Post Office Saving Account; ଡାକଘରେ ଖାତା ଖୋଲିବାକୁ ଯାଉଛନ୍ତି କି ତେବେ ଜାଣି ନିଅନ୍ତୁ ଏହି ନିୟମ ବିଷୟରେ…
ଡାକଘରର ସାରା ଦେଶରେ କୋଟି କୋଟି ଗ୍ରାହକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି । ବ୍ୟାଙ୍କ ପରି, ଆପଣ ମଧ୍ୟ ଡାକଘରକୁ ଯାଇ ଏକ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ ଖୋଲିପାରିବେ, ଯେଉଁଥିରେ ଆପଣ ସୁରକ୍ଷା ସହିତ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ପାଇପାରିବେ । ଯଦି ଆପଣ ଡାକଘରେ ଏକ ସେଭିଂ ଆକାଉଣ୍ଟ ଖୋଲିବାକୁ ଭାବୁଛନ୍ତି , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ଅଟେ । ତେବେ କିଛି…
