କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଓଡ଼ିଶା ଗସ୍ତରେ ଆସି ନୀତିଶ ଅପଦସ୍ଥ, ଲଲନ ଓ ଝା ଅପମାନିତ

ଭୁବନେଶ୍ୱର,୧୦/୫(ବ୍ୟୁରୋ): ସାରା ଦେଶରେ ବିରୋଧି ଦଳ ମାନଙ୍କୁ ଭେଟି ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଚ-ଏନଡିଏ ବିରୋଧରେ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦିନକ ପୂର୍ବରୁ ନୀତିଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ଉଭୟ ନୀତିଶ-ନବୀନ ସୌଜନ୍ୟମୂଳକ କହିଥିବା ବେଳେ ବିହାର ଜେଡି-ୟୁ କାର୍ଯ୍ୟାଳୟ ବିରୋଧି ଏକତା କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଯାହାକୁ ନେଇ ଉଭୟ ଓଡ଼ିଶା-ବିହାର…

Read More

ଓଡିଶାକୁ ବିପଦ ଖରାଦିନିଆ ବାତ୍ୟା

ଭୂବନେଶ୍ବର ; ଓଡିଶା ଏବଂ ବାତ୍ୟାର ସମ୍ପର୍କ କାହିଁ କେଉଁ ଦିନରୁ । ପ୍ରତିବର୍ଷ ଓଡିଶାକୁ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାସ କରିଥାଏ । କିନ୍ତୁ  ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଓଡିଶାକୁ  ବାତ୍ୟା ସବୁଠୁ ଅଧିକ ପ୍ରଭାବିତ କରିଛି । ସେ ୧୯୯୯ର ମହାବାତ୍ୟା ହେଉ ଅବା ୨୦୧୯ର ଫନି, ରାଜ୍ୟର କରୁଣ ଚିତ୍ରରେ ଓଦା ହୋଇଛି ଓଡିଶାର ମାଟି । ୨୦୧୩ରୁ ୨୦୨୦ ଭିତରେ ୫ଟି ବାତ୍ୟାରେ ପ୍ରଭାବିତ ହୋଇଛି ଏହି ରାଜ୍ୟ…

Read More

ଆଇପିଏଲରେ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ବର: ଭାରତରେ ଶହେ ଚାଳିଶି କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ଲୋକେ କ୍ରିକେଟ ଖେଳ ଦେଖିବାକୁ ଭଲ ପାଆନ୍ତି । ସେ ଗଳି କ୍ରିକେଟ ହେଉ ଅବା ଅନ୍ତର୍ଜାତୀୟ କ୍ରିକେଟ, ସବୁଥିିରେ ଥାଏ ପ୍ରତ୍ୟକଙ୍କ ତୀକ୍ଷ୍ଣ ନଜର । ସେହିପରି ଆଇପିଏଲ ଏମିତି ଏକ ସୁଯୋଗ ବା ପ୍ଲାଟଫର୍ମ ଯେଉଁଥିରେ ବିଶ୍ୱର ପ୍ରତେକ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରିଥାନ୍ତି । ଆଇପିଏଲକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଭାବରେ ବିବେଚିତ କରାଯାଏ। ବିଶ୍ୱର…

Read More

ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…

Read More

କିଛିଦିନରେ ଓଡ଼ିଶାରେ ଏହି ଖେଳ କରିବାକୁ ଯାଉଛି ବିଜେପି…. ଲୋକସଭା ଆସନରେ ଆହୁରି ହାଇ ପ୍ରୋଫାଇଲ ପ୍ରାର୍ଥୀ….. ବିଜେଡି ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ୱର,୨୯/୪(ବ୍ୟୁରୋ): କର୍ନାଟକ ନିର୍ବାଚନ ସରିଯାଇଛି। ଫଳାଫଳ ଯାହା ହେଉ ନା କାହିଁକି ଆଗାମୀ ଦିନରେ ଓଡ଼ିଶାରେ ସକ୍ରିୟ ହେବ ବିଜେପି। ମେ ମାସ ଶେଷ ଆଡକୁ ଉପକୂଳ ଓଡ଼ିଶାରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ରଖାଯିବ। ରାଜ୍ୟର ସାଙ୍ଗଠନିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ। ନୂତନ ଭାବେ ପ୍ରଭାରୀ ନିଯୁକ୍ତ ହୋଇଥିବା ସୁନୀଲ ବଂଶଲଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟରେ ବିଜେପିର…

Read More

ନବୀନ ନିବାସରୁ ଆସିଲାନି ଡାକରା,ଚିନ୍ତାରେ ଅନୁଗୁଳ ରାଜନୀତିର ପିତା-ପୁତ୍ର….ନୂଆ ମୁହଁ ଖୋଜୁଛି ଦଳ….

ଅନୁଗୁଳ,୨୮/୪(ବ୍ୟୁରୋ): ସାଧାରଣ ନିର୍ବାଚନକୁ ପ୍ରାୟ ବର୍ଷକରୁ କମ୍ ସମୟ ରହିଛି। ତେଣୁ ଶାସକ ଦଳ ବିଜେଡି ପୂର୍ବ ପ୍ରସ୍ତୁତିକୁ ବ୍ୟାପକ ଗୁରୁତ୍ୱ ଦେଉଛି। ପ୍ରାୟ 70 ଜଣଙ୍କୁ ପୁନର୍ବାର ଟିକେଟ ଦେବା ପାଇଁ ଦଳ ସ୍ଥିର କରିଛି। ଏଥିପାଇଁ ଗତ କିଛି ଦିନ ପୂର୍ବେ ନବୀନ ନିବାସକୁ ପ୍ରାୟ ୭୦ଜଣ ବିଧାୟକଙ୍କୁ ଡକାଯାଇଥିଲା। ଏହି ବିଧାୟକମାନଙ୍କ ସ୍ଥିତି ନିଜ ଅଞ୍ଚଳରେ ଭଲ ରହିଛି ବୋଲି କୁହାଯାଉଛି। ଦଳର ଆଭ୍ୟନ୍ତରିଣ ସର୍ଭେରେ ଯେଉଁ ବିଧାୟକଙ୍କ ସ୍ଥିତି ଭଲ ରହିଥିବା…

Read More

ବିଜୟ ମହାପାତ୍ର-ଦିଲ୍ଲୀପ ରାୟଙ୍କୁ ନେଇ ସୁନୀଲ ବଂଶଲଙ୍କ କଣ ରହିଛି ପ୍ଲାନ… ଜାଣନ୍ତୁ…..

ଭୁବନେଶ୍ୱର,୨୭/୪(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବରିଷ୍ଠ ନେତାଙ୍କ ଗତିବିଧି ନେଇ ଆଲୋଚନା ଆରମ୍ଭ ହୋଇଯାଇଥାଏ। ଓଡ଼ିଶା ରାଜନୀତିରେ ଏପରି ଦୁଇ ବରିଷ୍ଠ ରାଜନେତା ହେଉଛନ୍ତି- ବିଜୟ ମହାପାତ୍ର ଏବଂ ଶିଳ୍ପପତି ଦିଲ୍ଲୀପ ରାୟ। ତେଣୁ ଏମାନଙ୍କର କଣ ରଣନୀତି ହେବ, ସେ ନେଇ ପ୍ରମୁଖ ଗଣମାଧ୍ୟମ ତଥାକଥିତ ବିତର୍କ ଜାରି ରଖିଥାନ୍ତି। ବିଜୟ ମହାପାତ୍ର ନିଜେ ସକ୍ରିୟ ହେବା ସହ ପୁତ୍ରକୁ ମଧ୍ୟ ସକ୍ରିୟ କରିସାରିଲେଣି। ସେହିପରି ଦିଲ୍ଲୀପ ରାୟ ରାଜନୀତିରୁ ଦୂରତ୍ୱ ରକ୍ଷା…

Read More

ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ…

Read More