ଖଜୋରାହା ଜାଭେରୀ
ମନ୍ଦିର ବେଢାର ଭଗ୍ନ ବିଷ୍ଣୁ

ନୂଆଦିଲ୍ଲୀ : (ବିଜୟ ସାହୁ)-ମଧ୍ୟପ୍ରଦେଶର ଖଜୋରାହା ଜାଭେରୀ ଜାଭେରୀ ମନ୍ଦିର କାନ୍ଥରେ ଥିବା ବିଷ୍ଣୁ ମୂର୍ତ୍ତିକୁ ମରାମତି ନିର୍ଦ୍ଦେଶ ଦେବା ପାଇଁ ଜନୈକ ବିଷ୍ଣୁ ଶ୍ରଦ୍ଧାଳୁ ( ସଙ୍ଘ ପରିବାର) ସୁପ୍ରିମ କୋର୍ଟରେ ଗୋଟିଏ Public Interest Litigation ଦାଖଲ କରିଥିଲେ । 16 ସେପ୍ଟେମ୍ବରରେ ଏହାର ଶୁଣାଣୀ କରି ମୁଖ୍ୟ ନ୍ୟାୟାଧୀଶ କହିଲେ ଏହା ଏକ Purely Publicity Interest Letigation , ସୁପ୍ରିମକୋର୍ଟର ବିଚାର ଅଧୀନରେ ଆସୁନାହିଁ ।  ଆବେଦନକାରୀ ରାକେଶ ଦଲାଲ ଯୁକ୍ତି…

Read More

ନେପାଳ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଓ ଆହ୍ୱାନ

କାଠମାଣ୍ଡୁ : (ବିଜୟ ସାହୁ)-ପ୍ରେସିଡେଣ୍ଟ ରାମଚନ୍ଦ୍ର ପୌଡେଲ ଗତକାଲି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶ୍ରୀମତୀ ସୁଶୀଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି ।ଓ ଶପଥପାଠ ପରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି ।ଆଗାମୀ 5 ମାର୍ଚ୍ଚ 2026ରେ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆମେ ଆଶା କରିବା ନେପାଳର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀମତୀ କାର୍କିନେପାଳ ଜନତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟ କରିବେ ।କିନ୍ତୁ…

Read More

ନେପାଳ ବିଦ୍ରୋହ : ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ

କାଠମାଣ୍ଡୁ : (ନରେନ୍ଦ୍ର ମହାନ୍ତି)-ନେପାଳୀ ଯୁବକ ଏବଂ ଛାତ୍ରଙ୍କ ଆନ୍ଦୋଳନ ଏକ ଗୌରବମୟ ପଦକ୍ଷେପ ସୃଷ୍ଟି କରିଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହାର ଅରାଜକତା, ବର୍ବର ଏବଂ ଦିଗହୀନ ଦୃଶ୍ୟ ଦେଖାଗଲା। ବିଗତ ୧୫୦ ବର୍ଷ ମଧ୍ୟରେ ଏଠାରେ ଅନେକ ଆନ୍ଦୋଳନ ହୋଇଥିଲା, ଅନେକ ନିଜର ବଳିଦାନ ଦେଇଥିଲେ, କିନ୍ତୁ ଜନସାଧାରଣ ପକ୍ଷାଘାତର ଜିଦ୍ ରୁ ମୁକ୍ତି ପାଇପାରିଲେ ନାହିଁ। ନିଶ୍ଚିତ ଭାବରେ, ୧୯୯୬ ରେ ମାଓବାଦୀଙ୍କ ନେତୃତ୍ୱରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ୨୦୦୮…

Read More

ବଡ଼ ବିତର୍କ : ରାଷ୍ଟ୍ରପତି, ସଂସଦ ଓ ନିୟମ

ନୂଆଦିଲ୍ଲୀ:(ବିଜୟ  ସାହୁ)-ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ Reference ପ୍ରଶ୍ନକୁ ସୁପ୍ରିମ କୋର୍ଟ ରାୟରେ ସମସ୍ତ ସାମ୍ବିଧାନିକ ପ୍ରଶ୍ନର ଉତ୍ତର ଦିଆ ସରିଛି । ତେଣୁ ରାଷ୍ଟ୍ରପତିଙ୍କ Reference ଅପ୍ରୟୋଜନ ।ସମ୍ବିଧାନର ଅନୁଛେଦ 145(3) ଅନୁଯାୟୀ 5ଜଣିଆ ସମ୍ବିଧାନ ବେଞ୍ଚର ଆବଶ୍ୟକତା ନାହିଁ । ଡିଭିଜନ କିମ୍ବା ତିନି ଜଣିଆ ବେଞ୍ଚ ସାମ୍ବିଧାନିକ ପ୍ରଶ୍ନ ଉପରେ ଅତୀତରେ ଉତ୍ତର ଦେଇ ସାରିଛନ୍ତି । ସୁପ୍ରିମକୋର୍ଟ ସମ୍ବିଧାନିକ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଟାଇମ ଲାଇନ ନିର୍ଦ୍ଧାରଣ କରିବା ଜରୁରୀ…

Read More

ଦେବାନନ୍ଦଙ୍କ ଜୀବନ ଦର୍ଶନ

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)-ପାକିସ୍ଥାନର ଦରବାର ଅଲ୍ଲୀ ଶା‌ହ । ଲାହୋର କଲେଜରେ ପଢିବା ବେଳେ ଦେବାନନ୍ଦ  ତାଙ୍କ କ୍ଲାସମେଟ୍ ଥିଲେ । ବୁଢା ଦରବାର ଅଲ୍ଲୀଙ୍କୁ ତାଙ୍କ ଜବାନ ପୁଅ ଥରେ କହିଲା , ଦେଖ ଆବା, ତମ ସାଙ୍ଗ କେତେ ହ୍ୟାଣ୍ଡସମ୍ ଓ ଜବାନ ଦେଖା ଯାଉଛି ‌ । କିନ୍ତୁ ତମେ କାହିଁକି ଏତେ ବୁଢା ଦେଖା ଯାଉଛ ? ଦରବାର ଅଲ୍ଲୀ ଉତ୍ତର ଦେଲେ , ଦେବାନନ୍ଦ ସବୁବେଳେ ସୁନ୍ଦର…

Read More

ଅନୁଚ୍ଛେଦ 142 ଆଧାରରେ ଆମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ପାଇଁ Straightjacket formula ନିର୍ଣ୍ଣୟ କରି ପାରିବୁ କି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ମନୁ ସିଙ୍ଘଭିଙ୍କ ଉତ୍ତର – ଅନୁଛେଦ 200 ଓ 201ରେ ଉଲ୍ଲେଖ କ୍ଷମତା ପ୍ରୟୋଗ ପାଇଁ ସାଧାରଣ ଟାଇମ ଲାଇନ ଜରୁରୀ ।” Contemporaneous realities of huge delay “କୁ ଦୃଷ୍ଟିରେ ରଖି କୋର୍ଟ Ivory tower ମତ ଗ୍ରହଣ କରି ପାରିବେ ନାହିଁ । ତେଣୁ ସାଧାରଣ ଟାଇମ ଲାଇନ ଜରୁରୀ । ଜଷ୍ଟିସ ବିକ୍ରମ ନାଥଙ୍କ ଟିପ୍ପଣୀ : ଅନୁଛେଦ 200 ଓ 201 ରେ ସମୟ ସୀମା…

Read More

ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ? ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦…

Read More

ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ

ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି । 2014 ଲୋକସଭା…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ

କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ ।  ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…

Read More