ଅଦାଲତର ଏ କି ମାନସିକତା?

ଭୁବନେଶ୍ୱର : (ନରେନ୍ଦ୍ର ମହାନ୍ତି/ ଗାର୍ଗୀ ଶତପଥି)- ଓଡ଼ିଶା ହାଇକୋର୍ଟର ଜଣେ ମହାନୁଭବ ବିଚାରପତି ଡଃ ସଞ୍ଜିବ କୁମାର ପାଣିଗ୍ରାହୀ !!!ମା’ ମାଟି ମାଳି ସୁରକ୍ଷା ମଞ୍ଚର କୂମେଶ୍ୱର ନାୟକ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଆନ୍ଦୋଳନ କରିବା କାରଣରୁ ପୋଲିସ୍ ବିଭିନ୍ନ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲ୍ ପଠାଇଥିଲା।ତାଙ୍କ ପାଇଁ ଜାମିନ୍ ର ସର୍ତ୍ତ ରଖାଯାଇଛି ସେ ୨ ମାସ ପାଇଁ କାଶୀପୁର ଥାନା ହତା ସଫେଇ କରିବେ ବା ଝାଡ଼ୁ ମାରିବେ?କିନ୍ତୁ…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ଅର୍ଥନୀତି ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)-ଏବେ ଯଦି ଜଣେ ବିରୋଧୀ ଦଳର କର୍ମୀ କେଉଁଠି ମାଇକ୍ ଧରି ଭାଷଣ ଦେବ, ସ୍ବାଭାବିକ ଭାବେ ସେ ତ ମୋଦୀ ସରକାର ବିରୁଦ୍ଧରେ କହିବ । ହୁଏତ ସେ ଦରି ବିଛାଇ କିଛି ଗ୍ରାମବାସୀଙ୍କୁ ବସାଇ ସେଠାରେ ଲୋକଙ୍କୁ ବର୍ତମାନର ଆର୍ଥିକ ଅବସ୍ଥା ବିଷୟରେ କହିବ । ସେତିକିବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ କହିବ , ‘ କ’ଣ କହୁଛନ୍ତି ଆଜ୍ଞା ? ମୋଦୀଙ୍କ ଯୋଗୁଁ ଭାରତ ପଞ୍ଚମ ଦେଶରୁ…

Read More

ବେଲୁଚିସ୍ଥାନ ପାକିସ୍ଥାନରୁ ବିଚ୍ଛିନ୍ନ ପ୍ରସଙ୍ଗ: ସମ୍ଭାବନା ଓ କଳ୍ପନା…

ନୂଆଦିଲ୍ଲୀ : (ବିଜୟ ସାହୁ)-ଆମେ ବର୍ତ୍ତମାନ ଯେଉଁ ବେଲୋଚିସ୍ଥାନକୁ ସ୍ୱାଧୀନ ହେଇଗଲା ବୋଲି ମିଡିଆରେ ଶୁଣୁଛେ ସେଇ ବେଲୋଚିସ୍ଥାନର ଉତ୍ପତ୍ତି ଓ ଇତିହାସ ସମ୍ପର୍କରେ ଟିକିଏ ଦୃଷ୍ଟିପାତ କଲେ ଉତ୍ତମ ହେବ ।ଖାନାତେ ହେଉଛି ଏକ ତୁର୍କୀ ଶବ୍ଦ । ଏହାର ଅର୍ଥ ହେଉଛି ଏକ Political Entitiesର ଲର୍ଡ଼ ବା ଶାସକ । ଇଉରୋପ ଭାଷାଗୁଡିକ ରେ ମଧ୍ୟ ତ୍ରୟୋଦଶ ଶତାବ୍ଦୀରେ ଏହି ଶବ୍ଦ ଜଣାଥିଲା । ମଧ୍ୟଯୁଗୀୟ ଲାଟିନରେ ଚାନିସ,ମଧ୍ୟଯୁଗୀୟ ଗ୍ରୀକ ରେ କାନେସ,ପ୍ରାଚୀନ…

Read More

Donald Trump ଏପରି କରିବାର ନଥିଲା

ନୂଆଦିଲ୍ଲୀ : (ବିଜୟ ସାହୁ)-ସତ ହେଉ କି ମିଛ ହେଉ ଟ୍ରମ୍ପ ପାକିସ୍ତାନ ଭାରତ ମଧ୍ୟରେCeasefire କରିବା ପାଇଁ ମଧ୍ୟସ୍ତି କରିବା ଉଚିତ ନଥିଲା । କିମ୍ବା ଆମେ ସେଥିରେ ପଶିବାର ନ ଥିଲା ।ପାକିସ୍ତାନ ଯଦି ନେହୁରା ହେବାରୁ Ceasefire ହେଲା ତାହେଲେ ତାର ଏତେ ବହପ ଯେ ଆମର ଶ୍ୱାସ ରୋକିଦେଵ ।ଏହାର ଜବାବ ଯଦି ତୁରନ୍ତ ସରକାର ନ ଦିଅନ୍ତି ତାହେଲେ ଧାରଣା ହେଇପାରେ ଟ୍ରମ୍ପ ନିଶ୍ଚୟ ମଧ୍ୟସ୍ତି ହେଇଛନ୍ତି ।ଏହା ହେଉଛି…

Read More

ଆସନ୍ତୁ ଜାଣିବା ସାବିତ୍ରୀ ବାଇ ଫୁଲେଙ୍କୁ….

ଭୁବନେଶ୍ୱର : (ନିତ୍ୟାନନ୍ଦ ଜଗତ)-ସାବିତ୍ରୀ ଅମାବାସ୍ୟା ତିଥିରେ ଏହି ସାବିତ୍ରୀ ତଥା ତାଙ୍କ ସ୍ଵାମୀ ଜ୍ୟୋତି ରାଓ ଫୁଲେଙ୍କ ଜୀବନ ବ୍ରତ କଥା ଟିକେ ପଢ଼ିବା,ଶୁଣିବା,ଜାଣିବା ।ସାବିତ୍ରୀବାଇ ଫୁଲେ (୩ ଜାନୁଆରୀ ୧୮୩୧ – ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷୟିତ୍ରୀ, ସମାଜ ସୁଧାରିକା ଏବଂ କବୟିତ୍ରୀ ଥିଲେ। ସେ ଭାରତରେ ନାରୀ ଶିକ୍ଷାର ପ୍ରଣେତ୍ରୀ ଏବଂ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ପରିଚିତ। ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେଙ୍କ ସହ ମିଶି ସେ…

Read More

ଗଣମାଧ୍ୟମ; ସେବା ନା ବେପାର?

ଭୁବନେଶ୍ୱର : (ବାଦଲ ମହାନ୍ତି)-ସାମାଜିକ ଗଣମାଧ୍ୟମ ଆମ ସ୍ୱରକୁ ବିଭକ୍ତ କରୁଛି । ଶସ୍ତା ସହଜ ବିଦ୍ରୋହକୁ ଆମେ ଏଇ ସୋସିଆଲ୍ ମିଡ଼ିଆର କାନ୍ଥରେ ଉତ୍ତାରି ଦେଇ ବେଶ୍ ଆରାମରେ ଶକ୍ତିହୀନ ହେଇ ବସିପଡୁଛୁ । ଫଳତଃ ବାସ୍ତବ ଘଟଣା ସହ ଆମର ସଂପୃକ୍ତି ଖୁବ୍ କମ୍ ସମୟ ଭିତରେ ଶେଷ ହେଇଯାଉଛି । ନୂଆନୂଆ ଇସ୍ୟୁ ବା ଘଟଣା ତିଆରି କରାଯାଇ ପ୍ରମୁଖ ଘଟଣା ଠାରୁ ଆମକୁ ଦୂରେଇ ଦେବାରେ ବେଶ୍ ସଫଳ ହେଇପାରିଛି ସାମାଜିକ…

Read More

ଚାଲନ୍ତୁ, ଆମ ଭାଷାରେ ଉତ୍କୃଷ୍ଟ ସିନେମା କରିବା

ଭୁବନେଶ୍ୱର : ( ରଙ୍ଗା ଚରଣ ପ୍ରଧାନ )- ସତ୍ୟଜିତ ରାୟଙ୍କର ପ୍ରତ୍ୟେକଟି ସିନେମା ବଙ୍ଗଳା ଉପନ୍ୟାସ ଉପରେ ଆଧାରିତ ଥିଲା। ବାଣିଜ୍ୟିକ ସଫଳତା ପାଇଥିଲା। ଗୋଟିଏ ଦିଗରେ ଅନେକ ବଙ୍ଗଳା ସିନେ କଳାକାର ବମ୍ବେ ଯାଇ ହିନ୍ଦି ସିନେମା ପାଇଁ କାମ କରିଥିଲେ ମଧ୍ୟ ସେମାନେ ବଙ୍ଗଳା ସିନେମା ପାଇଁ ମଧ୍ୟ ସମାନ ସମୟରେ କାମ କରୁଥିଲେ। ସତ୍ୟଜିତ ରାୟ ମାତ୍ର ଗୋଟିଏ ହିନ୍ଦି ସିନେମା ବନାଇ ଥିଲେ । କେବଳ ବଙ୍ଗଳା ସିନେମା କରି…

Read More

ନିଶାଡି ଜାଣି ପାରେନି କେତେ ନିଶାରେ ସେ ବୁଡ଼ିଛି

ଭୁବନେଶ୍ୱର (୧ / ୪)-(ରଙ୍ଗାଚରଣ ପ୍ରଧାନ ) : ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି। ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ…

Read More