Mark Tully ଭାରତୀୟଙ୍କ ବିଶ୍ୱ ସ୍ୱର

ନୂଆଦିଲ୍ଲୀ :(ନରେନ୍ଦ୍ର ମହାନ୍ତି)-ସାର୍ ମାର୍କ ଟୁଲି ୨୪ ଅକ୍ଟୋବର ୧୯୩୫ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୦ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଯାଇଛି। କଲିକତାରେ ଜନ୍ମିତ ବ୍ରିଟିଶ–ଭାରତୀୟ ସାମ୍ବାଦିକ ମାର୍କ ଟୁଲି ସକ୍ରିୟ ସାମ୍ବାଦିକତାରୁ ଅବସର ନେବା ପୂର୍ବରୁ ଭାରତୀୟ ଉପମହାଦେଶରେ ଗୋଟିଏ କିମ୍ବଦନ୍ତୀ ସମ ଚରିତ୍ର ପାଲଟି ଯାଇଥିଲେ। ପାଦ୍ରୀ ଭାବରେ ଯୋଗ ଦେବାକୁ ଥିବା ଟୁଲି ୧୯୬୪ ମସିହାରେ ବିବିସିରେ ଯୋଗ ଦେଇ ପ୍ରାୟ ତିନି ଦଶନ୍ଧି ଧରି କାମ କରିଥିଲେ…

Read More

UGCର ନୂଆ ନିୟମ ଓ ଭାଲଚନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)-ୟୁଜିସିର ନୂଆ ନିୟମାବଳୀ ଶିକ୍ଷାୟତନରେ କେବଳ ଜାତିଗତ ନୁହେଁ ବରଂ ଧର୍ମ, ଜାତି, ଭାଷା, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଉପରେ ଆଧାରିତ ସମସ୍ତ ପ୍ରକାରର ବିଦ୍ଵେଷ ବିରୁଦ୍ଧରେ ଉଦ୍ଦିଷ୍ଟ । ଅତଏବ କେବଳ ଉଚ୍ଚ ଜାତିର ଲୋକଙ୍କୁ ହିଁ ବିଦ୍ଵେଷକାରୀ ବୋଲି ଦର୍ଶାଇ ଏହି ନିୟମ ଅଣାଯାଇଛି ବୋଲି ଯାହା ପ୍ରଚାର କରାଯାଉଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ମୂଳକ ଅଟେ । ଯଦି ଜଣେ ଏସସି ଛାତ୍ର ଆଉ…

Read More

USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ

New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି…

Read More

ଇନ୍ଦିରା ଗାନ୍ଧୀ ଓ ଶେଖ ହସିନା – ମେଳ ଅଳପ – ଅମେଳ ବହୁତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କକନ୍ୟା ଇନ୍ଦିରା ଗାନ୍ଧୀ । ସେମିତି ବଙ୍ଗଳା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରହମନଙ୍କ କନ୍ୟା ଶେଖ ହସିନା । ଏହା ହେଲା ଉଭୟଙ୍କ ଭିତରେ ବଡ଼ ମେଳ । କିନ୍ତୁ ବଡ଼ ଅମେଳ ହେଲା ନେହରୁଙ୍କ କନ୍ୟା ପିଲା ଦିନୁ ରାଜନୈତିକ ପରିବେଶରେ ବଢି ଥିଲେ ଓ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ବିଶ୍ୱ ନେତା ଓ ବିଶ୍ଵ କୂଟନୀତି ସମ୍ପର୍କରେ ପ୍ରତ୍ୟକ୍ଷ…

Read More

RSS@100 : ହିନ୍ଦୁରାଷ୍ଟ୍ର ବିଚାର ଓ ଇଂରେଜ ମୋହର

ନୂଆଦିଲ୍ଲୀ :(ବିଜୟ ସାହୁ)-ସାବରକର ଓ ଗୋଲୱାକରଙ୍କ ହିନ୍ଦୁ ରାଷ୍ଟ୍ର ଦର୍ଶନ ଇଂରେଜ ଶାସକ ମଧ୍ୟ ଉନବିଂଶ ଶତାବ୍ଦୀରେ ମୋହର ମାରିଥିଲେ । ସେତେବେଳେ ଭାରତରେ ଏହି ଦୁଇ ହିନ୍ଦୁତ୍ୱ ଦାର୍ଶନିକଙ୍କ ପ୍ରଭାବ କେବଳ ତଦାନୀନ୍ତନ କେନ୍ଦ୍ର ପ୍ରୋଭିନ୍ସ ଓ ମହାରାଷ୍ଟ୍ରର ନାଗପୁରର ସୀମିତ ଅଞ୍ଚଳରେ ବ୍ରାହ୍ମଣଙ୍କ ମଧ୍ୟରେ ଥିଲା । ବ୍ରିଟେନର ଜଣେ ରାଜନୀତିଜ୍ଞ ଥିଲେ   ସ୍ତ୍ୟାନଲେ ବାଲଡ଼ୱିନ । ସେ କନଜର୍ଭେଟିଭି ପାର୍ଟିରୁ ପ୍ରଥମ ବିଶ୍ଵଯୁଦ୍ଧ ପରେ ଓ ଗ୍ରେଟ ଡିପ୍ରେସନ ସମୟରେ ତିନି ଥର…

Read More

RSS@100 : ଶଙ୍କର ପ୍ରଜାତିର ବୈଜ୍ଞାନିକ ପ୍ରୟୋଗ

ଭୁବନେଶ୍ୱର : (ବିଜୟ ସାହୁ)-ହିଟଲର ଆତ୍ମଜୀବନୀ Mein Kamph ରୁ ବିଶୁଦ୍ଧ ଆର୍ଯ୍ୟ ସନ୍ତାନ ଜନ୍ମ କଥା ଆମେ ଜାଣିଛେ । ନ ଜାଣିଥିଲେ ଅନ୍ତତଃ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଶତବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଜାଣିବା ଉଚିତ । ପୁସ୍ତକଟି କେବଳ ଜର୍ମାନୀ ଛଡା ସବୁଆଡେ ମିଳୁଛି । ଏହାର ବଡ଼ ଭଲ୍ୟୁମଟି କିଣିଲେ ଭଲ, କାରଣ ଏଥିରେ A Prelude to Genocide ଅଧ୍ୟାୟଗୁଡ଼ିକ ମଧ୍ୟ ରହିଛି ଓ ନାଜୀ ବିଭୀଷିକାର ଫଟୋଚିତ୍ର…

Read More

Bihar 2025 Votes : ପ୍ରଶାନ୍ତ କିଶୋର କାହିଁକି ତେଜସ୍ୱୀଙ୍କ ବିରୋଧରେ ଛିଡା ହେଲେ ନାହିଁ…..

ପାଟନା: (ଅବିନାଶ ମହାପାତ୍ର)-  ବିହାରର ପାଟନାରେ କିଛିଦିନ ତଳେ ବରିଷ୍ଠ ସାମ୍ବାଦିକା ନାଭିକା କୁମାର, ପ୍ରଶାନ୍ତ କିଶୋରଙ୍କୁ ଏକ ସାକ୍ଷାତକାରରେ ପଚାରିଲେ ଦିଲ୍ଲୀର କେଜରୀୱାଲଙ୍କ ପରେ ସାରା ଦେଶରେ ଆପଣଙ୍କର ଜନ ସୁରାଜ ପାର୍ଟି ଦ୍ବିତୀୟ ପଲିଟିକାଲ୍ ଷ୍ଟାର୍ଟ ଅପ୍। ୩ ବର୍ଷରେ ଏହାର ସଫଳତା କେତେ ବୋଲି ଆପଣ ଅନୁଭବ କରୁଛନ୍ତି। ପ୍ରଶାନ୍ତଙ୍କ ଉତ୍ତର ସଫଳତା କିମ୍ବା ବିଫଳତାକୁ ନେଇ ନଥିଲା। ସେ କହିଲେ ଆପଣଙ୍କ ପ୍ରଶ୍ନ ହି ଭୁଲ୍ ଅଛି। ଦେଶରେ ଯଦି ପ୍ରଥମ…

Read More

ସମାନତା – ସାମାଜିକ ନ୍ୟାୟର ପ୍ରତୀକ ଭାରତରତ୍ନ କର୍ପୁରୀ ଠାକୁର ଓ ତାଙ୍କ ନାତୁଣୀ ଜାଗୃତୀଙ୍କର କାହାଣୀ

ପାଟନା : (ଅବିନାଶ ମହାପାତ୍ର)-ବିହାର ରାଜନୀତିରେ ଅନେକ କଥା ଓ କାହାଣୀ ରହିଛି। ଭାରତର ରାଷ୍ଟ୍ରୀୟ ରାଜନୀତିକୁ ଏହା ସବୁବେଳେ ପ୍ରଭାବିତ କରିଛି। ୟୁପି ଓ ବିହାର ଦୁଇଟି ପ୍ରମୁଖ ରାଜ୍ୟ ଭାବେ ୧୨୦ରୁ ଅଧିକ ସାଂସଦଙ୍କୁ ଦିଲ୍ଲୀକୁ ପଠାଉଥିବାରୁ ଏଠାକାର ସ୍ଥାନୀୟ ସମସ୍ୟା ମଧ୍ୟ ଜାତୀୟ ସମସ୍ୟାଭାବେ ଚର୍ଚ୍ଚା ହୁଏ। ଏଥରର OBC ଜାତି ଜନଗଣନା ହେଉ କିମ୍ବା SIR ବିବାଦ। ପୂର୍ବରୁ ୟୁପିଏ ସରକାର ସମୟରେ ଲାଲୁ ଯାଦବଙ୍କ ସମର୍ଥନ ପାଇଁ ଯେମିତି ସରକାର…

Read More

Bihar Election 2025 : ଅଲିନଗରର ସାମାଜିକ ସମୀକରଣ ଓ ବିଜେପିର ମୈଥିଲି ଠାକୁର 

ପାଟନା : (ଅବିନାଶ ମହାପାତ୍ର)-ଆର ମାସରେ ବିହାରର ବିଧାନସଭା ନିର୍ବାଚନ। ସେହିକ୍ରମରେ ଆଜି ବିଜେପି ରାଜ୍ୟରେ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୨ ଜଣିଆ ତାଲିକାରେ ମୈଥିଲି ଠାକୁରଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା।  ପ୍ରସିଦ୍ଧ ଲୋକଗାୟିକାଙ୍କୁ ଯୁବ ସମାଜର ପ୍ରତିନିଧି ଭାବେ ମିଥିଳାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ମୈଥିଲୀ ଠାକୁରଙ୍କୁ ଦର୍ଭଙ୍ଗା ଜିଲ୍ଲାର ଅଲିନଗର ବିଧାନସଭା କ୍ଷେତ୍ରରୁ ପ୍ରତ୍ୟାଶୀ କରାଯିବା ପରେ ଏଠାକାର ଭୋଟର ଓ ସାଂପ୍ରତିକ ସ୍ଥିତିକୁ ନେଇ ବେଶ୍…

Read More

ବିହାର ରାଜନୀତିରେ ‘X’ ଫ୍ୟାକ୍ଟର ହେବେ କି ପ୍ରଶାନ୍ତ କିଶୋର ?

ପାଟନା :(ଅବିନାଶ ମହାପାତ୍ର)- ଆସନ୍ତା ମାସରେ ବିହାରର ବିଧାନସଭା ନିର୍ବାଚନ। ସେହି କ୍ରମରେ ସବୁଦିନ ବିହାର ରାଜନୀତି ଉପରେ କିଛି ଲେଖିବା କ୍ରମରେ ଆଜି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଯାତ୍ରା ଓ ବିହାରରେ ଏବେ ସେ କାହିଁକି ଅଧିକ ଚର୍ଚ୍ଚାରେ ଏହାକୁ ନେଇ ବିଶ୍ଳେଷଣ। ବହୁତ ଲୋକ କହୁଛନ୍ତି ଜାତି ଭିତ୍ତିକ ଭୋଟଦାନ ମଧ୍ୟରେ ପ୍ରଶାନ୍ତଙ୍କ ବିକାଶ, ବେରୋଜଗାର ଓ ପଳାୟନ ଆଦୌ ପ୍ରସଙ୍ଗ ହେବନାହିଁ। ମୁସଲିମ, ଯାଦବ, ଠାକୁର ଓ ବ୍ରାହ୍ମଣଙ୍କୁ ନେଇ…

Read More