ବାଂଲାଦେଶ ହିଂସା; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା …
ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିପକ୍ଷରେ ପ୍ରତିବାଦ ହେବା ପରେ। ସୋମବାର ପ୍ରଧାନମନ୍ତ୍ରୀ ଶେଖ ହସିନା ତୁରନ୍ତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ଦେଶର ରାଜଧାନୀ ଢ଼ାକା ଛାଡ଼ିଛନ୍ତି। ସୂଚନାଯୋଗ୍ୟ ସେ ଦେଶ ଛାଡ଼ିବା ପରେ ତ୍ରିପୁରାର ରାଜଧାନୀ ଅଗରତାଲା ହେଲିକ୍ୟାପ୍ଟର ଯୋଗେ…
