ମହିଳା ମାନଙ୍କର କଲ୍ୟାଣ, ସାମାଜିକ ନିରାପତ୍ତା, ଆର୍ଥିକ ସୁରକ୍ଷା …

Read More

UNION BUDGET 2026  ନୂଆ ବୋତଲ – ହେଲେ ନାହିଁ ପୁରୁଣା ମଦ

ଭୁବନେଶ୍ୱର: (ବିଜୟ ସାହୁ)-ଏହି ବର୍ଷ ବଜେଟରେ କିଏ ଖୁସୀ କିଏ ଅଖୁସୀ ଖୋଜିଲେ କେବଳ କିଛି ମିଡ଼ିଆ ଲୋକଙ୍କୁ ଛାଡିଲେ ଆଉ କେହି ମିଳୁ ନାହାନ୍ତି । ପାୱାର ପାର୍ଟିର ଲୋକେ ବି ସେମିତି ଖୁସୀ ମାନାଉ ନାହାନ୍ତି ।ସାଧାରଣତଃ ପୂର୍ବରୁ ବଜତ ଆଗତ ବେଳେ କର୍ପୋରେଟ ଜଗତ ଖୁସୀ ହେଇଥାନ୍ତି,ମୋଦୀ ଭକ୍ତ ମଧ୍ୟବିତ୍ତ ଗୋଷ୍ଟିର ଲୋକେ କିଛି ଖୁସୀ ହେଇଥାନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ବଜତର ପ୍ରଥମ ଭାଗର ସାହିତ୍ୟ ପଢିଲା ବେଳେ ଯେତେବେଳେ…

Read More

ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାରଙ୍କୁ ପୁନଃ ବିସ୍ଥାପନ ପାଇଁ ବୁଲଡୋଜର୍ ରାଜ୍ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ : ରାଜ୍ୟସ୍ତରୀୟ ତଥ୍ୟାନୁସନ୍ଧାନୀ ଦଳର ମତପ୍ରକାଶ

କୋରାପୁଟ, ତା ୦୩/୦୨/୨୬:(ନରେନ୍ଦ୍ର ମହାନ୍ତି)- ୧୯୬୦-୬୪ ମସିହା ମଧ୍ୟରେ କୋରାପୁଟର ସୁନାବେଡ଼ାରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ (ହାଲ୍) ପ୍ରତିଷ୍ଠା ପାଇଁ ୨୦ରୁ ଉର୍ଦ୍ଧ୍ବ ଗାଁ କୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇନାହିଁ । ସେମାନଙ୍କୁ ନ୍ୟାୟସଙ୍ଗତ ଭାବେ ଥଇଥାନ କରିବା ବଦଳରେ  ଅନ୍ୟାୟ ଭାବେ ବୁଲଡୋଜର୍ ରାଜ୍ ଜରିଆରେ ଗତ ୨୧ ଜାନୁଆରୀରେ ପୁନଃ ବିସ୍ଥାପନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଘଟଣାର ଅନୁଧ୍ୟାନ…

Read More

ଡୋଭାସ ସମ୍ମିଳନୀ ସେଦିନ ରୁ ଏଯାବତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଏକଥା ଠିକ World Economic Forum ର ଜନ୍ମଦାତା ଜଣେ ଜର୍ମାନୀ ଇଞ୍ଜିନିୟର କ୍ଲାଉଜ ଶୋଆବ ( Klaus Schwab ) ଓ 1971 ମସିହା ଜାନୁଆରୀ 24 ରେ ସୁଇଜରଲାଣ୍ଡର ପର୍ବତ ଶୀତନିବାସରେ ଗୋଟିଏ ବେସରକାରୀ ଥିଙ୍କ ଟ୍ୟାଙ୍କ କ୍ଲବ ଭାବରେ ପ୍ରତିଷ୍ଠା କରିଥିଲେ । ଏହାର ଘୋଷିତ ନୀତି ଥିଲା ବାଣିଜ୍ୟ, ରାଜନୀତି, ଏକାଡେମୀ ଓ ଅନ୍ୟାନ୍ୟ ନେତାମାନଙ୍କୁ ପେଇଙ୍ଗ ଗେଷ୍ଟ ଭାବରେ ନିମନ୍ତ୍ରଣ କରି ବିଶ୍ୱ, ଆଞ୍ଚଳିକ…

Read More

ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ

ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ। ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ…

Read More

ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ…

Read More