ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ ଜିନ୍ଦଲଙ୍କ ଅଂଶଗ୍ରହଣ

ଡାଭୋସ୍, ୨୪/୦୧/୨୦୨୫: ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ଶାଲୁ ଜିନ୍ଦଲ ଡାଭୋସ୍ ଠାରେ ଅନୁଷ୍ଠିତ  ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେସନର ପ୍ରଭାବଶାଳୀ ପଦକ୍ଷେପ ଗୁଡିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଏହି…

Read More

ଅନଲାଇନରେ ଜିନିଷ କିଣି ସାରିବା ପରେ, ପାର୍ସଲ ଖୋଳକୁ ଫୋପାଡୁ ଥିଲେ ହୋଇଯାଆନ୍ତୁ ସାବଧାନ ! ସାଇବର ଠକେଇର ହୋଇପାରନ୍ତି ଶୀ କାର….

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନରେ ଜିନିଷପତ୍ର ଅର୍ଡର କରିବାକୁ ପସନ୍ଦ କରନ୍ତି। କପଡା ଠାରୁ ଆରମ୍ଭ କରି ଘର ପାଇଁ ଛୋଟ ଛୋଟ ଜିନିଷ ମଧ୍ୟ ଅର୍ଡର କରୁଛନ୍ତି,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅନଲାଇନରେ ଜିନିଷ ଅର୍ଡର କରିବା ପରେ, ଆପଣଙ୍କୁ କିଛି କଥା ମନେ ରଖିବା ଉଚିତ। ଯଦି ଆପଣ ଅନଲାଇନରେ ଜିନିଷ ଅର୍ଡର କରୁଛନ୍ତି, ତେବେ ଜିନିଷ ଆସୁଥିବା ବାକ୍ସଟିକୁ ଏପରି ଫୋପାଡ଼ି ଦେବା ଉଚିତ୍ ନୁହେଁ। କାରଣ ଆପଣଙ୍କର ବ୍ୟକ୍ତିଗତ ସୂଚନା…

Read More

ଏହି ସରକାରୀ ଯୋଜନାରେ ୨ ଲକ୍ଷ ଜମା କରି ପାଅନ୍ତୁ ୩୨ ହଜାର ସୁଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ଚଲାଉଛିନ୍ତି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ଚଲାଉଛି, ଯେଉଁଥିରେ ନିବେଶ କରି ଅଧିକ ମାତ୍ରାରେ ସୁଧ ଅର୍ଜନ କରାଯାଇପାରିବ। ଯଦି ଆପଣ ବିବାହିତ ତେବେ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ। ଆମେ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (MSSC) ଯୋଜନା ବିଷୟରେ କହୁଛୁ। ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ…

Read More

ଜିଓ ଏୟାରଟେଲ ପରେ, ଏବେ ଭିଆଇ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ଦେବ ଅସୀମିତ ଡାଟା

ନୂଆଦିଲ୍ଲୀ; ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବା ଭିଆଇ ହେଉଛି ଭାରତର ତିନୋଟି ବୃହତ୍ତମ ଟେଲିକମ୍ କମ୍ପାନୀ। ଜିଓ ଏବଂ ଏୟାରଟେଲ ସେମାନଙ୍କ ଗ୍ରାହକଙ୍କ ପାଇଁ 5G ସେବା ଆରମ୍ଭ କରିସାରିଥିଲେ, ଯାହା ଅଧୀନରେ ଉଭୟ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଅସୀମିତ 5G ର ସୁବିଧା ଦେଉଛନ୍ତି କିନ୍ତୁ ଭିଆଇ ଏହି ପ୍ରସଙ୍ଗରେ ପଛରେ ରହିଯାଇଥିଲା । ଭିଆଇ ଏପର୍ଯ୍ୟନ୍ତ ସମଗ୍ର ଦେଶରେ 5G ସେବା ଆରମ୍ଭ କରିନାହିଁ । ଏହା ବ୍ୟତୀତ ଭିଆଈର ରିଚାର୍ଜ…

Read More

ଆଉ ବ୍ରଡ଼ବ୍ୟାଣ୍ଡର ପଡ଼ିବନି ଆବଶ୍ୟକତା, ଜିଓର ଏହି ପ୍ଲାନରେ ମିଳୁଛି 5G ଅସୀମିତ ଡାଟା

ଭୁବନେଶ୍ୱର : ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ନବବର୍ଷ ପାଇଁ ଜିଓ ନିକଟରେ ଉପଭୋକ୍ତାମାନଙ୍କ ପାଇଁ ଏକ ସୁଲଭ ରିଚାର୍ଜ ଯୋଜନା ଆଣିଛି ଯେଉଁଥିରେ ଆପଣ ଅସୀମିତ 5G ଡାଟା ଉପଭୋଗ କରିପାରିବେ | ଜିଓ ତାର ପ୍ଲାନରେ ଏକ ବର୍ଷ ପାଇଁ ୬୦୧ ଟଙ୍କା ମୂଲ୍ୟର ଏକ ନୂତନ ମୋବାଇଲ୍ ଭାଉଚର୍ ଲଞ୍ଚ କରିଛି | ଏହି ଯୋଜନାରେ, ଜିଓ ପୁରା ଏକ ବର୍ଷ ପାଇଁ ଉପଭୋକ୍ତାମାନଙ୍କୁ ଅସୀମିତ 5G ଡାଟା ପ୍ରଦାନ…

Read More

ନରେନ୍ଦ୍ର ମୋଦୀଙ୍କ ୨୦୦ ଯୋଜନା ଭିତରୁ ଏହି ଯୋଜନା ସବୁଠୁ ହିଟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୂରଣ ହୋଇଛି। ଗତ ୧୦ ବର୍ଷ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମୋଦୀ ସରକାରଙ୍କ ଯୋଜନା ବିଷୟରେ ଜାଣିଛନ୍ତି କି ଯାହା ସବୁଠୁ ବଡ ହିଟ୍ ହୋଇଛି। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ କେଉଁ ଯୋଜନା ଏପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ହୋଇଛି। ଏହି ସମ୍ପର୍କିତ ସୂଚନା ଦେଇ ସଡ଼କ, ପରିବହନ  ମନ୍ତ୍ରୀ ହର୍ଷ…

Read More

Jio ର ଏହି ପ୍ଲାନ ବିଷୟରେ ଜାଣିଲେ ଆପଣ ହୋଇଯିବେ ଖୁସି…

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ। ଦେଶର କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡିତ।ଏପରି ପରିସ୍ଥିତିରେ, ଅଧିକ ଉପଭୋକ୍ତାଙ୍କୁ ନିଜ ସହିତ ଯୋଡିବା ପାଇଁ, ଜିଓ ଏହାର ରିଚାର୍ଜ ଯୋଜନା ତାଲିକାରେ ନୂତନ ରିଚାର୍ଜ ପ୍ଲାନ ଯୋଡିଥାଏ, ଯାହା ଦ୍ୱାରା ଲୋକଙ୍କ ଧ୍ୟାନ ଜିଓ ପ୍ରତି ଆକର୍ଷିତ ହୋଇଥାଏ।ସମ୍ପ୍ରତି, ଜିଓ ଏହାର ୨୦୨୫ ଟଙ୍କାର ନୂତନ ଯୋଜନା ଲଞ୍ଚ କରିଥିଲା, ଯେଉଁଥିରେ ଲୋକମାନେ ୨୦୦ ଦିନର ବୈଧତା ପାଇଁ…

Read More

ଦୋମାରାଜୁ ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ୫ କୋଟିର ପୁରସ୍କାର

ଚେନ୍ନାଇ: ଚେସ ମାଷ୍ଟର ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ବଡ ଭେଟି। ବିଶ୍ଵର ସର୍ବକନିଷ୍ଠ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଷ୍ଟାଲିନ ସରକାର। ଗୁରୁବାର ଖେଳାଯାଇଥିବା ବିଶ୍ଵ ଚେସ ଚାମ୍ପିଅନସିପର ଅନ୍ତିମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଗୁକେଶ ଗତବର୍ଷର ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଏହି ୧୪ ରାଉଣ୍ଡର ମୁକାବିଲାକୁ ଗୁକେଶ ୭.୫-୬.୫ ପଏଣ୍ଟ ବ୍ୟବଧାନରେ ଜିତି…

Read More

ଏବେ ମାଗଣାରେ କରନ୍ତୁ ଆଧାର ଅପଡେଟ୍ ନହେଲେ ପରେ ଦେବାକୁ ପଡ଼ିବ ଟଙ୍କା

ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି, ତେବେ ଏହାକୁ ୧୪ ଡିସେମ୍ବର ପୂର୍ବରୁ କରିଦିଅନ୍ତୁ | ଅନ୍ୟଥା, ଏହା ପରେ ଆପଣଙ୍କୁ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡିବ | ଏହି ସେବାକୁ ମାଗଣାରେ ବ୍ୟବହାର କରିବାକୁ କେବଳ ୩ ଦିନ ବାକି ଅଛି | ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପୂର୍ବରୁ ମଧ୍ୟ ଏହି…

Read More

LIC ଦେବ ମହିଳାଙ୍କୁ ରୋଜଗାର, ଜାଣନ୍ତୁ କେମିତି କରିବେ ଆବେଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ପାନିପଥରୁ ଏଲଆଇସିର ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି।ଏହି ଯୋଜନା ଆରମ୍ଭ ହେବା ପରେ ମହିଳାମାନଙ୍କର ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ । LIC ର ବୀମା ସଖୀ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଥିବା ସମସ୍ତ ମହିଳାଙ୍କୁ ସରକାର ତିନି ବର୍ଷ ତାଲିମ ଦେବେ। ଏହି ଯୋଜନାରେ ପ୍ରାୟ ୨ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସରକାର ଲକ୍ଷ୍ୟ…

Read More