ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରି କୋଟି କୋଟି ଟଙ୍କା ଲାଭ କଲେ ଏଲୋନ୍ ମସ୍କ

ଆମେରିକା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଏଲୋନ୍ ମସ୍କଙ୍କ ନାମ ପ୍ରଥମ ଭାଷଣରେ ଉଲ୍ଲେଖ କରିଛନ୍ତି। ତାଙ୍କର ସମର୍ଥନ ପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ନିର୍ବାଚନରେ ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ର ମାଲିକ ଏଲୋନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରିଥିଲେ। X ରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ତାଙ୍କର ପୋଷ୍ଟଗୁଡିକ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏଥିପାଇଁ ତାଙ୍କୁ ଅତୁଳନୀୟ ପୁରସ୍କାର…

Read More

ଦ୍ଵିତୀୟ ଥର ପାଇଁ ହ୍ୱାଇଟ ହାଉସର ମାଲିକ ହେବାକୁ ଯାଉଛନ୍ତି ଡୋନାଲ ଟ୍ରମ୍ପ

ଆମେରିକା; ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି | ଏହି ସମୟରେ ଆମେରିକାର ମିଡିଆ ଆଉଟଲେଟ୍ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ ନିର୍ବାଚନ ପ୍ରଚାର ସମୟରେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଧ୍ୟାନ ୭ ଟି ସ୍ୱିଙ୍ଗ୍ ରାଜ୍ୟ ଉପରେ ଥିଲା, ଯେଉଁଥିରେ ଟ୍ରମ୍ପ ଆଗରେ ରହିଛନ୍ତି। ଏହି ୭ଟି ଆସନରୁ ଡୋନାଲ୍ଡ ଟ୍ରମ୍ପ  ଦୁଇଟିରେ ବିଜୟ ହାସଲ କରିଛନ୍ତି। ସୂଚନାଯୋଗ୍ୟ ୫୩୮ ଟି ସିଟରେ …

Read More

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଦାବି ଉପସ୍ଥାପନ କଲା ଭାରତ

ନୂଆଦିଲ୍ଲୀ: ଏକ ସୂତ୍ରରୁ ଜଣାପଡିଛି ଯେ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧ ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଚିଠି ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ।…

Read More

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2024 ଖବର କଣ ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: (ବିଜୟ ସାହୁ)-ବର୍ଷେ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇ ଆସନ୍ତା ମଙ୍ଗଳବାର ସରିବାକୁ ଯାଉଛି, ତଥାପି ଆମର ମୁଖ୍ୟ ମିଡିଆରେ କୌଣସି ଚର୍ଚ୍ଚା ନାହିଁ । ସବୁଠାରୁ ପରିତାପର ବିଷୟ ଯେ ଆମର ଜଣେ ଭାରତୀୟ କନ୍ୟା ହୁଏତ ଏଥର ଆମେରିକା ଇତିହାସ ରେ ପ୍ରଥମ ମହିଳା ରାଷ୍ଟ୍ରପତି ହେଇ ଇତିହାସ ସୃଷ୍ଟି କରି ପାରନ୍ତି, ତଥାପି ଭାରତର ମିଡିଆ ସିଆଡେ ଧ୍ୟାନ ଦେଇ ନାହାନ୍ତି । ଆଗାମୀ 6/ 7 ତାରିଖରେ…

Read More

ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ : ପ୍ରତି ମାସ ପହିଲାରୁ ଦର ଦାମରେ ପରିବର୍ତ୍ତନ ଦେଖାଦେଇଥାଏ । ସେହିପରି ନଭେମ୍ବର ମାସର ଆରମ୍ଭରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଛି। ଏବଂ ୫ କେଜି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।ଦିଲ୍ଲୀରେ…

Read More

ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା । ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି…

Read More

ଆତଙ୍କବାଦୀ ଗୁଳିରେ ୨ ଯବାନ ସହିଦ

ଜମ୍ମୁ-କାଶ୍ମୀର : କାଶ୍ମୀରରୁ ଆସିଲା ଦୁଃଖ ଖବର।ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ| ଏଥିରେ ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀ ରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ…

Read More

ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଲା ହମାସ ମୁଖ୍ୟ ୟାହୟା ସିନୱାର

ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ…

Read More

୧୦ ବର୍ଷ ପରେ ଜମ୍ମୁ – କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସତୀଶ…

Read More

ବିପର୍ଯ୍ୟୟ ଆଣିଛନ୍ତି ହରିୟାଣା କଂଗ୍ରେସ ନେତା

ଚଣ୍ଡୀଗଡ଼: (ପ୍ରଧାନ ରଙ୍ଗା ଚରଣ)-କଂଗ୍ରେସ ୩୯.୩% ଭୋଟ।ବିଜେପି  ୩୯.୯ % ଭୋଟ ।‌ ଅତଏବ ବିଜେପି କଂଗ୍ରେସ ଠାରୁ ୦.୬% ଅଧିକ ଭୋଟ ପାଇଲା । ତେଣୁ ବିଜେପି କଂଗ୍ରେସ ଠାରୁ ୧୧ ଟି ଆସନ ଅଧିକ ପାଇଲା ।‌ ଯଦି ଏଥି ମଧ୍ୟରୁ ୬ଟି ଆସନ କଂଗ୍ରେସ ନେଇ ଯାଇଥାନ୍ତା ତେବେ ଆଜି ସେଠାରେ କଂଗ୍ରେସ ସରକାର ଗଢିଥାନ୍ତା ଆପ୍ ୧.୭% ଭୋଟ ପାଇଛି । ଯେବେ ଠାରୁ ଶୁଶିଲ ଗୁପ୍ତା ହରିଆଣା ଆପ୍ ଦାୟିତ୍ୱ…

Read More