୧୧,୭୦୩ କୋଟି ଟଙ୍କା ଲାଭ ଦେଇଛି ପୂର୍ବତଟ ରେଳବାଇ ଜୋନ୍  

ଭୁବନେଶ୍ୱର : ସାରା ଦେଶରେ ପୂର୍ବତଟ ରେଳପଥ ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍‌। ଗତ ଆର୍ଥିକ ବର୍ଷ ତଥା -୨୦୨୨-୨୩ ରେ ଏହି ଜୋନ୍ ୧୧,୭୦୩ କୋଟି ଟଙ୍କା ଲାଭ କରିଛି। ରେଳବାଇର ସାତଟି ଜୋନ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଜୋନ୍  କ୍ଷତିରେ ଚାଲୁଛି। ପୂର୍ବ ରେଳପଥ ସର୍ବାଧିକ ୬୮୦୩ ‌କୋଟି ଟଙ୍କାର କ୍ଷତି କରୁଛି। ଏହି ରିପୋର୍ଟ ୱିଣ୍ଟୱେଲ୍‌ଥ ପକ୍ଷରୁ ପ୍ରଦାନ କରାଯାଇଛି। ମୋଟ ରାଜସ୍ୱରେ ମାଲ ପରିବହନର ଭାଗ ସର୍ବାଧିକ ୬୮%…

Read More

ଏପର୍ଯ୍ୟନ୍ତ ବି ଟନେଲରେ ଫସିରହିଛନ୍ତି ଶ୍ରମିକ , କ’ଣ କହିଲେ ଟନେଲ ବିଶେଷଜ୍ଞ ଜାଣନ୍ତୁ …

ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଅଗର ମେସିନ୍ ଖରାପ ହୋଇଯିବା ଫଳରେ ଏହି ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଶନିବାର କହିଛନ୍ତି ଯେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ଅଗର ମେସିନ୍ ବିଫଳ ହୋଇଛି।  ଡିକ୍ସ କହିଛନ୍ତି, “ଅଗର ଭାଙ୍ଗିଯାଇ ଖରାପ ହୋଇଯାଇଛି…

Read More

ଆଜି ସଂଧ୍ୟାରେ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ଶ୍ରମିକ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ୨ଟି ପାଇପ୍ ଏପର୍ଯ୍ୟନ୍ତ ଭିତରକୁ ଯିବା ନେଇ ଆଶା କରାଯାଉଛି । ଗୁରୁବାର ରାତିରୁ ସିଲ୍କିୟାରା ଟନେଲରେ ଖନନ କରୁଥିବା ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏବେ ସେହି ପ୍ରତିବନ୍ଧକ ଦୂର ହୋଇଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପିଏମଓର…

Read More

ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି।…

Read More

ଆପଣ ପିଏମ କିଶାନ ପଇସା ପାଇନାହାଁନ୍ତି କି ? ଯଦି ନାଁ ତେବେ ଜାଣି ନିଅନ୍ତୁ କେଉଁଠି କରିବେ ଅଭିଯୋଗ …

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନ ଯୋଜନା ଅଧୀନରେ ୧୫ତମ କିସ୍ତି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୧୮ କୋଟି ଟଙ୍କାର ୧୫ତମ କିସ୍ତି ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନେ ସେମାନଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କାର କିସ୍ତି ପାଇଛନ୍ତି । ଜୁଲାଇ ୨୭ରେ ୧୭ ହଜାର କୋଟି ଟଙ୍କାର ୧୪ତମ କିସ୍ତି ପ୍ରଦାନ କରାଯାଇଥିଲା। ପିଏମ କିଷାନ ଯୋଜନା ଡିସେମ୍ବର ୧,…

Read More

ତୁର୍କୀରେ ହେବ ସର୍ବାଧିକ ମୁଦ୍ରାସ୍ଫୀତି, କେତେ ନମ୍ବରରେ ରହିବ ଭାରତ…

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ବିଶ୍ୱ ଅର୍ଥନୀତିକୁ ୨୦୨୪ ମସିହାରେ ଅଧିକ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି।  ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ସହ  ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶାରଦ ମତ ବ୍ୟକ୍ତି କରିଛନ୍ତି। ‌ଅଶୋଧିତ ତେଲ ଦର ଅଧିକ ଭାରତର ମୁଦ୍ରାସ୍ଫୀତି ଆଶାଠାରୁ ଅଧିକ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌  ଏବେ ଠାରୁ ସତର୍କ କରାଇ ସାରିଲେଣି। ମାତ୍ର  ଅଶୋଧିତ ତେଲ ଦର ୨୦୨୫ରେ…

Read More

ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More

ବିରୋଧୀ ନେତା, ମନ୍ତ୍ରୀଙ୍କ ଫୋନ୍ ସମ୍ପର୍କିତ ସବୁ ଖବର ରଖୁଛନ୍ତି କେନ୍ଦ୍ର ସରକାର

କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀଙ୍କ ସମେତ ଅନେକ ବିରୋଧୀଦଳର ସାଂସଦ ଫୋନ ହ୍ୟାକ ହେଉଥିବା ଅଭିଯୋଗ ଆଣିଛନ୍ତି।ଏହି ନେତାମାନେ ଦାବି କରି କହିଛନ୍ତି କି, ‘ନିଜେ ଆପଲ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି।’ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଏହି ଘଟଣାକୁ ନେଇ କହିଛନ୍ତି, ‘ଆପଲରୁ ସେ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛନ୍ତି।…

Read More

କେଜ୍ରିୱାଲଙ୍କୁ ବାନ୍ଧି ଦେବେ କି ନରେନ୍ଦ୍ର ମୋଦୀ…

 ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛନ୍ତି  | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ କେଜ୍ରିୱାଲଙ୍କୁ ସମନ ପରେ ଏବେ ଆପ ମୁଣ୍ଡ ଉପରେ ଖଣ୍ଡା ବୁଲୁଛି | ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ…

Read More

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା,ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ …

 ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରାଯାଇଛି । ତେବେ ଏଥିପାଇଁ ସରକାରଙ୍କୁ ୧୯୬୯ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୧୧ ଲକ୍ଷ ୭ ହଜାର ୩୪୦ କର୍ମଚାରୀ ଉପକୃତ ହେବେ । ସରକାରଙ୍କ ଏହି…

Read More