‘ନୀଳ ଟିକ୍’ ଫେରାଇଲେ ଟ୍ବିଟରର ମାଲିକ ଏଲନ୍‌ ମସ୍କ

ନୂଆଦିଲ୍ଲୀ; ଟ୍ବିଟରରେ କିଛି ଚର୍ଚ୍ଚିତ ଚେହେରାଙ୍କ ପାଇଁ ଟ୍ବିଇଟର ର  ବ୍ଲୁ ଟିକ୍ ଆପେ ଫେରିଆସିଛି। କଂପାନିକୁ କୌଣସି ପେମେଣ୍ଟ୍‌ କରିନଥିବା ସତ୍ତ୍ବେ କିଭଳି ବ୍ଲୁ ଟିକ୍ ଫେରିଲା ତାହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ କୁହାଯାଉଛି ଯେ ଯେଉଁମାନଙ୍କ ଫଲଓ୍ବର ସଂଖ୍ୟା ଏକ ନିୟୁତରୁ ଅଧିକ ସେମାନଙ୍କ ବ୍ଲୁ ଟିକ୍‌କୁ ଟ୍ବିଟର ଆପେ ଫେରାଇ ଦେଇଛି। ଚଳିତ ମାସ ୨୦ତାରିଖର  ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟିଯାଇଥିଲା। ବଲିଉଡ୍…

Read More

ପିଚାଇଙ୍କ କ୍ଷତିପୂରଣ ୨୨୬ ନିୟୁତ ଡଲାର

୨୦୨୨ରେ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍‌ ପାଇଥିବା ନେଇ ‘ସିକ୍ୟୁରିଟିଜ୍‌’ରେ କମ୍ପାନି ତରଫରୁ କୁହାଯାଇଛି । ଏହା କମ୍ପାନିର କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ ବୋଲି ଜଣାପଡିଛି । ପିଚାଇଙ୍କ କ୍ଷତିପୂରଣ ବାବଦ ଅର୍ଥରେ ପ୍ରାୟ ୨୧୮ ନିୟୁତ ଡଲାର୍‌ର ‘ଷ୍ଟକ୍‌ ଆୱାର୍ଡ’ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେହି ଫାଇଲିଙ୍ଗ୍‌ରେ ଉଲ୍ଲେଖ ରହିଛି ।‘ଗୁଗଲ୍‌’ ଭଳି ଏକାଧିକ ସଂସ୍ଥାନର ମୁଖ୍ୟ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ ଖର୍ଚ୍ଚ…

Read More

ତିରିଶ ପ୍ରତିଶତ କର୍ମଚାରୀଙ୍କୁ ବିଦା କଲା କୁ

ନୂଆଦିଲ୍ଲୀ,୨୧/୪: ଭାରତର ନିଜସ୍ୱ ସାମାଜିକ ଗଣମାଧ୍ୟମ ସଂସ୍ଥା ‘କୁ’ ୩୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଆର୍ଥିକ କ୍ଷତି ବଢ଼ୁଥିବା ବେ‌ଳେ ନୂଆ ପାଣ୍ଠି ଉତ୍ସ ଯୋଗାଡ଼ କରିବା ସମ୍ଭବପର ହେଉନାହିଁ l ତେଣୁ କଂପାନି କର୍ମଚାରୀ ଛଟେଇ ଭଳି ପଦକ୍ଷେପ ଗ୍ରହଣ କରିଛି। ପ୍ରାୟ ୨୬୦ କର୍ମଚାରୀ ଛଟେଇର ଶିକାର ହୋଇଥିବା ଅନୁମାନ କରାଯାଉଛି। ତିନି ବର୍ଷ ପୂର୍ବେ ‘କୁ’ ଏହାର ଯାତ୍ରା ଆରମ୍ଭ କରିଥିଲା। ଟ୍ବିଟରର ବିକଳ୍ପ ଭାବେ ଏହା ଲୋକପ୍ରିୟତା ହାସଲ…

Read More

ମେଟାରୁ ୧୦ ହଜାର କର୍ମଚାରୀଙ୍କ ଛୁଟି

ନୂଆଦିଲ୍ଲୀ : ମାର୍କ ଜୁକରବର୍ଗଙ୍କ କଂପାନି ମେଟା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ମେଟା ଅଧୀନରେ ଥିବା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟସ୍‌ଆପ୍‌ର କର୍ମଚାରୀ ଏହା ଦ୍ବାରା ପ୍ରଭାବିତ ହେବେ। ଗତବର୍ଷ ନଭେମ୍ବରରେ କଂପାନି ୧୧ ହଜାର କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଏହି ବର୍ଷ ମାର୍ଚ୍ଚରେ ଆଉ ୧୦ ହଜାର ଛଟେଇ କରିବ ବୋଲି କହିଥିଲା। ପ୍ରବନ୍ଧକମାନଙ୍କ ପାଖକୁ ପଠାଯାଇଥିବା ମେମୋରେ ଉଲ୍ଲେଖ ରହିଛି ଯେ ଛଟେଇ ପରେ ଯେଉଁ କର୍ମଚାରୀ…

Read More

ଆଦାନି ଗ୍ରୁପର ଋଣ ୨୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି। କଂପାନି ଏହାର ୨୯ ପ୍ରତିଶତ ଋଣ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକଠାରୁ ଆଣିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି କଂପାନିର ମୋଟ ଋଣ ପରିମାଣ ମାର୍ଚ୍ଚ ଶେଷ ସୁଦ୍ଧା ୨.୩ ଲକ୍ଷ…

Read More

ଆପଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର

ମୁମ୍ବାଇ; ଭାରତର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ଥର ଖୋଲିଲା ଆପଲର ଷ୍ଟୋର । ଆପଲର ସିଇଓ ଟିମ୍‌ କୁକ୍‌ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ଆଉ ଆପଲ ବିକେସିର ଶୁଭାରମ୍ଭ ପରେ ଷ୍ଟୋରର ଦ୍ୱାର ପାଖରେ ଛିଡ଼ା ହୋଇ ଆପଲ ସିଇଓ ଗ୍ରାହକଙ୍କୁ ‌ଷ୍ଟୋର ଭିତରକୁ ନିମନ୍ତ୍ରଣ କରୁଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ଏହାର ଫଟୋ ଓ ଭିଡିଓ  ସୋସିଆଲ ମିଡିଆରେ ‌ଭାଇରାଲ ହେବାରେ ଲାଗିଛି।ଭାରତରେ ଏହି ଷ୍ଟୋର ଖୋଲିବା ଆଇଫୋନ…

Read More

ଆଗକୁ ଅକ୍ଷୟ ତୃତୀୟା କମିଲା ସୁନା ଓ ରୁପାର ଦର

ଭାରତୀୟ ସୁନା ବ୍ୟବସାୟୀ ଆସୋସିଏସନର ତଥ୍ୟ ଅନୁସାରେ ଆଜି ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୭୦ ଟଙ୍କା ବା ୦.୨୮% ହ୍ରାସ ପାଇ ୬୦,୭୧୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୫୯,୨୫୦ ଟଙ୍କା ରହିଛି । ସେହିପରି ଆଜି ରୁପା ମଧ୍ୟ ଶସ୍ତା ହୋଇଛି । ଆଜି ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ଘଟି ୭୫,୫୭୦ ଟଙ୍କାରେ ପହଞ୍ଚିଛି । ଅକ୍ଷୟ ତୃତୀୟା…

Read More

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ : ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,ଏପ୍ରିଲ୍ ୧୨: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ । ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। ନିକଟରେ ଫିକି ଏବଂ ୟୁଏସ -ଇଣ୍ଡିଆ ଷ୍ଟ୍ରlଟେଜିକ ଫୋରମ ଦ୍ୱାରା ଆୟୋଜିତ ଗୋଲ ଟେବୁଲ ବୈଠକ ‘ ଇନଭେଷ୍ଟିେଙ୍ଗ୍ ଇନ୍ ଇଣ୍ଡିଆ ଡିକେଟ୍ ‘ ଶୀର୍ଷକ ଆଲୋଚନାରେ ଅଂଶ୍ରହଣ କରି ଶ୍ରୀ ପଣ୍ଡା ଉପରୋକ୍ତ ମନ୍ତବ୍ୟ ରଖଛନ୍ତି।…

Read More

ଇଣ୍ଟରନେଟ ବନ୍ଦ ଦ୍ବାରା ଅର୍ଥନୈତିକ କ୍ଷତି ସହିବାକୁ ପଡୁଛି; ନୀତି ବିୟାନି

ଭୁବନେଶ୍ଵର,୧୫/୪:ଭାରତରେ ଯେଉଁଭଳି ଭାବେ ବାରମ୍ବାର ଇଣ୍ଟରନେଟ୍‌ ବନ୍ଦ କରାଯାଉଛି ତାହାକୁ ନେଇ ଏକ ଆନ୍ତର୍ଜାତିକ ସଂସ୍ଥା ଚିନ୍ତା ପ୍ରକଟ କରିଛି। ‘ଇଣ୍ଟରନେଟ୍ ସୋସାଇଟି’ର ବରିଷ୍ଠ ଉପଦେଷ୍ଟା ନୀତି ବିୟାନି କହିଛନ୍ତି ଯେ ଇଣ୍ଟରନେଟ୍‌ ବନ୍ଦ ଘୋଷଣାରେ ସ୍ବଚ୍ଛତା ରହୁନି। ହଠାତ୍‌ ଇଣ୍ଟରନେଟ୍‌ ବନ୍ଦ କରାଯିବା ଦ୍ବାରା ବିପୁଳ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ୁଛି। ଜୀବନଜୀବିକା ପ୍ରଭାବିତ ହେଉଛି ଓ ଲୋକମାନେ ମଧ୍ୟ ବହୁ ଅସୁବିଧା ସାମ୍ନା କରୁଛନ୍ତି। ସଟ୍‌ଡାଉନ୍‌ ଟ୍ରାକର୍‌ ଅପ୍ଟିମାଇଜେସନ୍‌ ପ୍ରୋଜେକ୍ଟ (ଷ୍ଟଫ୍‌) ତଥ୍ୟ ଅନୁଯାୟୀ…

Read More

ବିଏସ୍‌ଏନ୍‌ଏଲ୍‌ର ୨୨ ଟଙ୍କିଆ ପ୍ରିପେଡ୍ ପ୍ଲାନ୍

ଭୁବନେଶ୍ଵର,୧୫/୪;ବିଏସ୍‌ଏନ୍‌ଏଲ୍‌ର ୨୨ଟଙ୍କା ପ୍ରିପେଡ୍ ଯୋଜନାରେ ୯୦ ଦିନ ଅର୍ଥାତ୍ ୩ ମାସ ପର୍ଯ୍ୟନ୍ତ ବୈଧତା ସହ ଆସୁଛି। ୯୦ ଦିନର ବୈଧ୍ୟତ‌ା ସହିତ ଏହା ହେଉଛି ସବୁଠାରୁ ଶସ୍ତା ରିଚାର୍ଜ ଯୋଜନା। ଏଥିରେ ଆପଣଙ୍କୁ ପ୍ରତି ମିନିଟରେ ୩୦ ପଇସାରେ ସ୍ଥାନୀୟ ଏବଂ ଏସ୍‌ଟିଡି ଭଏସ୍ କଲିଂର ସୁବିଧା ମିଳିବ। କିନ୍ତୁ ମାଗଣା ଭଏସ୍ କଲିଂ ଏବଂ ଡାଟା ଲାଭ ଏଥିରେ ଉପଲବ୍ଧ ନାହିଁ।ସିମକୁ ସକ୍ରିୟ ରଖିବା ପାଇଁ ଏହା ସବୁଠାରୁ ଶସ୍ତା ପ୍ଲାନ୍‌। ସିମ୍ ସକ୍ରିୟ…

Read More