ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା

ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ  ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ…

Read More

ସରକାରରେ ସବୁକିଛି ଠିକ୍ ଚାଲୁନାହିଁ…. କାହିଁକି ଏମିତି କହିଲେ ରୁବେନ୍ …. ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଖବର ତାଙ୍କୁ ଦେଉଛି କିଏ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଟିମ୍ ଗଠନ କରିପାରୁନାହାନ୍ତି। ଦଳ ଭିତରେ ହେଉ କି ପ୍ରଶାସନରେ ନିଜର ଛାପ ଛାଡିବା ଭଳି ଟିମ୍ ଗଠନ କରିପାରୁ ନାହାନ୍ତି। ସେ ଭଦ୍ର ଲୋକ ଓ ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଛନ୍ତି। ହେଲେ ସେ ଦିଗରେ ସଫଳ ହୋଇନାହାନ୍ତି। ଦଳର ନବ ନିର୍ବାଚିତ ବିଧାୟକ, କର୍ମୀ ଓ ଦଳର କିଛି ପୁରୁଖା ନେତାଙ୍କ ଏକ ଅଦୃଶ୍ୟ ଚାପ ତାଙ୍କ ଉପରେ ରହୁଛି। ତେଣୁ ନିଷ୍ପତ୍ତି ନେବା…

Read More

ପ୍ରଶ୍ନ ନୁହେଁ ଯେ ଇତିହାସ କେମିତି ଆପଣଙ୍କୁ ବିଚାର କରିବ, ପ୍ରଶ୍ନ ହେଉଛି ଆପଣ କେମିତି
ନିଜକୁ ବିଚାର କରିଗଲେ ???

ନୂଆଦିଲ୍ଲୀ: (ବିଜୟ ସାହୁ)-ଭାରତର 50ତମ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି 10 ତାରିଖରେ ଅବସର ଗ୍ରହଣ କଲେ । 8 ତାରିଖ ନିଜର ଶେଷ ରାୟ ଦେଇ ସୁପ୍ରିମକୋର୍ଟ ପ୍ରାଙ୍ଗଣରେ  ବିଦାୟକାଳିନ ଭାଷଣ ଦେଇ ଗୋଟିଏ ଶାଏରୀ ମାଧ୍ୟମରେ ନିଜର କାର୍ଯ୍ୟକାଳକୁ Sum Up କରି କହିଲେ – मुखालिफत से मेरी शक्खि्यत सँवरती है, मे दुश्मनोँका बडा ऐहतिराम करता हूँ  । ମୋର ବ୍ୟକ୍ତିତ୍ବ ଭିତରେ ପ୍ରତିକୂଳ ଦିଗରେ ଯିବାର ପ୍ରବଣତା…

Read More

ଡେମୋକ୍ରାଟ କେବଳ ପରାଜିତ ନୁହଁନ୍ତି ବିଲୁପ୍ତି ପଥରେ ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: (ବିଜୟ ସାହୁ)-2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତବାସୀଙ୍କ ପାଇଁ ” ବେଗାନୀ ଶାଦୀ ମେଁ ଅବ୍ଦୁଲ୍ଲା ଦୀବାନା ” କି ?କିନ୍ତୁ ସରକାରୀ ଭାବରେ ଫଳାଫଳ ଘୋଷଣା ଓ ସରକାରୀ ଭାବରେ ହ୍ଵାଇଟ ହାଉସକୁ ପ୍ରବେଶ ପୂର୍ବରୁ ଡୋନାଲଡ଼ ଟ୍ରମ୍ଫଙ୍କୁ ବିଜୟ ବାର୍ତା ପଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଭାରତବାସୀ ଦୀବନା !“ଗଣତନ୍ତ୍ରର ଜନନୀ ଭାରତ ” ଗଣତନ୍ତ୍ରର ଅଧିବକ୍ତା ଆମେରିକାର ଗଣତନ୍ତ୍ର ହତ୍ୟାର ମହାନ ପର୍ବରେ ଢୋଲ ବାଦକ ହେଇଛନ୍ତି । 2024 ବିଶ୍ଵ…

Read More

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ; ୨୪ ବର୍ଷ ପରେ ଇତିହାସ ହେବାକୁ ଯାଉଛି କି?

ନୂଆଦିଲ୍ଲୀ: (ବିଜୟ ସାହୁ)- ଆଗାମୀ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ Close Fight ଆଡକୁ ଯାଉଛି । ବର୍ତ୍ତମାନର ଶେଷ National Poll ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମାଲା ହାରିସ ଓ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲଡ଼ ଟ୍ରମ୍ଫ ମଧ୍ୟରେ ଜନମତ ସର୍ଭେର Poll Of Polls ରେ ମାତ୍ର 0.7 % ବ୍ୟବଧାନ ରହିଛି । କମଲା ହାରିଶ ମାତ୍ର 0.7% ଅଧିକ ଭୋଟ ପାଇଛନ୍ତି । କମଲା 48.5…

Read More

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2024 ଖବର କଣ ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: (ବିଜୟ ସାହୁ)-ବର୍ଷେ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇ ଆସନ୍ତା ମଙ୍ଗଳବାର ସରିବାକୁ ଯାଉଛି, ତଥାପି ଆମର ମୁଖ୍ୟ ମିଡିଆରେ କୌଣସି ଚର୍ଚ୍ଚା ନାହିଁ । ସବୁଠାରୁ ପରିତାପର ବିଷୟ ଯେ ଆମର ଜଣେ ଭାରତୀୟ କନ୍ୟା ହୁଏତ ଏଥର ଆମେରିକା ଇତିହାସ ରେ ପ୍ରଥମ ମହିଳା ରାଷ୍ଟ୍ରପତି ହେଇ ଇତିହାସ ସୃଷ୍ଟି କରି ପାରନ୍ତି, ତଥାପି ଭାରତର ମିଡିଆ ସିଆଡେ ଧ୍ୟାନ ଦେଇ ନାହାନ୍ତି । ଆଗାମୀ 6/ 7 ତାରିଖରେ…

Read More

ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା । ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି…

Read More

ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

ଭଦ୍ରକ:(ଅମିତାଭ ଖିଲାର) – ବାତ୍ୟାକୁ ନେଇ ତାଚ୍ଛଲ୍ୟ କରୁଥିବା ଭୁବନେଶ୍ୱରର ବନ୍ଧୁମାନଙ୍କୁ ଅନୁରୋଧ,’ଦାନା ବାତ୍ୟା’ ଓ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାର କି କ୍ଷତି କରିଚାଲିଛି,ଥରେ ଖବର ରଖନ୍ତୁ।ଯଦି ସେହି ଜିଲ୍ଲାରେ କେହି ସଂପର୍କୀୟ ଥାଆନ୍ତି,ସେମାନଙ୍କଠୁ ବୁଝିକି କିଛି କୁହନ୍ତୁ।ଏବେ ବି ଲଗାଣ ବର୍ଷା ଲାଗିରହିଛି।ଅବସ୍ଥା ସାଂଘାତିକ ଆଡକୁ ଯାଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ,ବହୁ ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା ‘ଦାନା’ ର ପ୍ରଭାବକୁ ନେଇ ଲଗାତାର ବିଭିନ୍ନ ତାଚ୍ଛଲ୍ୟ କରିବା ସହିତ ଟିଭି…

Read More

ଆସି ଚାଲି ଯାଇଥିବା ବାତ୍ୟା ଓ ଆମେ ଦେଖିଥିବା ସଙ୍ଗମ ସିନେମା

ଭୁବନେଶ୍ୱର: (ବିଜୟ ସାହୁ)- ପ୍ରଥମଟି ପ୍ରାକୃତିକ ଓ ଦ୍ୱିତୀୟଟିମାନବିକ । କିନ୍ତୁ ଉଭୟ ହାଇବଜେଟ ଉତ୍ପାଦନ । ଉଭୟରେ ରହିଛି ରୋମାଞ୍ଚ, ରୋମାନ୍ସ, ଉଦ୍ବେଗ , ସ୍ଥିତି ପରିବର୍ତ୍ତନ ।ଉଭୟ ବ୍ୟବସାୟିକ ଦୃଷ୍ଟିରୁ ଭଲ ରିଟର୍ଣ୍ଣ ପ୍ରଦାନ କରିଛନ୍ତି , ମନୋରଞ୍ଜନର ଭରପୂର ଖୋରାକ ଦେଇଛନ୍ତି ।କେବଳ ପାର୍ଥକ୍ୟ ହେଉଛି ପ୍ରଥମ ଟିରେ କୋଲାଟେରାଲ ଡାମେଜ ବିଶେଷ ହେଇ ନାହିଁ , କିନ୍ତୁ ଦ୍ଵିତୀୟ ଟିରେ କୋଲାଟେରାଲ ଡାମେଜ ସର୍ବାଧିକ ହେଇଛି ।ମୁଁ ଆଜି ସଙ୍ଗମ ଫିଲ୍ମ…

Read More

ବାତ୍ୟାକୁ ନେଇ ବିତର୍କ, ଦୋଷ କାହାର…. କାହାର ଦୃଷ୍ଟିଭଙ୍ଗୀ କେମିତି

ଭୁବନେଶ୍ୱର: (ପ୍ରଥମ ଭାଗ- ସ୍ମୃତିଲଗ୍ନା ନନ୍ଦ, ଦ୍ୱିତୀୟ ଭାଗ- ବିଶ୍ଵରାଜ ନାୟକ) – ବାତ୍ୟା ଦୁର୍ବଳ ହେଲା ଆଶ୍ବସ୍ତିର କଥା ନା? ଏତେ ବିଚଳିତ କାହିଁକି? ?ଅନ୍ୟର କ୍ଷତି ହେଲେ କଣ ଏମିତି ଖୁସି ମିଳେ ଯାହା ସୁରକ୍ଷାରେ ନଥାଏ? ?କଫି କପ ସହ ଝରକା ବା ବାଲକୋନୀରୁ ଫୋଟୋ ଉଠାଇ ଇନଷ୍ଟା ଷ୍ଟୋରି ରଖିବା ବା ଚିକେନ ପକୋଡା ଧରି ବର୍ଷା ଉପଭୋଗ କରିବା ବାତ୍ୟାର ବାସ୍ତବତା ନୁହଁ ବାତ୍ୟା କଥା ସେ କହୁ ଯିଏ…

Read More