PM kisan; ଚାଷୀଙ୍କୁ ମିଳିବ ଖୁସି ଖବର , ପିଏମ୍ କିଷାନ ଟଙ୍କାରେ ହୋଇପାରେ ବୃଦ୍ଧି

ଭୁବନେଶ୍ଵର;ଦେଶର କୃଷକ ମାନଙ୍କୁ ମିଳିପାରେ ଖୁସି ଖବର । କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଚାଷୀ ଭାଇ ମାନଙ୍କୁ ମିଳୁଥିବା ଟଙ୍କାରେ ହୋଇପାରେ ବୃଦ୍ଧି । ପିଏମ କିଷାନ ସମନ ନିଧି ଯୋଜନାରେ କୃଷକ ପରିବାରକୁ ଯେଉଁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ମିଳୁଥିଲା ସେଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ତେବେ ଏଥିରେ ୨୦୦୦ରୁ ୩୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ତେବେ ଏନେଇ…

Read More

7th Pay Commission: କର୍ମଚାରୀ ଏବଂ ପେନସନଭୋଗୀଙ୍କ କେବେ ଓ କେତେ ବଢ଼ିବ ମହଙ୍ଗା ଭତ୍ତା ଜାଣନ୍ତୁ…

ଭୁବନେଶ୍ଵର; କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ସରକାରଙ୍କଠାରୁ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି, କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ କର୍ମଚାରୀ ଏବଂପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇପାରେ । ତଥାପି ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୧ ରେ ଜୁନ୍ ମାସ ପାଇଁ AICPI ଇଣ୍ଡେକ୍ସ ପ୍ରକାଶ ପାଇଥିଲା,…

Read More

ଓଡ଼ିଶା ଖଣି ନିଗମରେ ବାହାରିଲା ଚାକିରୀ….ଏହି ସବୁ ବ୍ୟକ୍ତିବିଶେଷ କରିପାରିବେ ଆବେଦନ…

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମରେ ପ୍ରାୟ ୩୮ ପଦ ପାଇଁ ଚାକିରୀ ବାହାରିଛି। ଏହି ପଦ ପାଇଁ ଆବେଦନର ତାରିଖ ଆସନ୍ତା ମାସ ୧୮ ସେପ୍ଟେମ୍ବର ରହିଛି। ଓଏମସି ର ଓ୍ୱେବସାଇଟ୍ ରୁ ଏହି ସମ୍ବଦ୍ଧୀୟ ଫର୍ମ ଡାଉନଲୋଡ୍ କରିହେବ। ନିଯୁକ୍ତି ବାହାରିଥିବା ପଦ ଗୁଡିକ ହେଉଛି- ଡେପୁଟି ମ୍ୟାନେଜର(ଆଇନ୍)-ଇ-ଟୁ ଗ୍ରେଡ୍-ଗୋଟିଏ ପଦ, ଡେପୁଟି ମ୍ୟାନେଜର(ଫାଇନାନ୍ସ) ଇ-ଟୁ ଗ୍ରେଡ୍-୬ ପଦ, ଡେପୁଟି ମ୍ୟାନେଜର ଆଇଟି-ଇ-ଟୁ-୭ ପଦ, ଡେପୁଟି ମ୍ୟାନେଜର(ସିଭିଲ)-ଇଟୁ ଗ୍ରେଡ୍-୪ ପଦ, ଡେପୁଟି ମ୍ୟାନେଜର(ଜିଓଲୋଜି)-୧୧ ପଦ, ଡେପୁଟି…

Read More

ଖୁବ୍ ଶୀଘ୍ର ବାହାରିବ ସରକାରୀ ପଦବୀ, ଜାଣନ୍ତୁ କେଉଁ ପଦବୀରେ କେତେ ପାଇବେ ନିଯୁକ୍ତି….

ଭୁବନେଶ୍ୱର :  ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସିର ଖବର । ପ୍ରାୟ ଆଉ ଦୁଇ ମାସ ମଧ୍ୟରେ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯାହାଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀ ପୂରଣ ହେବ । ଏହିସବୁ ପଦବୀ ପୂରଣ ପାଇଁ OSSSC (Odisha Sub-ordinate Staff Selection Commission) ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି । OSSSC ସୂଚନା ଅନୁଯାୟୀ, ଆସନ୍ତା କିଛି…

Read More

ଦିନକୁ ରଖିବେ  ୩୦୦ ଟଙ୍କା , ଧିରେ ଧିରେ ବଢି ଏହା ହେବ ୫୦ ଲକ୍ଷ ଟଙ୍କା.. କେଉଁ ଯୋଜନାରେ ଏମିତି ହେଉଛି…ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ସହାୟତାରେ ଆପଣ ଆପଣଙ୍କ ଝିଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ  । ଏହି ଯୋଜନା ପିତାମାତାଙ୍କୁ ଏକ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ଦୁଇଟି ଝିଅଙ୍କ ନାମରେ  ଦୁଇଟି ଖାତା ଖୋଲିବାକୁ ଅନୁମତି ଦେଇଥାଏ । କେବଳ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ତିନିରୁ ଅଧିକ ଖାତା ଖୋଲା ଯାଇପାରିବ । ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ରହିଥିବା ଆକାଉଣ୍ଟ ୮ ପ୍ରତିଶତ…

Read More

ସରକାରଙ୍କ ଟଙ୍କାରେ କେମିତି କରିବେ ବ୍ୟବସାୟ ଜାଣନ୍ତୁ

ଆଜିକାଲି ବହୁ ସଂଖ୍ୟକ ଯୁବପିଢ଼ି ଚାକିରି କରିବା ପରିବର୍ତ୍ତେ ନିଜର ବ୍ୟବସାୟ ଆରମ୍ଭ କରି ଭଲ ରୋଜଗାର କରି ଅନ୍ୟ ମାନଙ୍କୁ ଚାକିରି ପ୍ରଦାନ କରୁଛନ୍ତି । ଯଦି ଆପଣ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଅର୍ଥାତ୍ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ…

Read More

ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ…

Read More

ଏଲଆଇସିର ଏହି ଯୋଜନାରେ ମିଳୁଛି ୧୧ ଲକ୍ଷ ପର୍ଯ୍ୟନ୍ତ ଲାଭ

ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସରକାର ବହୁ ପଦକ୍ଷପ ଗ୍ରହଣ କରୁଛନ୍ତି । ଆମ ଦେଶରେ ମହିଳାମାନଙ୍କୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସେଥି ପ୍ରତି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହିପରି ଆଜି ଆମେ ମହିଳାମାନଙ୍କ ପାଇଁ ଏମିତି ଏକ ଯୋଜନା ନେଇ ଆସିଛୁ ଯେଉଁଥିରେ ସେମାନେ କମ୍ ଟଙ୍କାରେ ଅଧିକ ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଯୋଜନା । ସାଧାରଣତଃ ଆମେମାନେ ପଇସା ସଞ୍ଚୟ…

Read More

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ଆବେଦନ …

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି  ସରକାର  । ଅଙ୍ଗନବାଡ଼ିରେ ଚାକିରି କରିବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ବର୍ତ୍ତମାନ ଏଥିପାଇଁ ଆବେଦନ କରିପାରିବେ । ମିଳିଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ । ତେବେ ଏହି ନିଯୁକ୍ତୁ ପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ…

Read More

କେଉଁ ସ୍କିମ୍ ଦେଉଛି ଅଧିକ ରିଟର୍ଣ୍ଣ ଜାଣନ୍ତୁ ……

ପଇସାକୁ ଅଲଗା – ଅଲଗା ସ୍କିମରେ ନିବେଶ କରି ଏଥିରୁ ଲାଭ ବାହାର କରିବା ଏକ ନିବେଶକର ପରିଚୟ । ତେବେ ଏହି ସବୁ ସ୍କିମରେ ପ୍ରଥମେ ପ୍ରଥମେ ନିବେଶ କରି ଏଥିରୁ ଲାଭ ବାହାର କରିବା କଷ୍ଟକର ହୋଇଥାଏ । ଆସନ୍ତୁ ଜଣିବା ବ୍ୟାଙ୍କ ଏଫଡି ଏବଂ ମ୍ୟୁଚୁଆଲ ଫଣ୍ଡ୍ସ ଭିତରୁ କେଉଥିରେ ନିବେଶ କଲେ ଆପଣ ଅଧିକ ଲାଭ ପାଇପାରିବେ । ଭ୍ୟବିଷତ ପାଇଁ ଟଙ୍କା ବିନିଯୋଗ କରିବା ସବୁବେଳେ ଭଲ ହୋଇଥାଏ ।…

Read More