ଟି.ଇ ରେଭେନସା ଓ ଓଡିଶାରେ ନବଜାଗରଣ
ଭୁବନେଶ୍ୱର : (ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି ଙ୍କ ଦୃଷ୍ଟି ରେ ରେଭେନ୍ସା ସମ୍ପର୍କିତ ଏକ ଲେଖା l ଯାହା ସାହିତ୍ୟିକ ଜ୍ୟୋତି ନନ୍ଦଙ୍କ ଫେସ୍ ବୁକ୍ କାନ୍ଥ ରୁ ସଂଗ୍ରହ କରାଯାଇଛି l) ୧୮୯୮ ସାଲ,ନଭେମ୍ବର ୩୦ ତାରିଖର ରେଭେନସା ଙ୍କର ସେ ଚିଠିର ନେଳିଆ ପୃଷ୍ଠା ଆଜି ଜୀର୍ଣ୍ଣ, ଅକ୍ଷର ସବୁ ଅସ୍ପଷ୍ଟ,ପଢିବାରେ ଅସୁବିଧା ହୁଏ .. ମାତ୍ର ସେଥିରେ ଜଣେ ଅବସରପ୍ରାପ୍ତ ଇଂରେଜ କମିଶନରଙ୍କର କର୍ମଭୂମୀ ଓଡିଶା ପ୍ରତି…
