ଏହି ଦେଶକୁ ବୁଲିବାକୁ ଗଲେ ଆଉ ବଦଳେଇବାକୁ ପଡିବନି ଟଙ୍କା ଜାଣନ୍ତୁ …
ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି | ବର୍ତ୍ତମାନ ଯଦି ସେମାନେ ଶ୍ରୀଲଙ୍କା କିମ୍ବା ମରିସସକୁ ବୁଲିବାକୁ ଯିବେ , ତେବେ ସେମାନେ ସେଠାରେ ଥିବା ୟୁପିଇ ମାଧ୍ୟମରେ ମଧ୍ୟ ଟଙ୍କାର ଆଦାନ ପ୍ରଦାନ କରିପାରିବେ | ବାସ୍ତବରେ ସୋମବାର ଶ୍ରୀଲଙ୍କା ଏବଂ ମରିସସରେ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବା ଆରମ୍ଭ କରାଯାଇଛି । ଏହାକୁ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକେରେମିସିଂହ ଏବଂ…
