ଜି – ୨୦ ସମ୍ମିଳନୀରେ କାହିଁକି ସବୁ ପ୍ରତିନିଧି ମାନଙ୍କୁ ମିଳିବ ୧୦୦୦ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ : ଦୁନିଆର ୨୦ ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରିଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଭାରତ ଏହି ସୁଯୋଗର ଅନେକ ଉପାୟରେ ଲାଭ ଉଠେଇବାକୁ ଚେଷ୍ଟା କରୁଛି | ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶିଖର ସମ୍ମିଳନୀକୁ ଆସୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ…

Read More

ଥରେ ବସି ଗଲେ ଆଉ ଉଠନ୍ତି ନାହିଁ ନରେନ୍ଦ୍ର ମୋଦି…ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଶୀର୍ଷକ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଚୌକିରେ ବସିଲେ ଆଉ ଉଠନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଗତ ସପ୍ତାହରେ ଲଲନଟପର ଏକ କାର୍ଯ୍ୟକ୍ରମରେ ସେ ଏହି ବିଷୟରେ ଅବତାରଣା କରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ  ବନ୍ଧୁ କହିଥିଲେ ଯେତେବେଳେ ନରେନ୍ଦ୍ର ଯୁବକ ଥିଲେ, ଗୁଜରାଟର ଏକ ସହରରେ ତାଙ୍କ କକାଙ୍କ…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ମୋଦିଙ୍କୁ ସୋନିଆଙ୍କ ଚିଠି, କେଉଁ ଦାବି ଦଳର ହୃତ ଗୌରବ ଫେରାଇ ଆଣିପାରେ…ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରିୟ ପ୍ରଧାନମନ୍ତ୍ରୀ I ସଂସଦର ଆସନ୍ତା ସ୍ୱତନ୍ତ୍ର ଅଧିବେଶନରେ କଣ କାର୍ଯ୍ୟସୂଚୀ ରହିଛି । ସେ ନେଇ ସମସ୍ତଙ୍କୁ ଅବଗତ କରାନ୍ତୁ । ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିବାରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚିଠିରେ ଏକାଧିକ ସାମାଜିକ ଏବଂ ଆର୍ଥିକ…

Read More

ନିର୍ବାଚନୀ ଚାନ୍ଦା ଆଦାୟ କରିବାରେ ବିଜେପି ନଂ- ୧

ଭୁବନେଶ୍ୱର : ଦେଶର ଆଠଟି ରାଜନୈତିକ ଦଳର ଘୋଷିତ ସମ୍ପତ୍ତିର ପରିମାଣ ହେଉଛି ୮୮୨୯.୧୫୮ କୋଟି ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ଆଠଟି ଦଳର ଏତିକି ସମ୍ପତ୍ତି ଦର୍ଶାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏମାନଙ୍କ ସମ୍ପତ୍ତିର ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା ।ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏହି ସୂଚନା ପ୍ରଦାନ କରିଛି । ୨୦୨୧-୨୨ ବର୍ଷ ପାଇଁ ଏହି ସମ୍ପତ୍ତି ସୂଚନା ଦେଇଥିବା ଏହି ୮ଟି ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ,…

Read More

କ’ଣ ରହିଛି ଅଦାନୀଙ୍କ ଚାଇନା ସହ ଲିଙ୍କ୍ ଜାଣନ୍ତୁ…

ଅତୀତ‌ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କରିଥିବା ତଦନ୍ତଠାରୁ ଆରମ୍ଭ କରି ଏବେ ଓସିସିଆରପି ଆଣିଥିବା ଅଭିଯୋଗରେ ଦୁଇ ଜଣ ବିଦେଶୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି । ଏହି ଦୁଇ ବ୍ୟକ୍ତିଙ୍କ ଶିଳ୍ପପତି ଗୌତମ ଆଦାନିଙ୍କ ସହ ଏହି ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ଆଗକୁ…

Read More

ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବାକୁ ଯାଉଛି  ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଏହି ଜାହାଜ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ…

Read More

National Sports Day ; ଆଜି ଜାତୀୟ କ୍ରୀଡା ଦିବସ , ହକିର ଯାଦୁକର ଧ୍ୟାନ ସିଂ ରୁ କେମିତି ହେଲେ ଧ୍ୟାନଚାନ୍ଦ ଜାଣନ୍ତୁ …

ଆଜି ଜାତୀୟ କ୍ରୀଡା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । କ୍ରିକେଟରେ ଡନ୍ ବ୍ରାଡମ୍ୟାନ୍ ଏବଂ ଫୁଟବଲରେ ପେଲେଙ୍କ ଭଳି ଧାନଚାନ୍ଦ ହକିରେ ସମାନ ସ୍ଥିତି ହାସଲ କରିଛନ୍ତି । ଅଗଷ୍ଟ ୨୯, ୧୯୦୫ ରେ ଆହ୍ଲାବାଦରେ ଜନ୍ମ ହୋଇଥିବା ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଦେଶରେ କ୍ରୀଡା ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଭାରତର…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More

ଚନ୍ଦ୍ର ଅଭିଯାନ ହେଲା ସଫଳ; ୪ର୍ଥ ଦେଶ ଭାବେ ଭାରତ ରଚିଲା ଇତିହାସ

ଭାରତ ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ। ଚନ୍ଦ୍ର ମାଟିରେ ଭାରତ ଉଡ଼ାଇଛି ତ୍ରିରଙ୍ଗା ପତାକା। ଆଜି ସଂଧ୍ୟା ୬ ଟା ବାଜି ୩ ମିନିଟରେ ଚନ୍ଦ୍ରରେ ପାଦ ରଖିଛି ଭାରତ। ୪ ବର୍ଷ ତଳେ ଯେଉଁ ସଫଳତାର ସ୍ଵାଦ ଚାଖିବା କଥା ଆଜି ସେ ମିଶନ ହୋଇଛି ପୁରା । ଚୀନ, ଆମେରିକା, ରୁଷିଆ ପରେ ଭାରତ ଚନ୍ଦ୍ରରେ ପହଞ୍ଚିଥିବା ୪ର୍ଥ ଦେଶ ହୋଇଛି। ଏବେ ଇସ୍ରୋ ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ…

Read More