ଜଳୁଛି ବାଲାଂଦେଶ : ପରିସ୍ଥିତି ଉପରେ ନଜର ରଖିଛି ଭାରତ, ସର୍ବଦଳୀୟ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର
ନୂଆଦିଲ୍ଲୀ : ପଡୋଶୀ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଆଜି ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ବସିଯାଇଛି। କିଛି ମିନିଟ୍ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି। ବିଶେଷ କରି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆମ ଦେଶ ଉପରେ କଣ ପ୍ରଭାବ ପକାଇବ। ଏଥି ସହିତ ରାଷ୍ଟ୍ର ଭାବେ କେଉଁ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ କି ପଦକ୍ଷେପ ନିାଯିବ, ସେ ନେଇ ଆଲୋଚନା କରାଯାଇଛି। ସଂସଦ ଭବନ ପରିସରରେ ବସିଥିବା…
