କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା…

Read More

ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ…

Read More

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ…

Read More

ବିଧାନସଭା ସରିଲେ…ଆରମ୍ଭ ବିଜେପିର ସମ୍ପ୍ରସାରଣ ଓ ଥଇଥାନ ପଦ……ଲବି ପାଇଁ କିଏ ଦିଲ୍ଲୀରେ… କିଏ ମନମୋହନଙ୍କ ପଛରେ…

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ଇତି ମଧ୍ୟରେ ଅଢେଇ ମାସ ହୋଇଗଲାଣି। କେନ୍ଦ୍ରରେ ଲଗାତର ତୃତୀୟ ଥର ସରକାର ଗଠନ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ଏହା ପୂର୍ବରୁ ଦୁଇ ପାଳି ଦଳ ବିଜେଡି ସହ ମେଣ୍ଟ କରି କ୍ଷମତାର ସ୍ୱାଦ ଚାଖିଛି। ପ୍ରଥମ ଥର ସରକାର ଗଠନ ହୋଇଥିବାରୁ ସରକାରୀ ନିଯୁକ୍ତି ଓ ଥଇଥାନ ଧିମା ପଡିଯାଇଛି। ତେଣୁ ଦଳର କାର୍ଯ୍ୟକର୍ତ୍ତା…

Read More

କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ବାଲାଂଦେଶର ଛାତ୍ରଶକ୍ତିର ଅଭ୍ୟୁଦୟ, ସେବେ -ଏବେ -ଏକ ଆଲୋଚନା

ନୂଆଦିଲ୍ଲୀ :*(ବିଜୟ ସାହୁ) ବଙ୍ଗଳାଦେଶ ବେଗମ ରୋକେୟା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ର ଆବୁ ସୈୟେଦ । ଇଂରାଜୀ ବିଭାଗର ଅନେକ ମେଧାବୃତ୍ତି ପ୍ରାପ୍ତ ଛାତ୍ର । ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ନାରୀବାଦୀ ଲେଖକ ଓ ସାମାଜିକ କର୍ମୀ ବେଗମ ରୋକେୟାଙ୍କ ନାମରେ ନାମିତ । ଏହି ସରକାରୀ ଗବେଷଣା ବିଶ୍ୱବିଦ୍ୟାଳୟ ରଙ୍ଗପୁର ବିଶ୍ୱବିଦ୍ୟାଳୟ ନାମରେ ନାମିତ ଥିଲା । ପରେ ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ହେଇଥିଲା । ଆବୁ ସୈୟେଦ ୨୦୨୪, ୧୬ଜୁଲାଇରେ ସଂରକ୍ଷଣ ସଂସ୍କାର ଆନ୍ଦୋଳନରେ…

Read More

କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More

ବାଂଲାଦେଶର ନୂଆ ଶାସନ

ନୂଆଦିଲ୍ଲୀ: (ବିଜୟ ସାହୁ) -ଦୁର୍ଗମ ଗିରି କାନ୍ତାର ମରୁ ,ଦୁସ୍ତର ପାରାବାରଲଙ୍ଘିତେ ହବେ ରାତ୍ରୀ ନିଶିତେ,ଯାତ୍ରୀରା ହୁସିଆର !– ନଜରୁଲ ଇସଲାମ ବଙ୍ଗଳାଦେଶର ଯୁବଶକ୍ତି  ୫ ଅଗଷ୍ଟ ଦିନ ୧.୧୫ ମିନିଟରେ ଶେଖ ହାସିନାଙ୍କ ଫାଶିଷ୍ଟ ସତ୍ତା ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ବଙ୍ଗଳାଦେଶରେ ଏକ ” ଅରାଜକତା ” ପରିସ୍ଥିତି ସୃଷ୍ଟି ହେଇଛି । ଏକ ସ୍ଥିରତା ଆସିବା ପାଇଁ କିଛି ସମୟ ଲାଗିବ । ଏହା ହିଁ ପ୍ରତ୍ୟେକ ବିପ୍ଳବରେ ଅବଧାରିତ ନିୟମ ।ଏହି…

Read More

ଅତିଥି ସଂପାଦକୀୟ: ବାଂଲାଦେଶ ବିଦ୍ରୋହ ଓ ଶେଖ୍ ହସିନାଙ୍କ ପୁତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: (ବିଜୟ ସାହୁ)- ବଙ୍ଗଳାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ପୁତ୍ରଙ୍କ  ଏକ ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l ଏଭଳି ପ୍ରତିକ୍ରିୟା ଆସିବା ସ୍ୱାଭାବିକ ।କାରଣ ୭୮ ବର୍ଷୀୟା ଏକଛତ୍ରବାଦୀ ଜନନୀ ଶେଖ ହାସିନା ପାଇଁ ବର୍ତ୍ତମାନ ଆଶ୍ରୟ ସ୍ଥଳୀ ଖୋଜିଲେ ମିଳୁନାହିଁ । ପୁତ୍ର ସଞ୍ଜୀବ ୱାଜେଦା ଜୟ ଯେତେବେଳେ ଏହି ମନ୍ତବ୍ୟ ବିବିସି ଚାନେଲକୁ ଦେଉଥିଲେ ସେତେବେଳେ ସେ ଟିକିଏ ଆତ୍ମ ସମୀକ୍ଷା କରିଥିଲେ ଜାଣି ପାରିଥାନ୍ତେ ଯେ…

Read More

ଏସଟି/ଏସସି ସଂରକ୍ଷଣ ପୃଥକୀକରଣ ଅସଲ ଉଦ୍ଦେଶ୍ୟ କଣ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଐତିହାସିକ ନିର୍ଣ୍ଣୟ କୁହାଯାଉଥିବା ନିଷ୍ପତ୍ତି ସଂରକ୍ଷଣ ବିଲୋପ ପାଇଁଏକ ଷଡ଼ଯନ୍ତ୍ର ନୁହେଁ ତ l ଏମିତି ସନ୍ଦେହ କରି ତଥ୍ୟ ପୂର୍ଣ୍ଣ ଯୁକ୍ତି ଉପସ୍ଥାପନା କରିଛନ୍ତି ଶିକ୍ଷାବିତ୍ ବିଜୟ ସାହୁ l ଶ୍ରୀ ସାହୁ କହିଛନ୍ତି ଯେ, ନିର୍ଣ୍ଣୟର ଭାଗୀଦାରୀରେ ଅଛନ୍ତି l ୧- ମୁଖ୍ୟ ନ୍ୟାୟାଧୀଶ ଓ ମନୋଜ ମିଶ୍ର – ୧୪୦ ପୃଷ୍ଠା l ୨- ବି ଆର ଗଭାଇ – ୨୮୧ ପୃଷ୍ଠା l ୩-ପଙ୍କଜ ମିତ୍ତଲ -୫୪ ପୃଷ୍ଠା…

Read More