BSNLର ଏହି ତିନୋଟି ରିଚାର୍ଜ ପ୍ଲାନ୍ ବିଷୟରେ ଜାଣିବା ପରେ ଆପଣ ଅନ୍ୟ ସିମକୁ କହିବେ ଟାଟା ବାଏ ବାଏ
ଗତ କିଛି ମାସ ପୂର୍ବେ,ସମସ୍ତ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲେ, ଯାହା ଫଳରେ ଅନେକ ଲୋକ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ପ୍ରତି ଆକର୍ଷିତ ହୋଇଥିଲେ। ଅନ୍ୟ ଟେଲିକମ୍ କମ୍ପାନୀ ତୁଳନାରେ ବିଏସନେଲ(BSNL) ଏହାର ଗ୍ରାହକଙ୍କୁ ବହୁତ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରୁଛି।ଯାହା ଫଳରେ ଗତ କିଛି ମାସ ମଧ୍ୟରେ, ୫୫ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା ବିଏସନେଲ ସହିତ ଯୋଡି ହୋଇଛନ୍ତି | ଆଜି ଆମେ ଆପଣଙ୍କୁ…
