ଶପଥ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ…

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନରେନ୍ଦ୍ର ମୋଦି। ୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା। ନିର୍ବାଚନ ବେଳେ  ପ୍ରତିଶ୍ରୁତି ଦେଇଥିଲେ ମୋଦି। ଏହାକୁ ପୂରଣ କରିବା ପାଇଁ ତୃତୀୟ ପାଳି ସରକାର ଆରମ୍ଭ ହେବା ସହ ଦାୟିତ୍ୱ ନେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି।…

Read More

ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି…

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ତୃତୀୟ ଥର ଭାବେ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି । ଶପଥ ଗ୍ରହଣ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ରର ଅତିଥି ଉପସ୍ଥିତ ରହିଛନ୍ତି । ସୂଚନା ଅନୁଯାୟୀ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପାଞ୍ଚ ଦିନ ପରେ ନୂତନ…

Read More

ଏବେ ଯାଏଁ ସ୍ଥିର ହୋଇପାରୁନି ରାଜ୍ୟରେ ସରକାର ଗଠନ …

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ବହୁମତ ପାଇ ସାରିବା ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏନେଇ ଦଳ ଭିତରେ ଚାଲିଛି ମାନସ- ମନ୍ଥନ। ତେବେ ଏହାରି ଭିତରେ ସ୍ଥିର ହୋଇପାରୁନାହିଁ ରାଜ୍ୟରେ ନୂଆ ସରକାର ଗଠନ ।  ଜୁନ ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଳମ୍ବ ହେଉଛି ଶପଥ ଗ୍ରହଣ…

Read More

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି, ଜି -୨୦ ପରି ଏହି ସମାବେଶରେ ରହିବ ସୁରକ୍ଷା ବ୍ୟବସ୍ଥା…

ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁନ ୯) ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ଦିଲ୍ଲୀ ରବିବାର ଦିନ (ଆସନ୍ତାକାଲି) ହାଇ ଆଲର୍ଟରେ ରହିବ। ପାରାମିଲିଟାରୀ କର୍ମଚାରୀ, ଏନଏସଜି କମାଣ୍ଡୋ, ଡ୍ରୋନ୍ ଏବଂ ସ୍ନାଇପରଙ୍କର ପରି ବହୁ ଉଚ୍ଚ ସ୍ତରୀୟ ସୁରକ୍ଷା ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ନି‌ୟୋଜିତ…

Read More

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..

ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…

Read More

ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ…

ଏଥର ଶୀଘ୍ର ଆସିବ  ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ପହିଲା ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମାଲ’…

Read More

ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହରେ ଗଲାଣି ୧୩ ଜଣଙ୍କ ପ୍ରାଣ…

ରାଜସ୍ଥାନରେ ପ୍ରବଳ ଖରା ଓ ଗରମରେ  ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ ଫାଲୋଦିରେ ୪୯ ଡିଗ୍ରୀ ତାପମାତ୍ରା ଅତିକ୍ରମ କରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ବିକାନେର, କୋଟା, ଗଙ୍ଗାନଗର, ଜୈସେଲମେର, ବାରମେର ତାପମାତ୍ରା ୪୫ ଅତିକ୍ରମ କରିଛି। ତାପମାତ୍ରା ଆହୁରି ୨ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସେହିପରି ପୂର୍ବରୁ” ଲୁ ‘ ନେଇ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Read More

ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

Read More

ଆସୁଛି ବର୍ଷା, ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି …

ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି। ଆଜି ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅବପାତର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି…

Read More

ପ୍ରଚଣ୍ଡ ତାତିରେ ସିଝୁଛି ଦେଶ, ‘ଲୁ ‘ ପ୍ରତି ସାବଧାନ କଲା ଆଇଏମଡି…

ନୂଆଦିଲ୍ଲୀ:  ପ୍ରଚଣ୍ଡ ତାତିରେ ସିଝୁଛନ୍ତି ଦେଶ ଓ ରାଜ୍ୟବାସୀ। ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷ କରି ଉତ୍ତର ଭାରତରେ ତାପମାତ୍ରା ଅତ୍ୟଧିକ ରହିଥିବାରୁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ଏହା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମି ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଆହୁରି ବୃଦ୍ଧି ପାଇବାକୁ ଯାଉଥିବାରୁ ‘ଲୁ’ ପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନ ଠାରୁ…

Read More