ଗତ ଏକ ବର୍ଷ ମଧ୍ୟରେ ଏତିକି ପ୍ରତିଶତ ଭାରତୀୟ ମେଡ୍ ଇନ୍ ଚାଇନା ସାମଗ୍ରୀ ବ୍ୟବହାର କରିଛନ୍ତି , କ’ଣ କହୁଛି ରିପୋର୍ଟ ଜାଣନ୍ତୁ …
ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତ ସରକାର ମେକ୍ ଇନ୍ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏହା ପରେ ମଧ୍ୟ ଦେଶର ବଜାରରେ ଚାଇନା ସାମଗ୍ରୀର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏକ ରିପୋର୍ଟ ରୁ ଜଣାପଡିଛି ଯେ ଅଧାରୁ ଅଧିକ ଭାରତୀୟ ଗତ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବରେ କିଛି ମେଡ୍ ଇନ୍ ଚାଇନା ସାମଗ୍ରୀ କିଣିଛନ୍ତି । ମେଡ୍ ଇନ୍ ଚାଇନା ସାମଗ୍ରୀ ଏବଂ ଏହାର ବ୍ୟବହାର କୁ…
