ସ୍ୱର ବଦଳାଇଲାଣି କଂଗ୍ରେସ, ବହୁଜନ ସମାଜ ନିକଟତର ହେବାକୁ ଚେଷ୍ଟା..ସୋନିଆ ଦେଲେ ସଙ୍କେତ

ନୂଆଦିଲ୍ଲୀ : ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ମଣ୍ଡଳ କମିଶନ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ସୁପାରିସ୍ କଂଗ୍ରେସ ବହୁମତରେ ଥିବା ସତ୍ତ୍ୱେ ଲାଗୁ କରିପାରି ନ ଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଏହି ସୁପାରିଶ୍ ଲାଗୁ କରିପାରି ନ ଥିଲେ। ମାତ୍ର ମେଣ୍ଟରେ ଥିବା ଭି.ପି ସିଂଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲା। କଂଗ୍ରେସ ଏହାକୁ ବିଧିବଦ୍ଧ ଭାବେ ପି.ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲା। ମାତ୍ର ଏହାକୁ…

Read More

ମ୍ୟାଚ୍ ଫିକ୍ସିଂ ଘଟଣାର ମୁଖାଖୋଲିଲା ଆଇସିସି, ଯେଉଁଥିରେ ସାମିଲ୍ ଅଛନ୍ତି ୩ ଭାରତୀୟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ୟୁଏଇରେ ଖେଳାଯାଇଥିବା ଏମିରେଟ୍ସ ଟି 10 ଲିଗରେ ଆସିଛି ଦୁର୍ନୀତି ଅଭିଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୩ ଜଣ ଭାରତୀୟଙ୍କ ବ୍ୟତୀତ ୮ ଜଣ ବ୍ୟକ୍ତି ଏବଂ କିଛି ଅଧିକାରୀ ଅଭିଯୋଗ ନାମରେ ଏମିତି କିଛି ଅଭିଯୋଗ ଆଣିଛି। ସେମାନଙ୍କ ମଧ୍ୟରେ ୨ ଜଣ ଦଳର ମାଲିକ ଅଟନ୍ତି। ଏହା ବ୍ୟତୀତ ବାଂଲାଦେଶ ଦଳର ପୂର୍ବତନ ଖେଳାଳି ନାସିର ହୁସେନ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।ଦୁର୍ନୀତି କାର୍ଯ୍ୟକଳାପରେ…

Read More

ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି…

Read More

ପରସ୍ପରକୁ ଦେଲେ ଏହି ଅସ୍ତ୍ର, ହେଲେ କାହିଁକି କଲେ ପୁଟିନ୍-କିମ୍

ଭୁବନେଶ୍ୱର : ଏକ ନାଟକୀୟ ଘଟଣା କ୍ରମରେ ଉପହାର ଭାବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ନିଜ ନିଜର ‘ରାଇଫଲ୍‌’ ଅଦଳ ବଦଳ କରି ପରସ୍ପରକୁ ପ୍ରଦାନ କରିଛନ୍ତି। ଏନେଇ ଦିନକ ପୂର୍ବରୁ  ‘କ୍ରେମ୍‌ଲିନ୍‌’ ପକ୍ଷରୁ  ଘୋଷଣା କରାଯାଉଛି।  କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ପୁଟିନ୍‌ ଆମେ ଉତ୍ପାଦନ କରୁଥିବା ଉତ୍କୃଷ୍ଟ ଧରଣର ଗୋଟାଏ ରାଇଫଲ୍‌ ଦେଲେ (କିମ୍‌ଙ୍କୁ)। ପ୍ରତି-ଉପହାର…

Read More

ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର

ନୂଆଦିଲ୍ଲୀ : ଦୁଇ ଦିନ ପରେ ବିଶ୍ୱକର୍ମା ପୂଜା। ଏହା ପରେ ଗଣେଶ ପୂଜା। ପୁଣି ଆସିବ ଦଶହରା। ଏହି ସମୟରେ ଗହମ, ଚାଉଳ ଏବଂ ଚିନିର ଆବଶ୍ୟକତା ଅଧିକ ପଡିଥାଏ। ମାତ୍ର ଏହି ସମୟରୁ ଫାଇଦା ନେବା ପାଇଁ କେତେକ ବ୍ୟବସାୟୀ ଅନେଇ ରହିଥାନ୍ତି। ଜାଣିଶୁଣି କୃତ୍ରମି ମହଜୁଦୀକରଣ କରିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ, ଚାଉଳ, ଗହମ…

Read More

କେରଳରେ ଡରାଇଲାଣି ନିଫା

ନିପା ଭୂତାଣୁ ପାଇଁ ଆଜି କେରଳ ସରକାର କୋଜିକୋଡ଼ ଅନ୍ତର୍ଗତ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା କରିଛନ୍ତି । ‘ନିପା’ ଭୂତାଣୁ ଯୋଗୁଁ ଏହି ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲାନିପା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ମଧ୍ୟ ସରକାର କଟକଣା ଓ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷିୟ ବାଳକ ସମେତ ୪ଜଣଙ୍କର ମୃତ୍ୟୁ ଘଟଣାରେ ‘ନିପା’ ଭୂତାଣୁ ସଂକ୍ରମଣ କଥା ସୁନିଶ୍ଚିତ କରାଯିବା ପରେ ରାଜ୍ୟ ସରକାର ଏଭଳି…

Read More

ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା

ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ…

Read More

G-20 submit; ଜି – ୨୦ ହେଲା ଜି – ୨୧ ଜଣାନ୍ତୁ କେଉଁ ଦେଶକୁ ମିଳିଲା ସଦସ୍ୟ ହେବାର ସୁଯୋଗ…

ଗ୍ରୁପ ଅଫ୍ ୨୦ ନେସନ୍ ବା ଜି –୨୦ ରାଷ୍ଟ୍ର ଗୋଷ୍ଠିର ସଦସ୍ୟ ସଂଖ୍ୟା ୨୧ବ କୁ ବୃଦ୍ଧି ପାଇଛି । ଆଜି ଏଥିରେ ଆଫ୍ରିକାନ ୟୁନିୟନ୍ସକୁ ସ୍ଥାୟୀ ସଦସ୍ୟ ମିଳିଛି ଯାହା ଫଳରେ ଏହି ଦେଶକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଏହି ଦେଶକୁ ସଦସ୍ୟତା ପ୍ରଦାନ କରିବା ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଏ…

Read More

ପ୍ରଥମ ବାଜି ଜିତିଲା ଇଣ୍ଡିଆ ମେଣ୍ଟ, ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇ ଆଣିଲେ ଅଖିଲେଶ, ସୋରେନ

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଆସିଛି। ଉତ୍ତରାଖଣ୍ଡର ବାଗେଶ୍ୱର, ଉତ୍ତରପ୍ରଦେଶର ଘୋସି, କେରଳର ପୁଥୁପଲ୍ଲି, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରି ଏବଂ ତ୍ରିପୁରାର ଧାନପୁର ଓ ବକ୍ସନଗର ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। ଆଜି ଗଣତି ଆରମ୍ଭ ହେବାପରେ ପ୍ରଥମେ ତ୍ରିପୁରାର ୨ଟି ଆସନ…

Read More

ଧୋନିଙ୍କ ସହିତ କାହିଁକି ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତୁ …

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ ଆଜି ମଧ୍ୟ କମିନାହିଁ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂତନ ନାମ ଯୋଡ଼ି ହୋଇଯାଇଛି । ଏବେ ଧୋନି ତାଙ୍କ ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଆମେରିକାର…

Read More